ରାଜନୀତି ରାଜ୍ୟ ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ସୁଲତା ଦେଓ April 26, 2025 Nirvay ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ଆଜି କ୍ଷମା ମାଗିଛନ୍ତି । ସେ କହିଛନ୍ତି କି, ଯଦି ତାଙ୍କ ବୟାନ ରାଜ୍ୟବାସୀ ତଥା ଦେଶବାସୀଙ୍କୁ ଦୁଃଖ ପହଞ୍ଚେଇଛି…
ଦେଶ ବିଶ୍ୱ ପାକିସ୍ତାନ ବାୟୁସୀମା ବନ୍ଦ କରିବା ପରେ ଡିଜିସିଏ ର ଆଡ୍ଭାଇଜରି April 26, 2025 Nirvay ପହଲଗାମ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିବା ଭଳି ଅନେକ ବଡ଼ ପଦକ୍ଷେପ ନେବା ପରେ ପାକିସ୍ତାନ ଭାରତୀୟ ବିମାନ ପାଇଁ ତାର ଆକାଶ ସୀମା ବନ୍ଦ କରିଦେଇଛି । ପାକିସ୍ତାନ ବାୟୁସୀମା ବନ୍ଦ କରିବା ପରେ…
ଦେଶ ରାଜ୍ୟ ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା: ପ୍ରଶାନ୍ତ ଶତପଥୀଙ୍କ ଘରେ ନିଆ ଟିମ୍ April 26, 2025 Nirvay ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କ ଘରେ ଏନଆଇଏ ଚିମ୍ ପହଞ୍ଚି ତଦନ୍ତ କରୁଛି । ବାଲେଶ୍ୱରର ଇସାଣୀ ଗାଁରେ ଏନଆଇଏ ଟିମ୍ ପହଞ୍ଚି ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅଙ୍କୁ ପଚରାଉଚରା କରୁଛି । ଆତଙ୍କବାଦୀ ଆକ୍ରମଣର…
ତାଜା ଖବର ଦେଶ ପହଲଗାମ ଆକ୍ରମଣ: ସାମିଲ ଥିବା ୨ ଆତଙ୍କୀର ଘର ଉଡ଼ାଇଲେ ସୁରକ୍ଷାକର୍ମୀ April 25, 2025 Papirani ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ସର୍ଚ୍ଚ ଅପରେସନକୁ ଜୋରଦାର କରିଛି। ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନରେ ଲାଗିଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମଧ୍ୟ ଜମ୍ମୁ ଏବଂ କଶ୍ମୀର ପୋଲିସ ସହିତ ମିଶି ଆକ୍ରମଣର ତଦନ୍ତ ଆରମ୍ଭ କରିଛି। ଜମ୍ମୁ-କାଶ୍ମରୀ ପହଲଗାମ୍…
ଦେଶ ରାଜନୀତି ରାଜ୍ୟ ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ଯୋଗଦେଲେ ସାଂସଦ ସସ୍ମିତ ପାତ୍ର April 24, 2025 Nirvay ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ଆଜି ବିଜୁ ଜନତା ଦଳ ତରଫରୁ ସାଂସଦ ସସ୍ମିତ ପାତ୍ର ଯୋଗ ଦେଇଥିଲେ । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସର୍ବଦଳୀୟ ବୈଠକରେ…
ତାଜା ଖବର ଦେଶ ପହଲଗାମ୍ ଆକ୍ରମଣ ଘଟଣା: କଂଗ୍ରେସର CWC ବୈଠକରେ ନିନ୍ଦା ପ୍ରସ୍ତାବ ପାରିତ April 24, 2025 Papirani ସାମ୍ପ୍ରଦାୟିକ ଉତ୍ତେଜନା ବଢ଼ାଇବା ପାଇଁ ଆତଙ୍କବାଦୀମାନେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଜାଣିଶୁଣି ହିନ୍ଦୁମାନଙ୍କୁ ଟାର୍ଗେଟ କରୁଥିବା ଘଟଣାକୁ ନିନ୍ଦା କରି କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଗୁରୁବାର ଏକ ନିନ୍ଦା ପ୍ରସ୍ତାବ ପାରିତ କରିଛି । ଏହି ବୈଠକରେ ପହଲଗାମ…
ତାଜା ଖବର ଦେଶ ପାକିସ୍ତାନ ସରକାରର ଅଫିସିଆଲ ଏକ୍ସ ଆକାଉଣ୍ଟ ବ୍ୟାନ April 24, 2025 Papirani ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣକ ପରେ ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାରେ ଆରମ୍ଭ କରିଛି। ପାକିସ୍ତାନ ସହ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତ କଲା ଡିଜିଟାଲ ଷ୍ଟ୍ରାଇକ୍ । ପାକିସ୍ତାନୀ ସରକାରର ଆନୁଷ୍ଠାନିକ ଏକ୍ସ ଆକାଉଣ୍ଟକୁ ବ୍ୟାନ…
ତାଜା ଖବର ରାଜ୍ୟ ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ ଶତପଥୀ April 24, 2025 Papirani ପଞ୍ଚଭୂତରେ ବିଲୀନ ହେଲେ ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ପ୍ରଶାନ୍ତ ଶତପଥୀ । ବାଲେଶ୍ବର ଇସାଣୀ ଗାଁ ମଶାଣୀରେ ଶେକକୃତ୍ୟ ସମ୍ପନ୍ନ ହୋଇଛି । ପ୍ରଶାନ୍ତ ଶତପଥୀଙ୍କୁ ମୁଖାଗ୍ନି ଦେଲା ତାଙ୍କ କୁନି ପୁଅ । ତାଙ୍କର…
ତାଜା ଖବର ଦେଶ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା: ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ସମନ୍ ଜାରି April 24, 2025 Papirani ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୂଆଦିଲ୍ଲୀରେ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ଭାରତର ସମନ୍। ପାକିସ୍ତାନର ସାମରିକ ରାଷ୍ଟ୍ରଦୂତ ସାଦ୍ ଅହମ୍ମଦ ୱାରେଚ୍ଙ୍କୁ ଭାରତର ସମନ୍ ଜାରି କରିଛି। ଭାରତ ପାକିସ୍ତାନର ସାମରିକ ରାଷ୍ଟ୍ରଦୂତଙ୍କୁ ଏକ ଆନୁଷ୍ଠାନିକ…
ତାଜା ଖବର ଦେଶ ଶ୍ରୀନଗରରୁ ଦିଲ୍ଲୀ ଓ ମୁମ୍ବାଇ ପାଇଁ ଉଡ଼ିବ ଏୟାର ଇଣ୍ଡିଆର ୨ଟି ଅତିରିକ୍ତ ବିମାନ April 23, 2025 Papirani ପହଲାଗାମ ଆତଙ୍କୀ ଆକ୍ରମଣ ପରେ ଭୟଭୀତ ହୋଇପଡ଼ିଛନ୍ତି ସେଠାକୁ ଯାଇଥିବା ପର୍ଯ୍ୟଟକ । ସେମାନେ କିପରି ନିଜ ଘରକୁ ଫେରିବେ ସେନେଇ ଚିନ୍ତିତ ଅଛନ୍ତି । ଏହାରି ଭିତରେ ଜାମ୍ମୁ କାଶ୍ମୀର ବିମାନ ବନ୍ଦରରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି…