Tag: paddy procurement

ରାଜ୍ୟରେ ଧାନ କିଣା ଡେଡ୍‌ ଲାଇନ୍‌ ୩୧ ମାର୍ଚ୍ଚ

ରାଜ୍ୟରେ ଧାନ କିଣା ଜାରି ରହିଥିବା ବେଳେ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇଛି। ରାଜ୍ୟରେ ଧାନ କିଣା ଡେଡ୍‌ ଲାଇନ୍‌ ମାର୍ଚ୍ଚ ୩୧ ରହିଛି। ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।…