Tag: OSSSC

ଓଏସଏସଏସସି ପରୀକ୍ଷାରେ ଅନିୟମିତତାର ଅଭିଯୋଗ; ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଚଳତବର୍ଷ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ଙ୍କ ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷାର ବିବାଦ ସାରାରାଜ୍ୟରେ ଲାଗିରହିଥିବା ବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ରାଜ୍ୟ ସରକାର ଜଲ୍ଦୀ ଏହି ସଂପର୍କରେ ନିଷ୍ପତି…

ଆରଆଇ ଓ ଅମିନ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ: ହରଡ଼ଘଣାରେ ମୋହନ ସରକାର

ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସଏସସି) ପରିଚାଳିତ ଆରଆଇ ଓ ଅମିନ ପରୀକ୍ଷାରେ ଅନିୟମିତତା ନେଇ ଏବେ ହରଡ଼ଘଣାରେ ପଡିଛନ୍ତି ମୋହନ ସରକାର। ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ନୂଆ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏଭଳି…

ଆରଆଇ-ଅମିନ ପରୀକ୍ଷା ବିଭ୍ରାଟ ଘଟଣା: ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ପରୀକ୍ଷାର୍ଥୀ

ଓଏସଏସସି ବିରୋଧରେ ପରୀକ୍ଷାର୍ଥୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷା ପରୀକ୍ଷା ବାତିଲ ଦାବିରେ ଗର୍ଜିଛନ୍ତି ଛାତ୍ରଛାତ୍ରୀ । ତ୍ରୁଟିପୂର୍ଣ୍ଣ ପରୀକ୍ଷା ଅଭିଯୋଗ ଆଣି ଆଜି ଏକାଠି ହୋଇଛନ୍ତି ହଜାର ହଜାର…

ଓଏସ୍ଏସ୍ଏସ୍‌ସି ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ

ଭୁବନେଶ୍ବର ସ୍ଥିତ ଓଏସ୍ଏସ୍ଏସ୍‌ସି ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । ସବଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ ତଥା ଓଟ୍ରିପଲ-ଏସସି ଦ୍ଵାରା ପ୍ରକାଶିତ କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ କଲେ ପରୀକ୍ଷାର୍ଥୀ । ଫରେଷ୍ଟ ଗାର୍ଡ, ଫରେଷ୍ଟର ଓ ଲାଇଭ…