ତାଜା ଖବର ମନୋରଞ୍ଜନ Oscars 2027: ଓସ୍କାର ୨୦୨୭ ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ମନୋନୀତ ହେଲା ମରାଠୀ ଫିଲ୍ମ ‘ଗୋନ୍ଧଲ’ September 18, 2026 Papirani ଭାରତୀୟ ସିନେମା ଜଗତ ପାଇଁ ଏକ ଅତ୍ୟନ୍ତ ଗୌରବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ୯୯ତମ ଓସ୍କାର ପାଇଁ ସନ୍ତୋଷ ଦାଭାକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଚର୍ଚ୍ଚିତ ମରାଠୀ ଫିଲ୍ମ ‘ଗୋନ୍ଧଲ’କୁ ଭାରତ ପକ୍ଷରୁ ଅଫିସିଆଲ୍ ଏଣ୍ଟ୍ରି…