ତାଜା ଖବର ରାଜ୍ୟ କିଟ୍ ମାମଲା: ଆଉ ୩ ଜଣଙ୍କୁ ଉଚ୍ଚସ୍ତରୀୟ କମିଟି ଆଗରେ ହାଜିର ପାଇଁ ଜାରି ହେଲା ନୋଟିସ୍ March 7, 2025 Papirani କିଟ୍ ବିଶ୍ଵବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ କମିଟି ତଦନ୍ତ ଜାରି ରଖିଥିବା ବେଳେ ଆଉ ୩ ଜଣଙ୍କୁ ନୋଟିସ୍ ଜାରି ହୋଇଛି । ଆଜି ପଚରାଉଚୁରା ପାଇଁ ଆଉ ୩ ଜଣ ବରିଷ୍ଠ ଅଧିକାରୀ ଓ କିଟ୍ର ୩…
ବ୍ୟବସାୟ ରାଜନୀତି ରାଜ୍ୟ ମାର୍ଚ୍ଚ ୧୦ରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ March 7, 2025 Papirani ମାର୍ଚ୍ଚ ୧୦ରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ନାରୀ ନିର୍ଯାତନାକୁ ବିରୋଧ କରି ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେବ କଂଗ୍ରେସ । ଏନେଇ ଆଜି ସୂଚନା ଦେଇଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ । ସେ କହିଛନ୍ତି ଆସନ୍ତା ୧୦ ତାରିଖରେ…
ସମ୍ପାଦକୀୟ ବିଜୁ ଜନତା ଦଳରେ ଅସ୍ତିତ୍ବ ସଂକଟ March 7, 2025 Papirani ବିକୁ ପରିବାର ଅବଧାରଣା (କନ୍ସେପ୍ଟ)ରେ ଜନତା ଦଳକୁ ବିଭାଜିତ କରି ଜନ୍ମ ନେଇଥିଲା ବିଜୁ ଜନତା ଦଳ । ଏଥିପାଇଁ ବିଜୁଭକ୍ତ ନେତାମାନେ ନିଜନିଜର ଦକ୍ଷତା ଅପେକ୍ଷା ଭରସା କରିଥିଲେ ବିଜୁ ପୁତ୍ର ନବୀନଙ୍କ ଉପରେ । ନେତାମାନଙ୍କ ମଧ୍ୟରେ ପାରସ୍ପରିକ…
ତାଜା ଖବର ରାଜନୀତି ରାଜ୍ୟ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରରେ ହଟ୍ଟଗୋଳ; ୧୨ଟା ଯାଏଁ ଗୃହ ମୁଲତବୀ March 7, 2025 Papirani ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ଦେଖାଯାଇଛି ହଟ୍ଟଗୋଳ। ଅଧିବେଶନ ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ତେବେ ବାଚସ୍ପତି ସମସ୍ତ ବିଧାୟକଙ୍କୁ ଅନୁରୋଧ କରିବା ସତ୍ତ୍ବେ ମଧ୍ୟ ସେମାନେ ଶୁଣି ନଥିଲେ । ଫଳରେ ବାଚସ୍ପତି ବାଧ୍ୟ…
ରାଜ୍ୟ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ପଦରୁ ବିଦା ହେଲେ ମନ୍ଦାକିନୀ କର March 6, 2025 Nirvay ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଶ୍ରୀମତୀ ମନ୍ଦାକିନୀ କର ଏବଂ ୫ ଜଣ ସଦସ୍ୟ ଯଥା – ସସ୍ମିତା ନନ୍ଦ, ରୁବି ବିଶ୍ଵାଳ, ଜାଲିନା ପ୍ରିୟଦର୍ଶିନୀ,…
ରାଜ୍ୟ ଜନଶୁଣାଣିରେ ବାଲଡା ନାଗେଶ୍ୱରୀ ପାହାଡ଼ରେ ଖଣି ଖନନକୁ ବିରୋଧ March 6, 2025 Nirvay କୋରାପୁଟ ଜିଲ୍ଲା, ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ଠାରେ ଖଣି ଖନନ ନିମନ୍ତେ ଅନୁଷ୍ଠିତ ଜନ ଶୁଣାଣିରେ, ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କୋରାପୁଟବାସୀ । ଏହି ପାହାଡର ଖଣିରୁ ଅଲୁମନିୟମ କଞ୍ଚାମାଲ ଉତ୍ତୋଳନ ହେବା ଦ୍ୱାରା ପରିବେଶ ସନ୍ତୁଳନ ବିଗିଡିବା…
ରାଜ୍ୟ ବିଦେଶୀ ଶିକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା ସ୍ୱତନ୍ତ୍ର ସେଲ୍ March 6, 2025 Nirvay ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କୀଟ) ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ନେପାଳୀ ଛାତ୍ରଛାତ୍ରୀ ମାନଙ୍କ ଉପରେ ଅସଦାଚରଣ ଘଟଣା ପରେ ବିଦେଶୀ ଶିକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା ସ୍ୱତନ୍ତ୍ର ସେଲ୍ ।…
ତାଜା ଖବର ରାଜନୀତି ରାଜ୍ୟ ସ୍କୁଲରେ ରାଜନୀତି କରୁଥିଲେ ବିଜେଡି ସରକାର: ଗଣଶିକ୍ଷା ମନ୍ତ୍ରୀ March 6, 2025 Papirani ସ୍କୁଲ କୋଠା ରଙ୍ଗ ବଦଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ସ୍କୁଲ ରଙ୍ଗ ନୁହେଁ, ବିଜେଡି ରଙ୍ଗ ପରିବର୍ତ୍ତନ କରିଛୁ । ଯାହା ପୂର୍ବରୁ ଥିଲା ସେହି ରଙ୍ଗ ଦିଆଯାଇଛି । ସ୍କୁଲରେ…
ତାଜା ଖବର ରାଜ୍ୟ ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ଭାବେ ଘୋଷଣା ପାଇଁ ଗଜେନ୍ଦ୍ର ସିଂହଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର March 6, 2025 Papirani କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ଭାବେ ଘୋଷଣା ପାଇଁ ଚିଠି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ…
ତାଜା ଖବର ରାଜ୍ୟ ଆସିଲା ସୁଭଦ୍ରା ଟଙ୍କା; ଅଙ୍ଗନବାଡି କର୍ମୀଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା March 6, 2025 Papirani ଆସିଲା ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇଲେ ହିତାଧିକାରୀ । ଏହାସହିତ ଆଜି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଲା ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ପଞ୍ଚମ ପର୍ଯ୍ୟାୟ ଟଙ୍କାରେ…