ରାଜନୀତି ରାଜ୍ୟ ଜନତା ଦଳ ପରି ଦୁର୍ଦ୍ଦଶା ଘଟିବ କି ବିଜଦର ? September 2, 2025 Papirani ୧୯୯୫ ନିର୍ବାଚନରେ ବିଜୁଙ୍କ ବିଜୁ ଜନତା ଦଳ କ୍ଷମତାଚ୍ୟୁତ ହୋଇଥିଲା । ୧୯୯୦ରେ ଜନତା ଦଳ ୧୨୩ ଆସନ ଜିଣି ରେକର୍ଡ କରିଥିଲା । ଏହି ରେକର୍ଡକୁ ନବୀନ ପଟନାୟକ ୨୪ ବର୍ଷ ଭିତରେ ଭାଙ୍ଗି ପାରିନଥିଲେ । ୧୯୯୫ରେ ୪୬…
ବ୍ୟବସାୟ ରାଜ୍ୟ ଚାରିବର୍ଷରେ ଓଡ଼ିଶାର ରପ୍ତାନି ୪୦%ରୁ ଅଧିକ ହ୍ରାସ September 2, 2025 Papirani ପରିବର୍ତ୍ତିତ ଭୌଗୋଳିକ ରାଜନୈତିକ ପରିସ୍ଥିତି ମଧ୍ୟରେ, ଏହି ସପ୍ତାହରେ ଆମେରିକା ଭାରତରୁ ଆସୁଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପୂର୍ବରୁ ମଧ୍ଯ ଓଡ଼ିଶାର ରପ୍ତାନି ପ୍ରଦର୍ଶନ ନିମ୍ନଗାମୀ ହୋଇଛି। କିଛିବର୍ଷ ପୂର୍ବେ ଦେଶର ଦ୍ରୁତତମ ଅଭିବୃଦ୍ଧିଶୀଳ ରପ୍ତାନି…
ତାଜା ଖବର ରାଜ୍ୟ ପିସି ବ୍ରିଜ୍ ତଳୁ ଉଦ୍ଧାର ହେଲା ଭିସୁଟ୍ ଛାତ୍ରଙ୍କ ମୃତଦେହ September 2, 2025 Papirani ସମ୍ବଲପୁର ବୁର୍ଲା ଭିସୁଟ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର । ପିସି ବ୍ରିଜ୍ ତଳୁ ଉଦ୍ଧାର ହେଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ପଢୁଥିବା ଛାତ୍ରଙ୍କ ମୃତଦେହ। ତେବେ ମୃତ ଛାତ୍ର ଜଣକ ବୁର୍ଲା ଭିସୁଟର ମେକାନିକାଲ ଇଂଜିନିୟରିଂର ଶେଷ ବର୍ଷର…
ତାଜା ଖବର ରାଜ୍ୟ ସୃଷ୍ଟି ହେଲା ଲଘୁଚାପ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା September 2, 2025 Papirani ରାଜ୍ୟରେ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ…
ରାଜ୍ୟ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି September 1, 2025 Nirvay ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ…
ରାଜନୀତି ରାଜ୍ୟ ବାଦ୍ ପଡ଼ିଥିବା ୩୯ଟି ଅଞ୍ଚଳକୁ ଏନଏସି ଘୋଷଣା ନକଲେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି September 1, 2025 Nirvay ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ୧୬ ନୂଆ ଏନଏସି ଓ ୭ଟି ମ୍ୟୁନିସିପାଲଟି ଘୋଷଣା କରାଯାଇଥିବା ବେଳେ, ବିଜେଡି ସରକାରଙ୍କ ଦ୍ୱାରା ଘୋଷିତ ୫୭ଟି ଏନଏସି ମଧ୍ୟରୁ ୩୯ଟି ଅଞ୍ଚଳକୁ କାର୍ଯ୍ୟକାରୀ ନକରିବା ଦୁର୍ଭାଗ୍ୟଜନକ ବୋଲି ବିଜୁ…
ତାଜା ଖବର ରାଜ୍ୟ ୮୦୦ ଏକର ଜାଗାରେ ତିଆରି ହେବ ନୂଆ ଭୁବନେଶ୍ୱର September 1, 2025 Papirani ୮୦୦ ଏକର ଜାଗାରେ ତିଆରି ହେବ ନୂଆ ଭୁବନେଶ୍ୱର । ଏ ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବାକୁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ…
ତାଜା ଖବର ରାଜ୍ୟ ଚଳିତବର୍ଷ ଦୁର୍ଗା ପୂଜା ଭସାଣିରେ ବାଜିବ ନାହିଁ ଡିଜେ September 1, 2025 Papirani ଚଳିତବର୍ଷ ଭୁବନେଶ୍ବର ଦୁର୍ଗା ପୂଜା ଭସାଣିରେ ବାଜିବନି ଡିଜେ । ଆଉ କିଛି ପରେ ଧରାପୃଷ୍ଠରେ ମାଆଙ୍କ ଆଗମନ ହେବାକୁ ଯାଉଛି। ସେଥିପାଇଁ ଚାରିଆଡେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ କିପରି କରାଯିବ, ସେଥିପାଇଁ ପ୍ରଶାସନିକ ସ୍ତରରେ…
ତାଜା ଖବର ରାଜ୍ୟ ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ୍: ଉଷା ପାଢ଼ୀ September 1, 2025 Papirani ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ୍ । ଏ ନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଉଷା ପାଢ଼ୀ । ସେ କହିଛନ୍ତି ବିଶ୍ୱସ୍ତରୀୟ ସହର ହେବ ଭୁବନେଶ୍ୱର । ଭୁବନେଶ୍ବର, ପୁରୀ, କଟକ, ଓ ପାରାଦୀପକୁ ମିଶାଇ ହେବ ଗୋଟିଏ…
ତାଜା ଖବର ରାଜ୍ୟ ସେବା ପକ୍ଷ ପାଳନ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କର୍ମଶାଳା September 1, 2025 Papirani ମୋଦିଙ୍କ ଜନ୍ମଦିନ ଅବସରରେ ତଥା ଆସନ୍ତା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବିଜେପିର ସେବା ପକ୍ଷ ପାଳନ ହେବାକୁ ଯାଉଛି । ଏନେଇ ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ହେଉଛି ରାଜ୍ୟ ସ୍ତରୀୟ କର୍ମଶାଳ। ଏଥିରେ ରାଜ୍ୟ ସଭାପତି ମନମୋହନ…