Tag: Odisha

Rohit Sharma Tops ICC ODI Rankings: ବିଶ୍ୱର ୧ ନମ୍ବର ODI ବ୍ୟାଟସମ୍ୟାନ୍ ହେଲେ ରୋହିତ୍ ଶର୍ମା

ଅଷ୍ଟ୍ରେଲିଆ ODI ଜରିଆରେ ରୋହିତ ଶର୍ମାଙ୍କ ଜବରଦସ୍ତ କମ୍‌ବ୍ୟାକ୍ । ଭାରତୀୟ ଓପନର ରୋହିତ ଶର୍ମା ଆଜି ଇତିହାସ ସୃଷ୍ଟି କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଦ୍ୱାରା ପ୍ରକାଶିତ ODI ବ୍ୟାଟିଂ ରାଙ୍କିଙ୍ଗରେ ରୋହିତ୍ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି…

Minor Reshuffle in OJS: ପବିତ୍ର ମୋହନ ସାମଲ ହେଲେ ଆଇନ ସଚିବ

ପବିତ୍ର ମୋହନ ସାମଲ ଆଇନ ବିଭାଗର ନୂଆ ପ୍ରମୁଖ ସଚିବ । ରାଜ୍ୟ ସରକାର ନୂଆ ଆଇନ ବିଭାଗର ପ୍ରଧାନ ସଚିବ ନିଯୁକ୍ତ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ଓ ଦୌରା ଜଜ୍‍ ଭାବେ କାର୍ଯ୍ୟ କରୁଥିବା ଡ. ପବିତ୍ର ମୋହନ ସାମଲ…

Starvation Death in Jajpur: ନିଶା ମାଙ୍କଡ଼ିଆ ଅନାହାର ମୃତ୍ୟୁ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଏକ କଳଙ୍କ: କଂଗ୍ରେସ

ଯାଜପୁର ଜିଲ୍ଲା ସୁକିନ୍ଦାରେ ଅନାହାର ମୃତ୍ୟୁକୁ ନେଇ ରାଜ୍ୟ କଂଗ୍ରେସ ଭବନ ରେ ଆୟୋଜିତ ସାମ୍ବାଦିକ ସମିଳନୀରେ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ସରକାର ଆଦିବାସୀଙ୍କ ସୁରକ୍ଷା ଏବଂ ଉନ୍ନତି ପାଇଁ ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହାର ନଗ୍ନ ଚିତ୍ର…

Nuapada Bypoll: ନୂଆପଡା ରେ ବିଜେପି ର ବିଶାଳ ମିଶ୍ରଣ ପର୍ବ

ଆଜି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଜୋନ୍ ୭ ଆମାନାରା ଠାରେ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ବିଜେପି ପ୍ରତି ନିଜର ବିଶ୍ୱାସ ଓ ଆସ୍ଥା ପ୍ରକାଶ କରି ବିଜେଡି ଏବଂ କଂଗ୍ରେସ ଦଳ ର ଅନେକ ସରପଞ୍ଚ,ସମିତି…

Nuapada By-Election: ନୂଆପଡ଼ା କଂଗ୍ରେସ କାର୍ଯ୍ୟାଳୟକୁ ଧସେଇ ପଶିଲା ପୋଲିସ

ନୂଆପଡ଼ା କଂଗ୍ରେସ କାର୍ଯ୍ୟାଳୟକୁ ଧସେଇ ପଶିଲା ପୋଲିସ। ମନରେଗା କାର୍ଯ୍ୟ ଓ ବିଜେପି ସରକାରଙ୍କ ଦାଦନ ଚାଲାଣରେ ଭୂମିକାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ହେଉଥିବା ବେଳେ କାର୍ଯ୍ୟାଳୟକୁ ଧସେଇ ପଶିଲା ନୂଆପଡା ପୋଲିସ । ଏହାପରେ ପୋଲିସ ଓ କଂଗ୍ରେସ…

Nuapada Bypoll Campaign: ପ୍ରଚାର ମଇଦାନରେ ରାଜୁ ଭାଇ ଢୋଲକିଆଙ୍କ ପତ୍ନୀ

ନୂଆପଡ଼ାରେ ଉପନିର୍ବାଚନ ପାଇଁ ରାଜନୀତି ଏବେ ସରଗରମ ହେବାରେ ଲାଗିଛି । ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ । ବିଜେପି ସମର୍ଥିତ ପ୍ରାର୍ଥୀ ଜୟ ଢୋଲକିଆ ତଥା ପୁଅଙ୍କ ସପକ୍ଷରେ ଘର ଘର ବୁଲି…

Goods Train Derailed: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ; ଟ୍ରାକରୁ ବାହାରିଗଲା ଟ୍ରେନର ୧୦ ବଗି

ରାଉରକେଲା-ରାଞ୍ଚି ମୁଖ୍ୟ ରେଳପଥରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ବାନୋ ଓ କନରାୱା ଷ୍ଟେସନ ମଧ୍ୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ୍‌ର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏହାପରେ ରାଉରକେଲା-ରାଞ୍ଚି ରେଳପଥରେ ଟ୍ରେନ ଚଳାଚଳ…

Montha Cyclone: ବାତ୍ୟା ମୋନ୍ଥା ଦ୍ବାରା ୩୩ ବ୍ଲକ୍‌ ଓ ୧୧ ସହରାଞ୍ଚଳ ହୋଇଛି ପ୍ରଭାବିତ: ସୁରେଶ ପୂଜାରୀ

ବାତ୍ୟା ମୋନ୍ଥା ଦ୍ବାରା ୩୩ ବ୍ଲକ୍‌, ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ବାତ୍ୟା ମୋନ୍ଥା ଦ୍ଵାରା ଗଜପତି ଗୋଷାଣୀ ନୂଆଗାଁ…

SIExamScam: ଏସ୍ଆଇ ପରୀକ୍ଷା ଘୋଟାଲା ମାମଲା:୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ

ପୁଲିସ୍‌ ସବ୍ ଇନ୍ସପେକ୍ଟର ପରୀକ୍ଷା ଘୋଟାଲା ମାମଲାରେ ଗିରଫ ୧୧୪ ଏସ୍ଆଇ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ। ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ୫୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । କିନ୍ତୁ ମାଷ୍ଟରମାଇଣ୍ଡ ମୁନା…

Cyclone Montha: ନରସାପୁରରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ‘ମୋନ୍ଥା’

ବାତ୍ୟା ମୋନ୍ଥାକୁ ନେଇ ବଡ଼ ଅପଡେଟ୍‌ । ନରସାପୁରରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ମୋନ୍ଥା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତକାଲି ରାତି ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ଆନ୍ଧ୍ର ଉପକୁଳକୁ ମଛଲିପାଟନମ ଏବଂ କଳିଙ୍ଗପାଟନମ ମଝିରେ…