Tag: Odisha

Paddy Procurement In Odisha: ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଚାଲିବ ଧାନ କିଣା; ଓଡିଶାରୁ ୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବ କେନ୍ଦ୍ର

ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଘୋଷଣା କରିଛନ୍ତି । ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ଏପର୍ଯ୍ୟନ୍ତ ୧୦ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍ ଧାନ…

Dense Fog Disrupts Flights: ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରରେ ବିମାନ ସେବା ବାଧାପ୍ରାପ୍ତ

ଆଜି ସକାଳୁ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ଘନ କୁହୁଡ଼ି ପାଇଁ ଏକଧିକ ବିମାନ ଉଡ଼ିପାରିନାହିଁ । ଅତ୍ୟନ୍ତ ଦୁର୍ବଳ ଦୃଶ୍ୟମାନତା ମଧ୍ୟରେ କେବଳ ଗୋଟିଏ ବିମାନ ଉଡ଼ାଣ ଭରିବାରେ ସଫଳ ହୋଇଥିଲା,…

Cabinet Decisions: ଓଡ଼ିଶାରେ ଏନଏଚ-୩୨୬ ର ପ୍ରଶସ୍ତିକରଣ ଏବଂ ସୁଦୃଢ଼ିକରଣକୁ କ୍ୟାବିନେଟ୍‌ ମଞ୍ଜୁରି

ଓଡ଼ିଶା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ (ଏନଏଚ୍‌) ର ସମ୍ପ୍ରସାରଣ ଏବଂ ସୁଦୃଢ଼ିକରଣ କରାଯିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ଏହି ପ୍ରକଳ୍ପକୁ ଅନୁମୋଦନ କରିଛି । ଏହି ପ୍ରକଳ୍ପ ପାଇଁ ମୋଟ୍‌…

Arabinda Padhee Promoted To ACS: ଅରବିନ୍ଦ ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦବୀକୁ ପଦୋନ୍ନତି

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀଙ୍କୁ ଓଡ଼ିଶାରେ ଅତିରିକ୍ତ ମୁଖ୍ୟ ସଚିବ (ACS) ପଦବୀକୁ ପଦୋନ୍ନତି ଦିଆଯାଇଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ…

Puri Upgraded To Municipal Corporation: ପୁରୀ ପୌରପାଳିକା ହେଲା ପୁରୀ ମହାନଗର ନିଗମ

ଆଜିଠାରୁ ପୁରୀ ପୌରପାଳିକା, ମହାନଗର ନିଗମରେ ପରିଣତ ହୋଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଭାରତ ବର୍ଷର ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ…

Vijay Hazare Trophy: ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀକୁ ହରାଇଲା ଓଡ଼ିଶା

ନୂଆ ବର୍ଷ ପୂର୍ବରୁ ବିଜୟ ଭେଟି ଦେଲା ଓଡ଼ିଶା କ୍ରିକେଟ୍‌ ଟିମ୍‌ । ବେଙ୍ଗାଲୁରୁଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫି ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ପୁଣି ଚମକ ଦେଖାଇଛନ୍ତି । ବୁଧବାର ଦିନ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ହରାଇଛି ଓଡ଼ିଶା…

IAS Promotion: ୩ ବରିଷ୍ଠ ଆଇଏଏସଙ୍କୁ ମିଳିଲା ପ୍ରମୁଖ ସଚିବ ପାହ୍ୟା ପଦୋନ୍ନତି

୩ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ସିଇଓ ଥିବା ଆଇଏଏସ ଆର.ସନ୍ଥଗୋପାଳନଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଦୁଇ ବରିଷ୍ଠ ଅଧିକାରୀ ଶାଳିନୀ ପଣ୍ଡିତ ଏବଂ…

First Woman Chief Secretary : ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ ।ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ । ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ବିଧିବଦ୍ଧ ଭାବେ ନେଲେ ଦାୟିତ୍ବ । ଓଡ଼ିଶାର…

PUCC Deadline Extends: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା PUCC ଅବଧି

ଓଡ଼ିଶା ସରକାର ବୁଧବାର ଦିନ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ପାଇଁ ସମୟ ସୀମା ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।l ।ଏନେଇ ସୂଚନା ଆଜି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି ଲୋକଙ୍କ ଅସୁବିଧାକୁ ଦେଖି ନିଷ୍ପତ୍ତି…

Sijimali Mines: ଆରାବଳୀ ପରେ ସିଜିମାଳି ଦୁଃଖ ହେବ କି ଦୂର ?

ଜନତାଙ୍କ ସର ଓ ପ୍ରତିବାଦ ଆଗରେ ସୁପ୍ରିମକୋର୍ଟ ବି ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ ଯେଉଁ ସୁପ୍ରିମକୋର୍ଟ ନଭେମ୍ବରରେ ଆରାବଳୀ ପର୍ବତମାଳା ପାଦଦେଶରେ ଖଣି କାର୍ଯ୍ୟ ପାଇଁ ଅନୁମତି ଦେଇଥିଲେ, ସେହି ସୁପ୍ରିମକୋର୍ଟ ଜନ ସ୍ୱରକୁ ସମ୍ମାନ ଜଣାଇ ନିଜର ପୂର୍ବ…