Tag: Odisha

ରାଜ୍ୟରେ ହୋଇପାରେ କ୍ୟାମ୍ପସ୍ ଇଲେକସନ୍

ଚଳିତ ବର୍ଷ ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ । ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ଛାତ୍ର ସଙ୍ଗଠନର ଦାବି ମହତ୍ତ୍ଵପୂର୍ଣ୍ଣ । ଏନେଇ ବିଚାର…

ନବ ନିଯୁକ୍ତ ମନ୍ତ୍ରୀଙ୍କୁ ମିଳିଲା ଲୋକ ସମ୍ପର୍କ ଅଧିକାରୀ

ମନ୍ତ୍ରୀଙ୍କୁ ଆବଣ୍ଟିତ ହୋଇଛି ବିଭାଗୀୟ ଲୋକ ସମ୍ପର୍କ ଅଧିକାରୀ । ନବ ନିଯୁକ୍ତ ମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବେ ୧୮ ଜଣଙ୍କୁ ଦାୟିତ୍ୱ ମିଳିଛି । ୧୮ ଜଣ ଲୋକ ସମ୍ପର୍କ ଅଧିକାରୀଙ୍କୁ ଦାୟିତ୍ୱ ମିଳିଥିବାବେଳେ ସେମାନଙ୍କ ମଧ୍ୟରୁ ୪…

ଜୁଲାଇ ୧ରୁ ଜନଅଭିଯୋଗ ଶୁଣାଣି ଆରମ୍ଭ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ଜୁଲାଇ ପହିଲାରୁ ସବୁ ଜିଲ୍ଲା ଏବଂ ସରକାରଙ୍କ ସମସ୍ତ ବିଭାଗର ମିଳିତ ଜନଶୁଣାଣି ଆରମ୍ଭ ହେବ। ପ୍ରତି ସୋମବାର ସାଧାରଣ ଅଭିଯୋଗ ଲାଗି ବୁଧବାର ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏବଂ ଏସ୍‌ପି ସାଧାରଣ ଅଭିଯୋଗ ଶୁଣାଣି କରିବେ।…

ଖୁବ୍‌ଶୀଘ୍ର ମହାନଦୀ ବିବାଦର ସମାଧାନ: ରାଜସ୍ବ ମନ୍ତ୍ରୀ

ଆଜି ମହାନଦୀ ଜଳ ବିବାଦ ମାମଲାକୁ ନେଇ ମନ୍ତବ୍ୟ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଖୁବଶିଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ ସମାଧାନ। ପୂର୍ବ ସରକାର କୌଣସି ସମାଧାନ ପାଇଁ ବିଶେଷ ଉଦ୍ୟମ…

ଦିଗହୀନ ଓଡ଼ିଶା କଂଗ୍ରେସ

ଓଡ଼ିଶାରେ କଂଗ୍ରେସର ସ୍ଥିତି ବହୁତ ଖରାପ। ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିଛି। ବିଜେଡି ଦଳ ଗଠନ ହେବା ଦିନଠୁ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ବରୋଧୀ ଦଳରେ ରହିଛି। ବିଜୁ ଜନତା ଦଳ ଏକ ପ୍ରକାର…

ଓଡ଼ିଶା ହେବ ମଦମୁକ୍ତ ରାଜ୍ୟ

ଓଡ଼ିଶାରେ ଆଉ ମିଳିବନି ମଦ। ଓଡ଼ିଶାକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେଣି ସରକାର। ରାଜ୍ୟରେ ପର୍ଯ୍ୟାୟକ୍ରମେ ବନ୍ଦ ହେବ ମଦ । ବିଭିନ୍ନ ସଂଗଠନ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦୀର୍ଘ ବର୍ଷ ହେଲା ଦାବି କରିଆସୁଥିବା ବେଳେ…

ଜୁଲାଇ ୬ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜୁଲାଇ ୬ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୭ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା। ପବିତ୍ର ଘୋଷଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିବା ନିମନ୍ତେ ରଥଯାତ୍ରାରେ ଯୋଗ ଦେଇପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୫ ଦିନ ଯାଏଁ ଲାଗି ରହିବ ବର୍ଷା

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ବିଜୁଳି ଘଡ଼ଘଡ଼ି ସହିତ ୩୦ରୁ ୪୦ କିମି ବେଗରେ ପବନ ବହିବାର ଅନୁମାନ କରାଯାଉଛି। ଏଥିସହ ରାଜ୍ୟର କିଛି…

ମାସକରେ ମୁକୁଳା ଡ୍ରେନ୍ ଉପରେ ପଡ଼ିବ ସ୍ଲାବ: ବିଏମ୍‌ସି କମିଶନର

ଆକ୍ସନ ମୁଡ୍‌କୁ ଆସିଛି ଭୁବନେଶ୍ୱର ମହାନଗର ନିଗମ । ମାସକ ଭିତରେ ମୁକୁଳା ଡ୍ରେନ୍ ଉପରେ ପଡ଼ିବ ସ୍ଲାବ୍ । ସପ୍ତାହକରେ ବାରିକେଡ କାମ ସରିବ। ଏନେଇ ସୂଚନା ଦେଲେ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ। ଭୁବନେଶ୍ବର ସହରରେ ମୋଟ୍…

ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ୍

ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ।ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଓଭର ବ୍ରିଜ, ଆପ୍ରୋଚ…