ତାଜା ଖବର ରାଜ୍ୟ ଏସ୍ସିବି ମେଡିକାଲରେ ହାଉସ୍ ସର୍ଜନ ଓ ନର୍ସଙ୍କ ଧାରଣା July 16, 2024 Papirani ଏସ୍ସିବି ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ । ଅଧୀକ୍ଷକଙ୍କ ଅଫିସ୍ ଆଗରେ ହାଉସ୍ ସର୍ଜନ, ନର୍ସିଂ ଷ୍ଟାଫ୍ଙ୍କ ଧାରଣା । ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ଦେଖାଦେଇଛି ବିବାଦ । ହାଉସ ସର୍ଜନ ଆସିବାରେ ବିଳମ୍ବ…
ତାଜା ଖବର ରାଜ୍ୟ ଅର୍ଡରର ୪୮ ଘଣ୍ଟାରେ ମଧ୍ୟରେ ଖାଉଟିଙ୍କ ପାଖରେ ପହଞ୍ଚିବ ଗ୍ୟାସ୍ July 16, 2024 Papirani ଖାଉଟିଙ୍କ ପାଇଁ ଖୁସି ଖବର। ଏଣିକି ଗ୍ୟାସ୍ ଅର୍ଡରର ୪୮ ଘଣ୍ଟା ମଧ୍ୟରେ ଖାଉଟିଙ୍କ ପାଖରେ ପହଞ୍ଚିବ ରନ୍ଧନ ଗ୍ୟାସ ସିଲିଣ୍ଡର। ଆଜି ପେଟ୍ରୋଲ୍, ଡିଜେଲ୍ ଓ ଏଲ୍ପିଜି ଡିଲର୍ ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ଯୋଗାଣ ମନ୍ତ୍ରୀ…
ତାଜା ଖବର ରାଜ୍ୟ ରତ୍ନଭଣ୍ଡାର ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ July 16, 2024 Papirani ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତଦାରଖ କମିଟିର ବୈଠକ । ପୁନର୍ବାର କେବେ ରତ୍ନଭଣ୍ଡାର ଖୋଲାଯିବ ସେ ନେଇ ଆଲୋଚନା । ବୈଠକରେ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ…
ତାଜା ଖବର ରାଜ୍ୟ ଡବଲ୍ ଲଘୁଚାପ; ରାଜ୍ୟରେ ବଢ଼ିବ ବର୍ଷା July 16, 2024 Papirani ଡବଲ୍ ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୧୯ ବେଳକୁ ଆଉ…
ରାଜ୍ୟ ୧୯ରେ ଆଉ ଏକ ଲଘୁଚାପ July 15, 2024 Nirvay ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ୧୯ରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି। ଉତ୍ତରପଶ୍ଚିମ ତତ୍ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି। ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବ ଲଘୁଚାପ। ଏବେ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ।ଦକ୍ଷିଣ-ପଶ୍ଚିମ…
ତାଜା ଖବର ରାଜ୍ୟ ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ଆରମ୍ଭ July 15, 2024 Papirani ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ଆରମ୍ଭ । ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଭାଇ ଭଉଣୀଙ୍କୁ ସାଥୀରେ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ । ଶୂନ୍ୟ ପହଣ୍ଡିରେ ରଥରେ ବିଜେ କରିଛନ୍ତି ଶ୍ରୀ…
ତାଜା ଖବର ରାଜ୍ୟ ରଥ ଉପରକୁ ମୋବାଇଲ୍ ମନା ; ସ୍ଥିତି ଅନୁଧ୍ୟାନ କଲେ ସଂସ୍କୃତି ମନ୍ତ୍ରୀ July 15, 2024 Papirani ଆଜି ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ । ବାହୁଡ଼ା ଯାତ୍ରା ପାଇଁ ଜନ ସମୁଦ୍ର ବଡ଼ଦାଣ୍ଡ । ଆରମ୍ଭ…
ତାଜା ଖବର ରାଜ୍ୟ ଗୁଣ୍ଡିଚା ଯାତ୍ରା ଦିନ ରଥ ଉପରେ ଚଢ଼ିଥିଲେ ୨ ଅନଧିକୃତ ବ୍ୟକ୍ତି July 15, 2024 Papirani ଗୁଣ୍ଡିଚା ଯାତ୍ରା ଦିନ ରଥ ଉପରେ ଚଢ଼ିଥିଲେ ଦୁଇ ଅନଧିକୃତ ବ୍ୟକ୍ତି । ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଓ ଆଉ ଜଣେ ସମବାୟ ଅଧିକାରୀ ସୂଚନା । ଏହି ଦୁଇ ଅନଧିକୃତ ବ୍ୟକ୍ତି ଚଢ଼ିଥିବା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ…
ତାଜା ଖବର ରାଜ୍ୟ ଆଜି ଭାଇ ଭଉଣୀଙ୍କ ସହ ଶ୍ରୀମନ୍ଦିର ବାହୁଡ଼ିବେ ମହାବାହୁ July 15, 2024 Papirani ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ । ଶରଧାବାଲିରେ ଦଣ୍ଡାୟମାନ ୩ ରଥରେ ବିଜେ କରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ । ପୁଣି ଆରବର୍ଷ ଆଡ଼ପମଣ୍ଡପରେ ମିଳିବ ମହାପ୍ରଭୁଙ୍କ ଦର୍ଶନ । ବାହୁଡ଼ା ଯାତ୍ରା…
ତାଜା ଖବର ରାଜନୀତି ରାଜ୍ୟ ଆଜି ପୁଣି ରାଜ୍ୟବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ July 15, 2024 Papirani ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଦିନ ୧୧ ଟା ସମୟରୁ ୟୁନିଟ୍- ୫,ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ସେହି ଦିନ ଦିବା…