ତାଜା ଖବର ଦେଶ ରାଜ୍ୟ କଳାବାଘ ସଫାରି: ବୈଷୟିକ ଅନୁମୋଦନକୁ ରାଜ୍ୟ ସରକାରଙ୍କ ଅପେକ୍ଷା July 17, 2024 Papirani ରାଜ୍ୟରେ କଳାବାଘ ସଫାରି ପ୍ରତିଷ୍ଠା ଦିଗରେ ଆଗକୁ ବଢ଼ିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ଓ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ବୈଷୟିକ କମିଟିର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ଚୂଡ଼ାନ୍ତ ଅନୁମୋଦନକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି।…
ତାଜା ଖବର ରାଜ୍ୟ ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା July 17, 2024 Papirani ଲଘୁଚାପ ପ୍ରଭାବରେ ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା । ରବିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପ ରୂପ ନେଇଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୧୯ରେ ପୁଣି ଏକ…
ତାଜା ଖବର ରାଜ୍ୟ ଆଜି ମହାପ୍ରଭୁଙ୍କ ସୁନାବେଶ; ସୁନାରେ ସଜେଇ ହେବେ ଶ୍ରୀଜିଉ July 17, 2024 Papirani ଆଜି ରଥରେ ଶ୍ରୀଜିଉଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ହେଉଛି ବଡ଼ଦାଣ୍ଡ । ଆଜି ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ । ଏଥିପାଇଁ…
ତାଜା ଖବର ରାଜ୍ୟ ଏସସିବି ମେଡ଼ିକାଲରେ ତେଜୁଛି ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫ୍ ବିବାଦ; ରୋଗୀସେବା ବାଧାପ୍ରାପ୍ତ July 17, 2024 Papirani କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ବିବାଦ ବଢିବାରେ ଲାଗିଛି। ବେଳକୁ ବେଳ ଜଟିଳ ରୂପ ହେଉଛି । ଉଭୟ ଗୋଷ୍ଠୀଙ୍କ ମଧ୍ଯରେ ଆରୋପ ପ୍ରତ୍ୟାରୋପ, ଅଭିଯୋଗକୁ ନେଇ ଡାକ୍ତରଖାନାରେ ଏକ ଗଣ୍ଡଗୋଳିଆ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟପାଳ ରଘୁବର ଦାସ ନିଜ ପୁଅକୁ ଆଚରଣ ଶିଖାନ୍ତୁ July 17, 2024 Papirani ପୁଅ-ଝିଅଙ୍କ ପାଇଁ ବହୁବାର ଏବଂ ବହୁକ୍ଷେତ୍ରରେ ବାପାମାନେ ବହୁତ ପସ୍ତେଇଛନ୍ତି। ଭିପି ସିଂଙ୍କ ସମୟରେ ତାଙ୍କ ପୁଅଙ୍କୁ ସେଣ୍ଟ କିଟୁ ମାମଲାକୁ ନେଇ କଂଗ୍ରେସ ଘେରିବାକୁ ଚେଷ୍ଟା କରିଥିଲା । କାର୍ତ୍ତି ଦେଶାଇଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋରାଜୀଙ୍କ ବିରୋଧରେ ମୋହଁ ଖୋଲିଥିଲେ…
ରାଜନୀତି ରାଜ୍ୟ ନବୀନ ନିବାସରେ ରାଜନୀତି ଦୋକାନ ଖୋଲିସାରିଲେଣି ପାଣ୍ଡିଆନ! July 17, 2024 Papirani ସତ ରେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ? ଜମାରୁ ନୁହେଁ । ସେ ଶଙ୍ଖ ଭବନ ଯାଉନାହାନ୍ତି ଏକଥା ସତ । ସେ ସାଧାରଣରେ ଲୋକଙ୍କ ସହ ମିଶୁ ନାହାନ୍ତି। ବିଜଦ ନେତାମାନଙ୍କୁ ଖୋଲାଖୋଲି ଗୁରୁ ମନ୍ତ୍ର…
ରାଜ୍ୟ କଂଗ୍ରେସ ଭବନ ଆଗରେ ପାଟିତୁଣ୍ଡ କରିଛନ୍ତି ବହିଷ୍କୃତ ନେତ୍ରୀ July 16, 2024 Nirvay ମଙ୍ଗଳବାର କଂଗ୍ରେସ ଅଫିସରେ ଆଉ ଥରେ ହାଇଡ୍ରାମା ହୋଇଛି। ପିସିସି ସଭାପତିଙ୍କ ଅଫିସ୍ ଆଗରେ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଏପରିକି କଂଗ୍ରେସସ ଭବନ ଗେଟ ସମ୍ମୁଖରେ ବସି ପିସିସି ସଭାପତି ସାର୍ଟ ପଟ୍ଟନାୟକଙ୍କୁ ନ୍ୟାୟ ମାଗିଲେ ବହିଷ୍କୃତ ନେତ୍ରୀ ଶ୍ରୀୟାସ୍ମିତା…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ: ବିରଂଚି ତ୍ରିପାଠୀ July 16, 2024 Papirani ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୧୯ ଓ ୨୦ତାରିଖରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୁରୀଠାରେ ଅନୁଷ୍ଠିତ ହେବ । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ୧୯ ତାରିଖ ସକାଳେ…
ତାଜା ଖବର ରାଜ୍ୟ ଆଦିବାସୀ ଛାତ୍ରଙ୍କ ଶିକ୍ଷା, ସୁରକ୍ଷା, ଖାଦ୍ୟ, ସ୍ୱଚ୍ଛତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ July 16, 2024 Papirani ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି…
ତାଜା ଖବର ରାଜ୍ୟ ଆସନ୍ତା ୨୧ରୁ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା July 16, 2024 Papirani ଜୁଲାଇ ୨୧ରୁ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ଆରମ୍ଭ । ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା । ଏ ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୮୩ଟି କେନ୍ଦ୍ରରେ…