ତାଜା ଖବର ରାଜ୍ୟ Gunupur Gang Rape: ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ,୩ ଅଟକ January 6, 2026 Papirani ରାୟଗଡ଼ା ଜିଲ୍ଲା ଗୁଡ଼ାରି ଥାନାଞ୍ଚଳରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। କପା ତୋଳିବାକୁ ଯାଇଥିଲା ବେଳେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ୨୫ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ୩ ଜଣ ଦୃବୁର୍ତ୍ତ…
ତାଜା ଖବର ରାଜ୍ୟ Journalist Killed: ବସ୍ ଧକ୍କାରେ ଜଣେ ସାମ୍ବାଦିକାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ January 6, 2026 Papirani ଭୁବନେଶ୍ୱର ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟ ଜମାଲପୁର ଛକ ଠାରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ପୁରୀ ଯାଉଥିବା ଏକ ଲାଲ ରଙ୍ଗର ସ୍କୁଟିକୁ ପଛପଟୁ ଧକ୍କା ଦେଲା ସାରଳା ବସ । ଘଟଣା ସ୍ଥଳରେ…
ତାଜା ଖବର ରାଜ୍ୟ Bomb Attack At Hotel In Berhampur: ବ୍ରହ୍ମପୁରର ଏକ ହୋଟେଲ ଉପରକୁ ବୋମାମାଡ଼ January 6, 2026 Papirani ବ୍ରହ୍ମପୁରରେ ବୋମାମାଡ଼ । ବୈଦ୍ୟନାଥପୁର ଥାନା ସୁବାରାଓ ଛକରେ ଥିବା ହୋଟେଲ ଉପରକୁ ବୋମାମାଡ଼ ହୋଇଛି। ଗତକାଲି ରାତି ୧୦ଟା ୩୦ରେ ବୋମାମାଡ଼ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ବାଇକରେ ଆସି ଦୁଇଜଣ ଦୁର୍ବୃତ୍ତ ବୋମାମାଡ଼ କରିଥିଲେ…
ତାଜା ଖବର ରାଜ୍ୟ Low Pressure: ଶୀତରେ ଆସୁଛି ବର୍ଷା; ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ January 6, 2026 Papirani ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ସମ୍ଭାବନା ରହିଛି। ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ ମହାସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ…
ତାଜା ଖବର ରାଜନୀତି ରାଜ୍ୟ CM Mohan Majhi Birthday: ୫୪ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଜନ୍ମଦିନର ଶୁଭେଚ୍ଛା ଜଣାଇଲ ପ୍ରଧାନମନ୍ତ୍ରୀ ମୋଦି January 6, 2026 Papirani ୫୪ ବର୍ଷରେ ପଦାର୍ପଣ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଜୁନ୍ ୧୨ତାରିଖରେ ଶପଥ ଗ୍ରହଣ କରିଥିଲେ । ବିଜେପିର ଏହି ଯୁବ ନେତା ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଁ…
ତାଜା ଖବର ରାଜ୍ୟ Illegal Mine Blast: ଢେଙ୍କାନାଳରେ ୨୬ଟି ବେଆଇନ ପଥର ଖଣି ସିଲ୍ କଲା ପ୍ରଶାସନ January 5, 2026 Nirvay ଢେଙ୍କାନାଳ ମୋଟଙ୍ଗା ଥାନା ବଦାଳୁ ଗାଁ ଗୋପାଳପୁର କଳା ମୁଗୁନି ପଥର ଖାଦାନରେ ବଡ଼ ଧରଣର ବିସ୍ଫୋରଣ ପରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ଜିଲ୍ଳାର ବିଭିନ୍ନ ସ୍ଥାନରେ ବଡ ଧରଣର ଚଢ଼ାଉ ପରେ ୧୫ଟି କ୍ରସର ଓ ୨୬ଟି…
ତାଜା ଖବର ରାଜ୍ୟ BMC To Impose User Fee: ୟୁଜର ଫି ଆଦାୟ କରିବ ବିଏମ୍ସି January 5, 2026 Nirvay ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଆଦାୟ କରିବ ୟୁଜର ଫି । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉପଭୋକ୍ତା ଦେୟ (User Fee) ଦେବାକୁ ସମ୍ବାଦିକ ସମ୍ମିଳନୀରେ ମେୟର ସୁଲୋଚନା ଦାସ ଅନୁରୋଧ କରିଛନ୍ତି । ଘର, ହୋଟେଲ, ସପିଂ ମଲ୍, କ୍ୟାଫେ,…
ରାଜନୀତି ରାଜ୍ୟ Rajnagar BDO Attacked: ମହିଳା ବିଡ଼ିଓଙ୍କ ଉପରେ ଆକ୍ରମଣ ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି January 5, 2026 Nirvay ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ମହିଳାଙ୍କ ବିରୋଧରେ ଅପରାଧ ଓ…
ରାଜ୍ୟ Public Grievance Hearing: ୧୬ତମ ଜନ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କବିତା ପାଠ January 5, 2026 Nirvay ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି କେବଳ ସଫଳ ହେଉନାହିଁ ବରଂ ଏହାର ସଫଳତା ପ୍ରତିଟି ସାଧାରଣ ଲୋକଙ୍କ ମୁହଁରେ ଆଜି ପ୍ରତିଫଳିତ ହେଉଛି । ଅଭିଯୋଗର ସମାଧାନ ପରେ କିଏ ଶୁଭେଚ୍ଛା ପତ୍ର ଲେଖୁଛି, ତ କିଏ ମୁଖ୍ୟମନ୍ତ୍ରୀଙ୍କୁ ଅଜସ୍ର ଧନ୍ୟବାଦ ଦେଇ…
ତାଜା ଖବର ରାଜନୀତି ରାଜ୍ୟ Congress Pada Yatra: ଜାନୁଆରୀ ୩୦ରୁ କଂଗ୍ରେସର ପଦଯାତ୍ରା January 5, 2026 Papirani ଜାନୁଆରୀ ୩୦ରୁ କଂଗ୍ରେସର ପଦଯାତ୍ରା । ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା କରିବ କଂଗ୍ରେସ। ପିସିସି ସଭାପତି ଭକ୍ତଦାସଙ୍କ ନେତୃତ୍ଵରେ ପଦଯାତ୍ରା। ମାଲକାନଗିରିରୁ ଆରମ୍ଭ ହେବ ପଦଯାତ୍ରା । “ଗାନ୍ଧୀ ପଥେ ଓଡ଼ିଶା” କାର୍ଯ୍ୟକ୍ରମ କରାଯିବ। ଏହି ପଦକ୍ଷେପର ଅଂଶ ସ୍ୱରୂପ, କଂଗ୍ରେସ…