Tag: Odisha

Odisha Cabinet Meeting: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ ।ଏଥିରେ ବିଭିନ୍ନ ବିଭାଗର ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହିତ ମୋହର ବାଜିବ ବୋଲି ଜଣାପଡ଼ିଛି । ଶୀତକାଳୀନ…

Affordable House in Bhubaneswar: ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ମିଳିବ ଘର

ରାଜଧାନୀ ଭୁବନେଶ୍ୱରରେ ୧୪ ରୁ ୫୦ ଲକ୍ଷ ଟଙ୍କାରେ ରାଜ୍ୟ ସରକାର ଘର ଯୋଗାଇବେ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ ଭାବେ ଏହି ସୁଲଭ ଘର ବସ୍ତି ବାସିନ୍ଦାଙ୍କୁ ଦିଆଯିବ…

Odisha Matric Exam 2026: ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି

ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି । ଆସନ୍ତା ନଭେମ୍ବର ୨୮ ଯାଏ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ହୋଇପାରିବ । ଗୁରୁବାର ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା…

President Murmu at Jharsuguda: ଝାରସୁଗୁଡ଼ାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ଛତିଶଗଡ଼ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିଲ୍ଲୀରୁ ସ୍ଵତନ୍ତ୍ର ବାୟୁସେନା ବିମାନ ଯୋଗେ ପ୍ରଥମେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ସେ ପହଞ୍ଚିଥିଲେ । ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ସରକାର, ଜିଲ୍ଲା…

Illegal Sand Mining in Odisha: ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଚାଲିଛି
 ବାଲି ଓ ପଥର ଚୋରି: ବିଜେଡି

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟରେ ହେଉଥିବା ବାଲିଚୋରିରେ ବିଜେପିର ନେତାମନ୍ତ୍ରୀଙ୍କ ସମ୍ପୃକ୍ତିର ଅଭିଯୋଗ କରିବା ସହିତ ଏଥିଯୋଗୁଁ ଲଘୁ…

Salia Sahi evictions: ସାଲିଆସାହିରେ ଉଚ୍ଛେଦ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର: କୃଷ୍ଣଚନ୍ଦ୍ର ମହାପାତ୍ର

ସାଲିଆସାହିରେ ଉଚ୍ଛେଦ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର । ଏ ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି କୌଣସି ଯୋଗ୍ୟ ବାସିନ୍ଦା ଆଶ୍ରୟ ହରାଇବେ ନାହିଁ। ଯେଉଁମାନେ ଘର…

Tiger Census: କୁଳଡିହା ଅଭୟାରଣ୍ୟରେ ଆଜିଠୁ ବାଘ ଗଣନା ଆରମ୍ଭ

ବାଲେଶ୍ୱର ଜିଲା କୁଳଡିହା ଅଭୟାରଣ୍ୟରେ ଗୁରୁବାର ବାଘ ଗଣନା ଆରମ୍ଭ ହୋଇଯାଇଛି।ବାଘ ଗଣନା ପାଇଁ ୧୭ଟି ଟିମ୍‌ରେ ୭୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ନିୟୋଜିତ। ୭ଦିନ ଧରି କୁଳଡିହାରେ ବାଘ ଗଣନା କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ବାଘ…

Lok Sabha Elections 2024: ଖାରଜ ହେଲା ସମ୍ବଲପୁର ଲୋକସଭା ନିର୍ବାଚନୀ ମାମଲା

ଖାରଜ ହେଲା ସମ୍ବଲପୁର ଲୋକସଭା ନିର୍ବାଚନୀ ମାମଲା । ନିର୍ବାଚନୀ ମାମଲାକୁ ଖାରଜ କଲେ ହାଇକୋର୍ଟ।ଆବେଦନକାରୀ ସ୍ବାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ମାମଲା ଖାରଜ ହୋଇଛି । ଲୋକସଭା ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ହୋଇଥିଲା ଆବେଦନ । ସାଂସଦ…

Snakebite Compensation: ସାପ କାମୁଡ଼ା ମୃତ୍ୟୁ ପାଇଁ ବଢିପାରେ କ୍ଷତିପୂରଣ ରାଶି; ୪ ଲକ୍ଷ ବଦଳରେ ମିଳିବ ୧୦ ଲକ୍ଷ ଟଙ୍କା 

ବଢ଼ିପାରେ ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି । ଏବେ ୪ ଲକ୍ଷ କ୍ଷତି ପୂରଣ ମିଳୁଥିବା ବେଳେ ଏହାକୁ ୧୦ ଲକ୍ଷ କୁ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଧେଶ ଦେଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି…

Paddy Procurement Mandis: ଡିସେମ୍ବର ୨୫ରୁ ରାଜ୍ୟରେ ଖୋଲିବ ମଣ୍ଡି

ରାଜ୍ୟରେ ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି । ଏ ନେଇ ଆଜି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ସେ କହିଛନ୍ତି ଧାନ ନେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ସମସ୍ତ ପଞ୍ଜିକୃତ ଚାଷୀ ସିଧାସଳଖ…