Tag: Odisha

ଦରଦାମ ବୃଦ୍ଧି ବିରୋଧରେ ଜାନୁଆରୀ ୬ ତାରିଖରେ ଗଣବିକ୍ଷୋଭକୁ ସଫଳ କରିବା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦରଦାମ ବୃଦ୍ଧି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତା ଜାନୁଆରୀ ୬ ତାରିଖରେ ହେବାକୁ ଥିବା ଗଣବିକ୍ଷୋଭକୁ ସଫଳ କରିବା ପାଇଁ ଆଜି ଶଙ୍ଖ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।…

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କୁ ଶଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଲୋକସେବା ଭବନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ୱ ରେ…

ନୂଆବର୍ଷରେ ଜିରୋ ନାଇଟ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି; ବିଶୃଙ୍ଖଳାକାରୀଙ୍କ ଉପରେ କଡ଼ା ନଜର

ଆଗକୁ ଆସୁଛି ନୂଆବର୍ଷ । ଜିରୋ ନାଇଟ ପାଇଁ ସବୁଠୁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହା ସହ ଜିରୋ ନାଇଟ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କମିଶନରେଟ ପୋଲିସର । ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେବ ଜିରୋ ନାଇଟ୍…

ବର୍ଷେ ବଢ଼ିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ

ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ାଇଲେ ରାଜ୍ୟ ସରକାର। ଡିସେମ୍ବର ୩୧ରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଅବଧି ଶେଷ ହେଉଥିବା ବେଳେ ଆଗାମୀ…

ନିର୍ଭୟ ପ୍ରଭାବ: ବର୍ଷେ ପରେ ପାଣ୍ଡିଆନଙ୍କ ଚେତା ଫେରିଲା!

ନିର୍ଭୟର ଖବର ପାଣ୍ଡିଆନଙ୍କ ନିଦ ହଜେଇଦେଇଥିବା ଭଳି ମନେ ହେଉଛି । ନିର୍ଭୟରେ ପ୍ରସାରିତ ହେବା ପରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ (ଭି.କେ ପାଣ୍ଡିଆନ) ଇନଷ୍ଟା ରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର x ଆକାଉଣ୍ଟ ନାହିଁ । ନକଲି ଆକାଉଣ୍ଟରେ…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଲାଞ୍ଚୁଆ ଏଏସଆଇ ଫେରାର

ପୁଣି ଭିଜିଲାନ୍ସ ପଞ୍ଜାରେ ସରକାରୀ ବାବୁ। ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଲେ କଳାହାଣ୍ଡି ଜୁନାଗଡ଼ ଥାନା ଗ୍ରାମରକ୍ଷୀ। ତେବେ ଏଏସଆଇଙ୍କ ପାଇଁ ୩୫୦୦ ଟଙ୍କା ଗ୍ରାମରକ୍ଷୀ ଲାଞ୍ଚ ନେଉଥିବା ମାଡି ବସିଥିଲା ଭିଜିଲାନ୍ସ। କଳାହାଣ୍ଡି ଜୁନାଗଡ଼ ଥାନା ଗ୍ରାମରକ୍ଷୀ…

ପୁଣି ବର୍ଷାରେ ଭିଜିବ ରାଜ୍ୟ; ଆସୁଛି ଆଉ ଏକ ଲଘୁଚାପ !

ପୁଣି ଆସୁଛି ଆଉ ଏକ ଲଘୁଚାପ । ଜାନୁୟାରୀ ପ୍ରଥମ ସପ୍ତାହରେ ପୁଣି ଏକ ଲଘୁଚାପ ଆସୁଥିବାର ଅନୁମାନ କରାଯାଇଛି। ଏହାସହ ଆସନ୍ତା ୨୮ ଓ ୨୯ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି…

ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟର ୩୦ ଜିଲ୍ଲା ପାଇଁ ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ ପ୍ରଭାରୀ ମନ୍ତ୍ରୀ ଭାବରେ ମନୋନୀତ କରାଯାଇଛି । ଉପମୁଖ୍ୟମନ୍ତ୍ରୀ…

ଅଦିନିଆ ବର୍ଷାରେ ଚିନାବାଦାମ ଫସଲ କ୍ଷୟକ୍ଷତିକୁ ନେଇ ବ୍ରହ୍ମଗିରି ବିଧାୟିକାଙ୍କ କ୍ଷତିପୂରଣ ଅନୁରୋଧ

ଲଘୁଚାପ ପ୍ରଭାବରେ ସପ୍ତାହେ ହେଲା ଲଗାଣ ବର୍ଷା ଜାରି ରହିଛି । ଫଳରେ ଅଧା ଓଡ଼ିଶାର ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଲଘୁଚାପ ଜନିତ ଅଦିନିଆ ଲଗାଣ ବର୍ଷାରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ, କୃଷ୍ଣପ୍ରସାଦ ବ୍ଳକରେ ଚିନାବାଦାମ ଫସଲର ବ୍ୟାପକ…

ଶଙ୍ଖ ଭବନରେ ବିଜେଡି ନେତ୍ରୀଙ୍କ ହାତାହାତି; ମୁଖପାତ୍ର ଇପ୍‌ସିତା ସାହୁଙ୍କୁ ମାଡ଼

ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ଶଙ୍ଖ ଭବନରେ ବିଜେଡି ନେତ୍ରୀଙ୍କ ମଧ୍ୟରେ ହାତାହାତି ହୋଇଥିବା ଖବର ସାମ୍ନାକୁ ଆସିଛି । ବିଜେଡି ଯୁବନେତ୍ରୀ ତଥା ମୁଖପାତ୍ର ଇପ୍‌ସିତା ସାହୁଙ୍କୁ ଅନ୍ୟ ମହିଳା କର୍ମୀ ସର୍ବସମ୍ମୁଖରେ ଚାପୁଡ଼ା ମାରିଛନ୍ତି । କିନ୍ତୁ ପ୍ରଥମେ…