ତାଜା ଖବର ରାଜ୍ୟ କ୍ରିକେଟ ଖେଳ ପଡ଼ିଆକୁ ନେଇ ତୁମ୍ବି ତୋଫାନ; ଲଷ୍ମୀସାଗର ଛକରେ ରାସ୍ତା ଅବରୋଧ December 29, 2024 Nirvay ଭୁବନେଶ୍ବର ଲକ୍ଷ୍ମୀସାଗର ଛକରେ କ୍ରିକେଟ ଖେଳ ପଡ଼ିଆ ବାରଣକୁ ନେଇ ଭୀଷଣ ଗଣ୍ଡଗୋଳ ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି । ରସୁଲଗଡ଼-କଳ୍ପନା ରାସ୍ତାରେ ଅଟକିଛି ଶହ ଶହ ଗାଡ଼ିମୋଟର । ବୁଝାସୁଝା ପାଇଁ ଯାଇଥିବା ପୋଲିସକୁ ମଧ୍ୟ…
ତାଜା ଖବର ରାଜନୀତି ରାଜ୍ୟ ଗଞ୍ଜାମ ପରେ ଆଉ ୪ ଜିଲ୍ଲା ବୁଲିବେ ବିରୋଧୀ ଦଳ ନେତା ନବୀନ December 29, 2024 Papirani ଦାଉ ସାଧିଛି ଅଦିନିଆ ବର୍ଷାର ପରବର୍ତ୍ତୀ ସ୍ଥିତି। ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ ଚାଷୀଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଜଣା ପଡିଛି। ଫସଲହାନୀ ଯୋଗୁଁ ରାଜ୍ୟରେ ଚାଷୀ ମୃତ୍ୟୁ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି ।…
ତାଜା ଖବର ରାଜ୍ୟ ଖୋର୍ଦ୍ଧା ସହରରେ ଚାଲିଛି ଜବରଦଖଲ ଉଚ୍ଛେଦ December 29, 2024 Papirani ଖୋର୍ଦ୍ଧାରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ । ଖୋର୍ଦ୍ଧା ସହର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାକଡ଼ରୁ କ୍ୟାବିନ ଉଚ୍ଛେଦ ଆରମ୍ଭ ହୋଇଛି । ସକାଳୁ ସକାଳୁ ପ୍ରଶାସନ ପକ୍ଷରୁ ଜେସିବି ସହାୟତାରେ ଭଙ୍ଗା ଯାଉଛି ଦୋକାନ । ମାରୱାଡି ପଟିରୁ ସରକାରୀ ଜମିରେ…
ତାଜା ଖବର ରାଜ୍ୟ ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷତିଗ୍ରସ୍ତ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 28, 2024 Nirvay ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ବ୍ୟାପକ ମାତ୍ରାରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଫସଲହାନୀ ଯୋଗୁଁ ରାଜ୍ୟରେ ଚାଷୀ ମୃତ୍ୟୁ ଅଭିଯୋଗ ଆସିଛି । ଏହି ପରିପ୍ରେକ୍ଷୀରେ ଫସଲ କ୍ଷୟକ୍ଷତି ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ।…
ରାଜ୍ୟ ବରଗଡ଼ ଧନୁଯାତ୍ରା ଅନୁଦାନ ରାଶି ୧୦ ଲକ୍ଷରୁ ଏକ କୋଟିକୁ ବୃଦ୍ଧି କଲେ ରାଜ୍ୟ ସରକାର December 28, 2024 Nirvay ବରଗଡ଼ ଧନୁଯାତ୍ରା କୁ ନେଇ ବଡ ଘୋଷଣା । ଧନୁଯାତ୍ରା ପାଇଁ ଅନୁଦାନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର ୧ କୋଟିକୁ ବୃଦ୍ଧି କରିଛନ୍ତି…
ରାଜ୍ୟ ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ଏକାଧିକ ଲୋକ ଆହତ December 28, 2024 Nirvay ଭୁବନେଶ୍ୱର ଜାଭିଅର ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପଛକୁ ପଛ ପିଟି ହୋଇଛି କାର୍-ଭ୍ୟାନ୍-ଅଟୋ । ଏଥିରେ ୭ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ସେଥିରେ ଜଣେ ଶିଶୁ ଥିବା…
ରାଜ୍ୟ ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ୩୦ ତାରିଖ ସୁଦ୍ଧା ସରିବ ଆକଳନ December 28, 2024 Nirvay ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ନେଇ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ…
ତାଜା ଖବର ରାଜ୍ୟ ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ; ବିଲକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିବେ ନବୀନ December 28, 2024 Nirvay ଅମଳ ସମୟରେ ଦାଉ ସାଧିଛି ଅଦିନିଆ ବର୍ଷା । ବର୍ଷକର ଅମଳ ଫସଲ ଆଖି ଆଗରେ ଗଜା ହୋଇ ନଷ୍ଟ ହୋଇଯିବାକୁ ବସିଛି । ସରକାରୀ ସହାୟତା ପାଇଁ ଚାଷୀ ଆକୁଳ ନିବେଦନ କରିଛନ୍ତି । ଏମିତି ସ୍ଥିତିରେ ଆସନ୍ତା ଡିସେମ୍ବର…
ତାଜା ଖବର ରାଜ୍ୟ ରାଜଧାନୀରେ ମାତିଛନ୍ତି ଭଣ୍ଡ ବାବା; ପୋଲିସ ଜିମା ଦେଲେ ଲୋକେ December 28, 2024 Nirvay ଶନିବାର ସକାଳୁ ଭୁବନେଶ୍ୱର, ମୈତ୍ରୀବିହାର ଅଞ୍ଚଳରେ ୪ ଜଣ ବ୍ୟକ୍ତି ବାବା ବେଶରେ ଘର ଘର ବୁଲି ଭିକ୍ଷା ମାଗୁଥିଲେ । ତେବେ ସେମାନଙ୍କ ବେଶ ପୋଷାକ,କଥାବାର୍ତ୍ତା ଓ ଚାଲିଚଳନରୁ ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ।…
ରାଜନୀତି ରାଜ୍ୟ ହାତାହାତି ପରେ ପ୍ୟାଚ ପକେଇବାକୁ ଚେଷ୍ଟା କଲେ ଦୁଇ ବିଜେଡି ନେତ୍ରୀ December 27, 2024 Nirvay ଗତକାଲି ଶଙ୍ଖଭବନ ହାଇଡ୍ରାମା ଆଜି ନୂଆ ମୋଡ଼ ନେଇଛି । ଶଙ୍ଖ ଭବନରେ ଘଟିଥିବା ମାଡ଼ ଘଟଣାକୁ ନେଇ ଭୁବନେଶ୍ୱର ଜୋନ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା ସକାଳେ କହିଥିଲେ ଯେ ଇପ୍ସିତା ଆଉ କିଛି ଦଳୀୟ ବନ୍ଧୁଙ୍କ…