Tag: Odisha

ଓଡ଼ିଶାକୁ ଆସିବେ ୫ ମହାବଳ ବାଘ

ଓଡ଼ିଶାର ଅଭୟାରଣ୍ୟରେ ମହାବଳ ବାଘବଂଶ ବୃଦ୍ଧି ପାଇଁ ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ। ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଆସିବେ। ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ଶେଷ…

୭ ଓ ୮ରେ ପ୍ରବଳ ବର୍ଷା

ଆସନ୍ତା ୭ ଓ ୮ ତାରିଖରେ ରଥଯାତ୍ରା ହେବାକୁ ଥିବା ବେଳେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୭ରେ ପ୍ରବଳ, ୮ରେ ହାଲୁକାରୁ ମଧ୍ୟମ ବର୍ଷା ନେଇ ସୂଚନା। ପୁରୀକୁ ବି ପ୍ରବଳ ବର୍ଷା ହେବା…

ରାଜ୍ୟରେ ଲାଗିବ ୫ କୋଟି ଚାରା: ପରିବେଶ ସଚିବ

ବୃକ୍ଷରୋପଣ ନେଇ ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ଏ ବର୍ଷ ରାଜ୍ୟରେ ୫ କୋଟି ଗଛ ଲଗାଯିବ ବୋଲି କହିଛନ୍ତି। ୧୮ ମାସିଆ ପରିବର୍ତ୍ତେ ୩୦ ମାସିଆ ଚାରା ଦିଆଯିବ। ପରିବେଶ ସୁରକ୍ଷା ପାଇଁ ପରିବେଶ…

ହାଇକୋର୍ଟର ଦ୍ବାରସ୍ଥ ହେଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା

ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ ଦାସଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହେବା ପରେ ଏବେ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ବଢ଼ିଛି । କୌଣସି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ହାଇକୋର୍ଟଙ୍କ…

ରତ୍ନ ଭଣ୍ଡାର ପାଇଁ ୧୬ ଜଣିଆ ନୂଆ ଉଚ୍ଚସ୍ତରୀୟ କମିଟି

ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ଗଠନ ହୋଇଥିବା ୧୬ ଜଣିଆ ଯାଞ୍ଚ କମିଟି ସଦସ୍ୟଙ୍କ ତାଲିକା ଆସିଛି। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ଏହି କମିଟି ଗଠନ ହୋଇଛି। ଡାକ୍ତର ସିବିକେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ…

ଏବେ ଓଡ଼ିଆ ଭାଷାରେ ଏମବିବିଏସ୍ ଶିକ୍ଷା, କମିଟି ଗଠକ କଲେ ରାଜ୍ୟସରକାର

ରାଜ୍ୟରେ ଓଡିଆ ଭାଷାରେ ଡାକ୍ତରୀ ଶିକ୍ଷା ପ୍ରଦାନ କରିବାରକୁ ଦୃଷ୍ଟିରେ ରଖି ଡାକ୍ତର ମାନସ ରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ଏକ କମିଟି ଗଠନ କରାଯାଇଛି । ଏହି ୨୨ ଜଣ ସଦସ୍ୟ ଥିବା କମିଟି ଓଡିଆ ଭାଷାରେ MBBS ଶିକ୍ଷା ଅନୁବାଦ…

ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ଓଡିଶାରେ ହେବ କାର୍ଯ୍ୟକାରୀ: ମୁଖ୍ୟମନ୍ତ୍ରୀ

ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ…

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ୪ ଅଫିସରଙ୍କୁ ହଟାଗଲା

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍‌ଓ)ରେ କାର୍ଯ୍ୟରତ ୪ ଅଫିସରଙ୍କୁ ଜିଏ ବିଭାଗକୁ ଫେରାଗଲା । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସିଏମ୍‌ଓରେ କାର୍ଯ୍ୟରତ ଥିବା ୪ ଅଫିସରଙ୍କୁ ହଟାଯାଇଛି । ଲାଲା ମନୋଜ କୁମାର ରାୟ, ରବୀନ୍ଦ୍ର କୁମାର ସେଠୀ, ଶୁଭ୍ରାଂଶୁ…

ଥମୁନି ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ

ଥମିବାର ନାଁ ଧରୁନି ଭୁବନେଶ୍ୱର ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ। ଆଜି ସିଧାସଳଖ ଦୁଇ ବରିଷ୍ଠ ନେତାଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବରିଷ୍ଠ ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର। ନାଁ ନନେଇ ଅଶୋକ ପଣ୍ଡା, ଅନନ୍ତ ଜେନାଙ୍କ ଆଡ଼କୁ ଇଙ୍ଗିତ କଲେ…

ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରି ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଶପଥ ନେବା ପରେ ସେ ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ କାମ କରୁଥିଲେ । ଏହି…