Tag: Odisha

୩୨ ଟଙ୍କାରୁ ଅଧିକ ଟଙ୍କାରେ ଆଳୁ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ମନ୍ତ୍ରୀ

ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ବଜାରରେ ଆଳୁର ଦର । ପଶ୍ଚିମବଙ୍ଗରୁ ଆମଦାନି ବନ୍ଦ ହେବା ଫଳରେ ଓଡ଼ିଶାରେ ଆଳୁ ବଜାରରେ ଦର ଆକାଶ ଛୁଆଁ ହେବାରେ ଲାଗିଛି। ବର୍ତ୍ତମାନ ରାଜଧାନୀରେ ଆଳୁ ଦର ୪୫ରୁ ୫୦ ଟଙ୍କା…

ଅନଲାଇନ ଗେମ ଖେଳି କୋଟିପତି, ୬ଜଣଙ୍କ ଘରେ ଇଡି ଚଢ଼ଉ

ଫି ୱିନ ନାମକ ଏକ ଅନ୍ ଲାଇନ୍ ବେଟିଂ ଗେମରେ ବେଆଇନ ଅର୍ଥ କାରବାର ଘଟଣାରେ ସୁନ୍ଦରଗଡର ବଣାଇଁ ଥାନା ଅନ୍ତର୍ଗତ ବଡ଼ଗୋଗୁଆ ଗ୍ରାମର ୬ ଜଣଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଛି। ଗତ କିଛି ମାସ ତଳେ…

୨୦୨୪-୨୫ ବାର୍ଷିକ ରାଜ୍ୟ ବଜେଟର ମୁଖ୍ୟାଂଶ

ଜୁଲାଇ ୨୫, ୨୦୨୪ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭା ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ଏହି ଜନକଲ୍ୟାଣକାରୀ…

୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ

ଗତ ୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି । ୫୧୨ ଶିଳ୍ପ ସଂସ୍ଥା ଏମ୍‌ଓୟୁ କରିଥିଲେ । ହେଲେ ସେଥିରୁ ମାତ୍ର ୩୦ଟି କାର୍ଯ୍ୟକ୍ଷମ ହୋଇଛି। ୧୧ ଲକ୍ଷ ୮୫ ହଜାର ୨୮୧…

ବଜେଟ୍ ୨୦୨୪-୨୫ ଉପସ୍ଥାପନ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଅଭିଭାଷଣ

ବଜେଟ୍ ଆକଳନ ୨୦୨୪-୨୫ ଉପସ୍ଥାପନ ପରେ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ, ମୁଁ ଆଜି ବିଧାନ ସଭାରେ ୨୦୨୪-୨୫ ଆର୍ଥିକ ବର୍ଷପାଇଁ ପୂର୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଅଛି । ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ…

ଓଡ଼ିଶା ବଜେଟ୍: ରାଜ୍ୟରେ କ୍ରୀଡ଼ାବିତଙ୍କ ପାଇଁ ନିର୍ମାଣ ହେବ ନୂଆ ଷ୍ଟାଡିୟମ 

ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। କ୍ରୀଡା ଏବଂ ଯୁବସେବା ପାଇଁ ରାଜ୍ୟ ସରକାର ୧୩୦୫ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଜିଲ୍ଲା ସ୍ତରୀୟ…

ଓଡ଼ିଶା ବଜେଟ୍: ମୋ ସ୍କୁଲ ଯୋଜନାର ନାଁ ବଦଳି ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ

ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ମୋ ସ୍କୁଲ ଯୋଜନାର ନାଁ ବଦଳି ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ । ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ…

ଓଡ଼ିଶା ବଜେଟ୍: ଅନାଥ ଶିଶୁଙ୍କ ପାଇଁ ଲାଗୁହେବ ନୂଆ ଯୋଜନା ଯଶୋଦା

ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍‌ରେ ଅନାଥ ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଯଶୋଦା’ ଅଣାଯାଇଛି। ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’ ଯୋଜନା କରାଯାଇଛି…

ଓଡ଼ିଶା ବଜେଟ୍: ରାଜ୍ୟରେ ଲାଗୁ ହେବ ସିଏମ୍‌ କିଷାନ ଯୋଜନା ଓ ସମୃଦ୍ଧ କୃଷକ ଯୋଜନା

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କୃଷି ଓ କୃଷଙ୍କୁ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ଚାଷୀମାନଙ୍କ ପାଇଁ ଲାଗୁ…

ଓଡ଼ିଶା ବଜେଟ୍: ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା ଓ ଆୟୁଷ୍ମାନ ଭାରତ

ଓଡ଼ିଶାରେ ଲାଗୁ ହେବ ସୁଭଦ୍ରା ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା । ମହିଳାଙ୍କ ପାଇଁ ଆରମ୍ଭ ହେବ ସୁଭଦ୍ରା ଯୋଜନା । ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଆୟୁଷ୍ମାନ ଭାରତ ପାଇଁ…