Tag: Odisha

କଣାସରେ ବ୍ୟାପୁଛି ଛାଡାବାନ୍ତି, ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି

ବିଷ ପାଲଟିଛି ପୁରୀ ଜିଲ୍ଲା, କଣାସ ଅଞ୍ଚଳର ଦୟାନଦୀ ଜଳ । ଝାଡାବାନ୍ତି ବ୍ୟାପି କଣାସ ଅଞ୍ଚଳର ୬ ପଞ୍ଚାୟତରେ ବ୍ୟାପିଛି ଝାଡ଼ାବାନ୍ତି । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି…

ପ୍ରତାପ କେଶରୀ ଦେବ ବିଜେଡି ସାଂଗଠିନକ ନିର୍ବାଚନର ନିର୍ବାଚନ ଅଧିକାରୀ ନିଯୁକ୍ତ

ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପରିଚାଳନା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ସାଂସଦ ଏବଂ ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଦଳର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ…

ଜାତୀୟ ଶିକ୍ଷା ନୀତି- ୨୦୨୦ ପାଇଁ ଆସିଲା ବିଜ୍ଞପ୍ତି; ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସର୍ବନିମ୍ନ ବୟସ ୬ ବର୍ଷ

୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ନାମଲେଖାକୁ ନେଇ ଆସିଲା ରାଜ୍ୟ ସରକାରଙ୍କ ବିଜ୍ଞପ୍ତି । ନୂତନ ଜାତୀୟ ଶିକ୍ଷା ନୀତି (NEP) ଅନୁଯାୟୀ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ସୀମା ୬ ବର୍ଷ ଧାର୍ଯ୍ୟ ହୋଇଛି । ଗଣଶିକ୍ଷା…

ରାଜଧାନୀରେ ଯୁବ କଂଗ୍ରେସର ବିକ୍ଷୋଭ

ରାଜଧାନୀ ଭୁବନେଶ୍ବରରେ କଂଗ୍ରେସର ଏକ ବିଶାଳ ‘ଯୁବ ଅସନ୍ତୋଷ ସମାବେଶ’ କରାଯାଇଛି । ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ବିଫଳତା ଅଭିଯୋଗ ଆଣି ରାଜରାସ୍ତାରେ ପ୍ରତିବାଦ କରିଛି କଂଗ୍ରେସ। ଆଜି ଭାରତୀୟ ଯୁବ କଂଗ୍ରେସ ସଭାପତି ଉଦୟଭାନୁଙ୍କ ନେତୃତ୍ୱରେ ୮ ଦଫା ଦାବି…

ମାଓବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ; ଦୁଇ ମାଓବାଦୀ ନିହତ

ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ସୀମାନ୍ତ ଗରିଆବନ୍ଧ ଜିଲ୍ଲା କୁଲାରୀଘାଟ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ । ଏନ୍‌କାଉଣ୍ଟରରେ ଦୁଇ ମାଓବାଦୀ ନିପାତ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି…

୨୪ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ

ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟରେ ପ୍ରଧାନମନ୍ତୀ ଆବାସ ସର୍ଭେ କାର୍ଯ୍ୟ। ସର୍ଭେ ନେଇ ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ। ସେ କହିଛନ୍ତି ୨୪ରୁ ଆରମ୍ଭ ହେବ ସର୍ଭେ କାର୍ଯ୍ୟ । ଏଥିପାଇଁ ଅଫ୍‌ଲାଇନ୍‌…

ଶୀତରେ କଲବଲ ସାରା ରାଜ୍ୟ; ୧୦ ଡିଗ୍ରୀ ତଳେ ୫ ସହରର ତାପମାତ୍ରା

ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ରାଜ୍ୟରେ ରାତି ତାପମାତ୍ରା କମିବା ସହିତ କୁହୁଡ଼ି ମଧ୍ୟ ଦୃଶ୍ୟମାନ ହେଉଛି । ଫୁଲବାଣୀରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିବା ବେଳେ ୧୦ ଡିଗ୍ରୀ ତଳେ ରହିଛି ୫ ସହର । ୭…

ଗୋପାଳ ବନ୍ଧୁକର ଫରେନସିକ୍ ରିପୋର୍ଟରେ ବି ହେରାଫେରି !

ନବ ବାସ ହତ୍ୟାକାଣ୍ଡ ଚକ୍ରାନ୍ତକୁ ନବୀନ ସରକାର, କ୍ରାଇମବ୍ରାଞ୍ଚ ଏବଂ କିଛି ବରିଷ୍ଠ ପୁଲିସ ଅଧିକାରୀ କବର ଦେଇସାରିଛନ୍ତି । ସିବିଆଇ ତଦନ୍ତ ଦ୍ବାରା କିଛି ଲାଭ ମିଳିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ଇତିଶ୍ରୀ ହତ୍ୟା ମାମଲାରେ ଯାହା ହୋଇଥିଲା ନବ…

ନୟାଗଡ଼ ମାଟିତଳେ ଲିଥିୟମ୍ ଭଣ୍ଡାର

ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା ପାଇଁ ଖୁସିର ଖବର । କିଛି ମାସ ତଳେ କେନ୍ଦୁଝର ଜିଲ୍ଲାର ମାଟି ତଳେ ସୁନା ଥିବାର କଥା କହିଥିଲା ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ। ଏବେ ନୟାଗଡ଼ ଜିଲ୍ଲାର ମାଟି ତଳେ ଲିୟମ ଭଣ୍ଡାର…

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଆଜି ସନ୍ଧ୍ୟାରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୋଲିସ୍ ବିଭାଗରେ…