Tag: Odisha

ଗ୍ରେଟର ଭୁବନେଶ୍ୱର ପାଇଁ ପ୍ରସ୍ତୁତି ଆରମ୍ଭ; ୪ଟି ସହରକୁ ନେଇ ଗଠନ ହେବ ନୂଆ ଅର୍ଥନୈତିକ ଅଞ୍ଚଳ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଲୋକସେବା ଭବନରେ ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ଯୋଜନାଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଗ୍ରେଟର ଭୁବନେଶ୍ୱର ପାଇଁ ଟ୍ୱିନ ସିଟି-ଭୁବନେଶ୍ୱର ଓ କଟକ, ପୁରୀ…

ବାରବାଟୀ ଦିନିକିଆ ମ୍ୟାଚ୍: ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ଓ ଇଂଲଣ୍ଡ ଦଳର ଖେଳାଳି

କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ୍‌ ଖେଳାଯିବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଭାରତ ଓ ଇଂଲଣ୍ଡ ଖେଳାଳିମାନେ ପହଞ୍ଚିଛନ୍ତି । ବିମାନବନ୍ଦରରୁ ହୋଟେଲ୍‌ ଏବଂ ସେଠାରୁ ବାରବାଟୀ ଯିବାପାଇଁ…

୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଲ ତରଫରୁ ୟୁନିଟ୍ -୩ କ୍ୟାପିଟାଲ୍ ହାଇସ୍କୁଲ ଠାରେ ଆୟୋଜିତ ହୋଇଥିବା ନିଯୁକ୍ତି ମେଳାରେ ଆଜି ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ…

ଭିଡ଼ମୁକ୍ତ ହେବ ଟ୍ୱିନ୍‌ ସିଟି; ଖର୍ଚ୍ଚ ହେବ ୧୦ କୋଟି

ଭୁବନେଶ୍ୱର, କଟକ, ପୁରୀକୁ ଭିଡ଼ ମୁକ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଜି ସୂଚନା ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ସହରଗୁଡ଼ିକ ଏ-କ୍ଲାସ ସିଟି ଭାବେ କିପରି ପରିଚିତ ହେବ ଉଦ୍ୟମ ଚାଲିଛି । ସେହିପରି…

ଚାଲିଛି ଆୟୁଷ୍ମାନ କାର୍ଡ଼ ଛପା; ଯୋଜନାରେ ସାମିଲ ହେବେ ସାଢ଼େ ୩ କୋଟି ଲୋକ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଆୟୁଷ୍ମାନ ଯୋଜନା ସଂପର୍କରେ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଆୟୁଷ୍ମାନ କାର୍ଡ ଛପା ଚାଲିଛି। ଆୟୁଷ୍ମାନ ଭାରତ ଯୋଜନାରେ ସାଢ଼େ ୩ କୋଟି ଲୋକଙ୍କୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ ଆୟୁଷ୍ମାନ…

ବାରବାଟୀ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ କଳାବଜାରୀ; ୫ ଜଣଙ୍କୁ ଅଟକ ରଖିଲା ପୋଲିସ

ଆସନ୍ତା ୯ ତାରିଖରେ ବାରବାଟୀରେ ହେବାକୁଥିବା ଦିନିକିଆ ମ୍ୟାଚ୍ ପାଇଁ ଟିକେଟ୍ ନ ପାଇ କ୍ରିକେଟ ପ୍ରେମୀମାନେ ଭିତରେ ଅସନ୍ତୋଷ ଦେଖାଯାଉଥିବା ବେଳେ ଟିକେଟ କଳାବଜାରୀ ହେଉଥିବା ଖବର ଏବେ ସାମ୍ନାକୁ ଆସିଛି। ଟିକେଟ୍ ପାଇଁ ମୂଲଚାଲ ଚାଲିଥିବାବେଳେ ମାଡ଼ି ବସିଥିଲେ…

ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା

ଆସନ୍ତାକାଲି ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା। ଆସନ୍ତାକାଲି ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ଏହି ଟଙ୍କା ପ୍ରଦାନ କରାଯିବ । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷ ମହିଳାଙ୍କୁ ଟଙ୍କା ବଣ୍ଟନ…

ସୁଶାନ୍ତ ସିଂଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଅସୁସ୍ଥ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସାକ୍ଷାତ…

ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ

ଆଜି ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି…

କ୍ଷମତା ଲୋଭ ଛାଡ଼ି ପାରିବେନି କି ସୁରେଶ ?

ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ଏବଂ କମିଶନର ସଦସ୍ୟ କିଏ ହେବେ ଏହାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଥିବାବେଳେ ହଠାତ ଆବେଦନ‌କାରୀଙ୍କ ତାଲିକା ସାର୍ବଜନୀନ ହେବାକୁ ନେଇ ଅନେକ ସନ୍ଦେହ ଉଙ୍କି ମାରିଛି । ପୂର୍ବରୁ କେବେ ଆବେଦନକାରୀଙ୍କ ତାଲିକା…