Tag: Odisha

ବିଜେପି କର୍ମୀଙ୍କୁ ହତ୍ୟା କଲେ ମାଓବାଦୀ

ବିଜେପି କର୍ମୀଙ୍କୁ ହତ୍ୟା କଲେ ମାଓବାଦୀ। ପୁଲିସ ଇନଫର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଫେରସଗଡ଼ ଥାନା ଅନର୍ଗତ ସମାନପଲ୍ଲୀ ଗାଁର ବିଜେପି କର୍ମୀଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ଜଣାପଡିଛି ।…

ଆଳୁ ମିଶନରେ ଫେଲ୍‌ ପୂର୍ବ ସରକାର: ଉପମୁଖ୍ୟମନ୍ତ୍ରୀ

ଆଜି ବିଧାସଭା ଗୃହରେ ଉଠିଲା ଆଳୁ ପ୍ରସଙ୍ଗ । ଆଳୁ ପ୍ରଶ୍ନର ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ସେ କହିଛନ୍ତି ପୂର୍ବ ସରକାରଙ୍କର ଆଳୁ ମିଶନ ଫେଲ୍ ମାରିଛି । ପୂର୍ବ ସରକାର ଶୀତଳଭଣ୍ଡାର ଦାୟିତ୍ଵ ଅର୍ଥତତ୍ତ୍ଵ ଭଳି…

ଗୋଟିଏ ମଞ୍ଚରେ ବିଜୟ ମହାପାତ୍ର ଓ ବବି ଦାସ

ସୋମବାର ରାତିରେ ବାରିପଦାର ଛଉପଡ଼ିଆଠାରେ ଆୟୋଜିତ ମୟୂରଭଞ୍ଜ ମହୋତ୍ସବର ମଞ୍ଚରେ ଏକସଂଗେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଓ ବିଜଦ ଶାସନରେ ପ୍ରଭାବଶାଳୀ ବିଧାୟକ ଥିବା ବବି ଦାସଙ୍କୁ ଦେଖିବାକୁ ମିଳିଥିଲା। ଯାହା ଚର୍ଚ୍ଚାର ବିଷୟ ହୋଇଥିଲା । ଉଭୟ ଚର୍ଚ୍ଚିତ…

ଆଉ କେତେ ତଳକୁ ଯିବ କଂଗ୍ରେସ

କଂଗ୍ରେସରେ ବିବାଦ, ମତାନ୍ତର ଦିନକୁ ଦିନ ବଢିବାରେ ଲାଗିଚି । ନିର୍ବାଚନ ବିପର୍ଯ୍ୟୟ ପରଠାରୁ ନେତାଙ୍କ ଭିତରେ ଟକ୍କରାଟକ୍କରି ପରିସ୍ଥିତି ମଧ୍ୟ ସାମ୍ନାକୁ ଆସୁଚି । କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାକୁ ଯେଭଳି ଗୁରୁତ୍ବ ଦେବା କ‌ଥା ତାହା ଦେଉନାହାଁନ୍ତି । ମୁଖିଆବିହୀନ…

ଟାଟା ମୋଟର୍ସ ସମ୍ପର୍କିତ ମାମଲାରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ବସ୍ତି

ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଠକେଇ ମାମଲାରେ ମିଳିଲା ଆଶ୍ବସ୍ତି । ଟାଟା କମ୍ପାନୀରେ ଚାକିରୀ କରେଇବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣାରେ ଆଜି ବ୍ରହ୍ମପୁର ଜେଏମଏଫସି ସ୍ୱତନ୍ତ୍ର ବିଧାୟକ, ସାଂସଦ ଅଦାଲତରେ ହଜାର ହେଲେ ଦୁଇଜଣ…

ରାଜଧାନୀରେ ଗଡ଼ିବ ଡବଲ୍ ଡେକର ଇ-ବସ୍‌

ଖୁବ ଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ଡବଲ୍ ଡେକର୍ ବସ୍ । ଏନେଇ ଘରୋଇ ସଂସ୍ଥାଙ୍କୁ ଟେଣ୍ଡର୍ ଆହ୍ବାନ କଲା ସିଆରୟୁଟି । ଡବଲ୍ ଡେକର୍ ବସ୍ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲା ପାଇଁ ଯୋଜନା କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ…

ପିଏମଜିରେ ଗର୍ଜିଲେ ଜିପିଏଲଏଫ୍ କର୍ମୀ

ସୋମବାର ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ଜିପିଏଲ୍‌ଏଫ୍ କର୍ମୀ ମୁହାଁଇଥିଲେ ଲୋୟର ପିଏମଜି । ନିଜର ହକ୍ ପାଇଁ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ୯ମାସ ହେଲା ବିନା ଦରମାରେ ସରକାରଙ୍କ ପାଇଁ କାମ କରୁଥିଲା ବେଳେ ତୁରନ୍ତ ଦରମା…

ସକାଳୁ ସକାଳୁ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସହ ହୋଇଛି ଝିପିଝିପି ବର୍ଷା

ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ପଶ୍ଚିମାଝଡ ପ୍ରଭାବରେ ଉପକୂଳ ଓଡିଶାରେ ବଦଳିଛି ପାଗ । ଏହାସହ ଆସନ୍ତା ୫ଦିନ ଯାଏ ରାଜ୍ୟରେ ପାଗ କୋହଲା ରହିବ…

ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’

ମହାରାଷ୍ଟ୍ର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ମହାବଳ ବାଘୁଣୀ ଜିନ୍ନତ ଏବେ ଯାଇ ଝାଡ଼ଖଣ୍ଡରେ ବୁଲୁଛି। ଏନେଇ ଆଜି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ଃ ପ୍ରକାଶ…

ଖୁବଶୀଘ୍ର ନିଯୁକ୍ତି ପାଇବେ ୫ ହଜାର ଡାକ୍ତର ଓ ୩ ହଜାର ପାରା ମେଡିକାଲ ଷ୍ଟାଫ୍: ମୁକେଶ ମହାଲିଙ୍ଗ

ରାଜ୍ୟରେ ୩୦ଟି ଜିଲ୍ଲାରେ ଖୋଲିବ ମେଡ଼ିକାଲ । ଆଜି ବିଧାନସଭାରେ ଏହି ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ମେଡିକାଲ କଲେଜ ଖୋଲିବା ଜରୁରୀ ଏବଂ ଏହା ନିର୍ବାଚନୀ ସଂକଳ୍ପ ପତ୍ରରେ କହିଥିଲୁ…