Tag: Odisha

Unsafe Place For Women In Odisha: ପୁଣି ବିଶ୍ୱ ଦରବାରରେ ଓଡିଶା ପାଇଁ ଦେଶ ନିନ୍ଦିତ ହେଲା: କଂଗ୍ରେସ

ଆଜି ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ ଘଟିଥିବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଦୁଷ୍କର୍ମ ଘଟଣା ଉପରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସିର ବରିଷ୍ଠ ମୁଖପାତ୍ର ସୋନାଲି ସାହୁ ଗଭୀର ଉଦବେଗ ପ୍ରକାଶ କରି…

Bharat Bandh On February 12: ଆସନ୍ତାକାଲି ଭାରତ ବନ୍ଦ; ବାଧାପ୍ରାପ୍ତ ହୋଇପାରେ ସାଧାରଣ ଜୀବନଯାତ୍ରା

ଆସନ୍ତାକାଲି ଭାରତ ବନ୍ଦ ରହିବ । ଦେଶର ୧୦ଟି ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ରର ନୀତି ବିରୋଧରେ ଆସନ୍ତାକାଲି ୧୦ ରୁ ଅଧିକ ବାଣିଜ୍ୟ ଏବଂ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି।…

PUCC Fines May Be Reduced: ଟୋଲ୍‌ ଗେଟ୍‌ରେ ପିୟୁସିସି ଫାଇନ୍‌ କମାଇବା ଚାଲିଛି ଯୋଜନା: ପରିବହନ ମନ୍ତ୍ରୀ

ପିୟୁସିସି ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ସୂଚନା ।ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ କହିଲେ ପରିବହନ ମନ୍ତ୍ରୀ । ସେ କହିଛନ୍ତି ଟୋଲ୍‌ ଗେଟ୍‌ରେ ପିୟୁସିସି ଫାଇନ୍‌ କମାଇବା ପାଇଁ ଚାଲିଛି ଯୋଜନା କରାଯାଉଛି । ୧୦ ହଜାର…

Dolphin At Puri Coast: ପୁରୀ ସମୁଦ୍ରରେ କାଲି ଜୀବନ୍ତ ଶାମୁକା, ଆଜି ଡଲଫିନ୍

ପୁରୀ ସମୁଦ୍ରରେ ଗତକାଲି ଜୀବନ୍ତ ଶାମୁକା ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥିବା ବେଳେ ଆଜି ଡଲଫିନ୍ ଦେଖିବାକୁ ମିଳିଛି । ପୁରୀ ସମୁଦ୍ରରେ ଡଲଫିନଙ୍କ ଜଳକ୍ରୀଡା ଏକ ମନୋରମ ଦୃଶ୍ୟ ହୋଇଥିବା ବେଳେ ଏହାକୁ ଦେଖି ପର୍ଯ୍ୟଟକମାନେ ବିମୋହିତ ହୋଇଥିଲେ ।…

Pitabas Panda Murder case: ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା; ଜଣଙ୍କୁ ମିଳିଲା ଜାମିନ

ପୂର୍ବତନ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣଙ୍କୁ ଜାମିନ ମିଳିଛି । ଅଭିଯୁକ୍ତ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କଲେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ…

Cuttack SCB Medical ICU Patient Fall: ବିଶ୍ବସ୍ତରୀୟ ଏସ୍‌ସିବିରେ ଚାଲିଛି ଏମିତି ଚିକିତ୍ସା; ଆଇସିୟୁ ବେଡ୍‌ରୁ ଖସିପଡ଼ିଲେ ରୋଗୀ କିନ୍ତୁ କେହି ଜାଣିପାରିଲେନି

ରାଜ୍ୟର ସର୍ବବୃହତ ରେଫେରାଲ ମେଡିକାଲ ଏସ୍‌ସିବିରେ ଚିକିତ୍ସାରେ ଅବହେଳାକୁ ନେଇ ବାରମ୍ବାର ବଦନାମ ହେଉଛି । ପୂର୍ବରୁ ଚିକିତ୍ସାଧୀନ ରୋଗୀ ବାରମ୍ବାର ଅବହେଳାର ଶୀକାର ହେଉଥିବାର ଅଭିଯୋଗ ହେଉଥିଲା । ରୋଗୀଙ୍କୁ ଡାକ୍ତର ମାଡମାରିବା ତ କେତେବେଳେ ରୋଗୀଙ୍କୁ ଦିଆଯାଉଥିବା ସାଲାଇନ୍…

Banakalagi Niti: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି । ଏହି ନୀତି ପାଇଁ ସର୍ବସାଧାରଣ ଦର୍ଶନ ପ୍ରାୟ ୪ ଘଣ୍ଟା ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ଵିତୀୟ ଭୋଗମଣ୍ଡପ…

Odisha Steps Up Anti-Naxal Operations: ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣର ଆହ୍ୱାନ ଦେଲେ ଓଡିଶା ସରକାର

ଓଡ଼ିଶା ସରକାର ନକ୍ସଲମୁକ୍ତ ଦେଶ ପାଇଁ ନୂଆ ରୋଡ୍‌ମ୍ୟାପ୍ ଘୋଷଣା କରିଛନ୍ତି । ଏହି ରୋଡ୍‌ମ୍ୟାପ୍ ଦ୍ୱାରା ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣର ଆହ୍ୱାନ ଦିଆଯାଇଛି । ୨ ମାସରେ ଦ୍ୱିତୀୟ ଥର ପାଇଁ ସଂଶୋଧିତ ହେଲା ପ୍ୟାକେଜ୍ । ରାଜ୍ୟ…

Patient Falls From Bed In SCB Hospital ICU: ଏସସିବିର ICU ବେଡ୍‌ରୁ ରୋଗୀ ପଡ଼ିବା ନେଇ କାର୍ଯ୍ୟାନୁଷ୍ଠାନ

କଟକ ଏସସିବି ମେଡ଼ିକାଲରେ ଆଇସିୟୁ ବେଡରୁ ରୋଗୀ ପଡ଼ିବା ମାମଲାରେ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମେଡିକାଲ୍‌ କର୍ତ୍ତୃପକ୍ଷ। ଯେଉଁମାନେ ଡ୍ୟୁଟିରେ ଥିଲେ ସେମାନଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଲେ ଏସସିବି ଅତିରିକ୍ତ ଅଧୀକ୍ଷକ ।…

AYUSH Doctors’ Salary Hiked: ବଢ଼ିଲା ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା

ବଢ଼ିଲା ଆୟୁଷ ଡାକ୍ତରଙ୍କ ଦରମା। ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଆୟୁଷ ଡାକ୍ତରମାନଙ୍କ ଅବଦାନକୁ ସ୍ୱୀକାର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଅଧୀନରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ…