Tag: Odisha

Nuapada Bypoll: ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଜୟ ଢୋଲକିଆ

ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ଦିବଂଗତ ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଓ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସ୍ୱର୍ଗତଃ ରାଜେନ୍ଦ୍ର…

Nuapada Bypoll; ନୂଆପଡାରେ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବେ ନବୀନ ପଟ୍ଟନାୟକ

ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ଦୁଇ ଥର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ନୂଆପଡା ଷ୍ଟାର କ୍ୟାମ୍ପେନର ତଥା ଜୁନାଗଡ଼ ବିଜେଡ଼ି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଏହି…

Diwali Holiday: ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଘୋଷଣା

ପବିତ୍ର ଦୀପାବଳି ନିମନ୍ତେ ୨୦ ଅକ୍ଟୋବର (ସୋମବାର)କୁ ଅତିରିକ୍ତ ଛୁଟି ଦିବସ ଭାବରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆପଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସବୁଠି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା…

Minor Girl raped in Bhubaneswar: ରାଜଧାନୀରେ ନାବାଳିକାଙ୍କୁ ଧର୍ଷଣ ଅଭିଯୋଗ

ରାଜଧାନୀରେ ଲଜ୍ଜା । ରାଜଧାନୀରେ ପୁଣି ଜଣେ ନାବାଳିକା ଧର୍ଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । କ୍ୟାପିଟାଲ ଥାନା ଅଧିନ ଅଶୋକ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ନାବାଳିକା ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲର…

Odisha adopts ‘No Gift’ Policy: ପର୍ବପର୍ବାଣୀ ପାଇଁ ‘ନୋ ଗିଫ୍ଟ୍‌ ପଲିସି’ ନୀତି ଆପଣାଇଛି ଓଡିଶା

ପର୍ବପର୍ବାଣୀ ପାଇଁ ‘ନୋ ଗିଫ୍ଟ୍‌ ପଲିସି’ ନୀତି ଆପଣାଇଛି ଓଡିଶା । ପର୍ବପର୍ବାଣୀ ସମୟରେ ଭାରତ ସରକାରଙ୍କ ‘ନୋ ଗିଫ୍ଟ୍‌ ପଲିସି’ ଆଧାରରେ ରାଜ୍ୟ ସରକାର ମଧ୍ୟ ସମାନ ନୀତି ଆପଣାଇଛନ୍ତି । ଦିପାବଳୀରେ ଗିଫ୍ଟ ନେଇ ଅଫିସ୍‌ ଆସିବାକୁ ବାରଣ…

Durgapur Gang Rape Case: ଦୁର୍ଗାପୁର ହସ୍ପିଟାଲ୍‌ରୁ ଡିସଚାର୍ଜ ହେଲେ ମେଡିକାଲ୍‌ ଛାତ୍ରୀ

ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲରୁ ଓଡ଼ିଆ ଡାକ୍ତରୀ ଛାତ୍ରୀ ଆଜି ଡିସଚାର୍ଜ ହୋଇଛନ୍ତି । ଗଣଧର୍ଷଣ ପୀଡ଼ିତାଙ୍କ ଡିସଚାର୍ଜ ନେଇ ଶୁକ୍ରବାର ଦିନ ମେଡିକାଲ୍ ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁଛୁ ଯେ, ଗଣଧର୍ଷଣର ଶିକାର ପରେ ଗତ ଶୁକ୍ରବାରରୁସେ ହସ୍ପିଟାଲରେ ଭର୍ତ୍ତି…

Amaresh Jena Bail: ଅମରେଶ ଜେନାଙ୍କୁ ମିଳିଲା ଜାମିନ

ଅମରେଶ ଜେନାଙ୍କୁ ମିଳିଲା ଜାମିନ । ଅମରେଶ ଜେନାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ । ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ ଅମରେଶ ଜେନା ଓରଫ ବାୟାଁଙ୍କୁ ଜାମିନ୍ ମିଳିଛି । ୨୫ ହଜାର ଟଙ୍କିଆ ଦୁଇ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ…

Diwali Holidays: ୨୦ରେ ହୋଇପାରେ ଦୀପାବଳି ଛୁଟି

ଆସନ୍ତା ୨୦ ତାରିଖରେ ଦୀପାବଳି। ସେହି ଦିନ ଦୀପଦାନ ଏବଂ ପୟା ଶ୍ରାଦ୍ଧ ପାଳିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଥିବା ବେଳେ ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି । ସରକାର ୨୧ ତାରିଖ ପରିବର୍ତ୍ତେ ୨୦…

+2 Exam: ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହୋଇପାରେ କଳା, ବିଜ୍ଞାନ, ବାଣିଜ୍ୟ ସମେତ ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତରେ ପରୀକ୍ଷା । ଏନେଇ ଆଜି ସୂଚନା…

SI Exam Scam: ଏସ୍ଆଇ ପରୀକ୍ଷାରେ କେଳେଙ୍କାରୀ ମାମଲା: ମୋଷ୍ଟ ୱାଣ୍ଟେଡ୍‌ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ

ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାକୁ ନେଇ ବଡ଼ ଖୁଲାସା କରିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଡିଜି। ସେ କହିଛନ୍ତି ଏହି ମାମଲାରେ ମୋଷ୍ଟ ୱାଣ୍ଟେଡ୍‌ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ । ସୁକାନ୍ତ ମହାରଣା, ସୌମ୍ୟା…