ତାଜା ଖବର ରାଜ୍ୟ ଦେଶୀ ମଦ ପିଇ ୧୫ରୁ ଅଧିକ ଅସୁସ୍ଥ August 20, 2024 Nirvay ଦେଶୀ ମଦ ପିଇବା ପରେ ୧୫ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଓ ଜେନା ସାହି ଅଞ୍ଚଳରେ ଦେଖିବାକୁ ମିଳିଛି। ସମସ୍ତେ କରବାଲୁଆ ଗାଁର ବୋଲି ଜଣାପଡିଛି। ଗତକାଲି ମାଉନ୍ଦପୁର ନିକଟରେ ଦେଶୀ ମଦ…
ତାଜା ଖବର ଦେଶ ରାଜ୍ୟ ଝାଡ଼ଖଣ୍ଡକୁ ଲମ୍ବିଛି ସିମ ବକ୍ସ ମାମଲାର ଚେର August 20, 2024 Nirvay ସିମ ବକ୍ସର ଚେର ଖୋଜି ଖୋଜି ଝାଡ଼ଖଣ୍ଡରେ କମିଶନରେଟ ପୋଲିସ । ଝାଡ଼ଖଣ୍ଡ ରାଞ୍ଚିରେ ଆଉ ଏକ ଘରେ ସିମ ବକ୍ସ ଲଗାଇଥିବା ରାଜୁ ମଣ୍ଡଳ ପୋଲିସକୁ ସୂଚନା ଦେବା ପରେ ତାକୁ ସାଙ୍ଗରେ ଧରି କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍…
ତାଜା ଖବର ରାଜ୍ୟ ଆଳୁ ପିଆଜ ଦର ଯାଞ୍ଚ ପାଇଁ ୧ ନଂ. ହାଟରେ ଚଢ଼ଉ August 20, 2024 Nirvay ଆଳୁ ପିଆଜ ଦର ଯାଞ୍ଚ ପାଇଁ ୧ ନଂ ହାଟରେ ଚଢ଼ଉ ହୋଇଛି। ବିଏମ୍ସି ଓ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଆଳୁ କେଜି ପିଛା ୩୫ରୁ ୪୦, ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି। ସୁଧୁରୁନି ଆଳୁ ସଙ୍କଟ।…
ତାଜା ଖବର ରାଜ୍ୟ ଓଡ଼ିଶାରେ ୧ କୋଟି ସଦସ୍ୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ବିଜେପି August 19, 2024 Nirvay ବିଜେପି ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ। ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଂଟନ କରାଯାଏ । ସେହି କ୍ରମରେ ବିଜେପିର ଆରମ୍ଭ…
ତାଜା ଖବର ରାଜ୍ୟ ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ: ମନମୋହନ ସାମଲ August 19, 2024 Nirvay ରାଜ୍ୟ କାର୍ଯ୍ୟାଳୟରେ ଆଜି ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ରକ୍ଷା ବନ୍ଧନ ହେଉଛି ସେବା, ସୁରକ୍ଷା, ସଂକଳ୍ପ ଓ ପ୍ରେରଣାର ଉତ୍ସବ। ଭଉଣୀଟିଏ ଯେପରି ରାକ୍ଷୀ ବାନ୍ଧିବା ପରେ ଭାଇ…
ତାଜା ଖବର ରାଜ୍ୟ ପ୍ରଥମ ଥର ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ସଫେଇ କର୍ମଚାରୀ August 19, 2024 Nirvay ପ୍ରଥମ ଥର ପାଇଁ ସଫେଇ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପାଖରୁ ଦେଖି ଖୁସି ହୋଇଛନ୍ତି ସଫେଇ କର୍ମଚାରୀ। ସରକାର ଯାହା ଦେଇଛନ୍ତି, ସେମାନଙ୍କ ପାଇଁ ଯାହା ବ୍ୟବସ୍ଥା କରିଛନ୍ତି, ସେଥିରେ ସେମାନେ ଖୁସି…
ତାଜା ଖବର ରାଜ୍ୟ ୨୮ରେ ଏସଆଇଟି ବୈଠକ; ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ତାଲିକା ମାଗିଲା August 19, 2024 Nirvay ଆସନ୍ତା ୨୮ ତାରିଖରେ କଟକରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) ବୈଠକ ବସିବ। ବୈଠକ ପୂର୍ବରୁ ଭିଜିଲାନ୍ସକୁ ଏସଆଇଟି ତଥ୍ୟ ମାଗିଥିବା ସୂଚନା ମିଳିଛି। ଜଷ୍ଟିସ୍ ଅରିଜିତ ପଶାୟତଙ୍କ ବାସଭବନରେ ବୈଠକ ହେବ। ଶ୍ରୀ ପଶାୟତଙ୍କୁ ଏସଆଇଟିର ଉପାଧ୍ୟକ୍ଷ ଭାବେ ନିଯୁକ୍ତି…
ତାଜା ଖବର ରାଜନୀତି ରାଜ୍ୟ ଆସନ୍ତା ବର୍ଷରୁ ଫେରିବ କଲେଜ ଛାତ୍ର ସଂସଦ ନିର୍ବାଚନ August 19, 2024 Papirani ଆସନ୍ତା ବର୍ଷରୁ କଲେଜ ଛାତ୍ର ସଂସଦ ନିର୍ବାଚନ। ଏ ନେଇ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ, ପୂର୍ତ୍ତ…
ତାଜା ଖବର ରାଜ୍ୟ ଓଡ଼ିଶା ଫେରିବେ ବାଂଲାଦେଶରେ ଥିବା ଓଡ଼ିଆ ଶ୍ରମିକ August 19, 2024 Nirvay ବାଂଲାଦେଶରେ ରାଜନୈତିକ ହିଂସା ଲାଗି ରହିଥିବା ବେଳେ ସ୍ଥିତି ଅଣାୟତ୍ତ ହୋଇଛି। ଏଭଳି ପରିସ୍ଥିତିରେ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିବେ ବୋଲି ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ବାଂଲାଦେଶରୁ ସ୍ବଦେଶ ଫେରିବେ ଓଡ଼ିଆ ଶ୍ରମିକ। ୧୫ ରୁ…
ତାଜା ଖବର ରାଜ୍ୟ ବେଆଇନ ପାର୍କିଙ୍ଗ ଯୋଗୁଁ ବନ୍ଦ ହେଲା ବିଶାଲ ମେଗା ମାର୍ଟ August 19, 2024 Nirvay ଆକ୍ସନ ମୋଡ଼ରେ ସରକାର। ବେଆଇନ ପାର୍କିଙ୍ଗ ଯୋଗୁଁ ବନ୍ଦ ହୋଇଛି ରସୁଲଗଡସ୍ଥିତ ବିଶାଲ ମେଗା ମାର୍ଟ। ବେଆଇନ ପାର୍କିଙ୍ଗ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିଶାଲ ମେଗା ମାର୍ଟ ଆଗରେ ଥିବା ସର୍ଭିସ ରୋଡ଼ ପର୍ଯ୍ୟନ୍ତ ବେଆଇନ ଭାବେ ଗାଡି ପାର୍କିଙ୍ଗ…