ତାଜା ଖବର ରାଜ୍ୟ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ September 13, 2024 Nirvay ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ସୂଚନା…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଲାଗୁ ହେବ କାମଧେନୁ ଯୋଜନା September 13, 2024 Papirani ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଛି ଜାତୀୟ ମୌସୁମୀ ବୈଠକ ୨୦୨୪। କେନ୍ଦ୍ର ସତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରଣାଳୟ…
ତାଜା ଖବର ରାଜ୍ୟ ପୋଷ୍ଟିଂ ପାଇଁ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଆଶାୟୀ September 13, 2024 Papirani ନିଯୁକ୍ତି ପତ୍ର ମିଳିଲେ ମଧ୍ୟ ହେଉନି ପୋଷ୍ଟିଂ । ଚାକିରୀକୁ ନେଇ କଟକ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶହଶହ ଆଶାୟୀ । ଫାୟାର ମ୍ୟାନ ଓ ଫାୟାର ମ୍ୟାନ ଡ୍ରାଇଭର ଭାବେ ନିଯୁକ୍ତି ପତ୍ର ମିଳିଥିଲେ ବି…
ତାଜା ଖବର ରାଜ୍ୟ ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ September 13, 2024 Nirvay ରାଜ୍ୟ ସରକାର ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି । ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାରେ ମଦ କ୍ୟାବିନ ଖୋଲିବାକୁ ଥିବା ବେଳେ ଏଥିରେ ପରିବର୍ତ୍ତନ ହୋଇଛି । ଆଉ ମଦ କ୍ୟାବିନ୍ ଖୋଲିବନି ବୋଲି ନିଷ୍ପତ୍ତି ନିଆଯାଇଛି। ବେଳାଭୂମି ସହ…
ତାଜା ଖବର ରାଜ୍ୟ ଶ୍ରୀମନ୍ଦିର ରୋଷଘର ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ September 13, 2024 Nirvay ଶ୍ରୀମନ୍ଦିର ରୋଷଘରେ ଲୁହା କଢେଇରେ ରାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରସଙ୍ଗରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି। ରୋଷଘର ପରିଦର୍ଶନ କରି କଢେଇ ଜବତ ସହ ରିପୋର୍ଟ ଦାଖଲ…
ତାଜା ଖବର ରାଜ୍ୟ ହାତୀର ମୃତଦେହ ଠାବ September 13, 2024 Nirvay ଭବାନୀପାଟଣାରେ ପୁଣି ଏକ ମାଈ ହାତୀର ମୃତଦେହ ଠାବ ହୋଇଛି। କଳାହାଣ୍ଡି ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡ଼ିମାଲ ଗାଁ ନିକଟ ଆମ୍ବ ବଗିଚାରୁ ମୃତଦେହ ଠାବ ହୋଇଛି। ହାତୀର ବୟସ ପ୍ରାୟ ୮ ବର୍ଷ ବୋଲି ଜଣାପଡିଛି। ତେବେ କିପରି ହାତୀର…
ତାଜା ଖବର ରାଜ୍ୟ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ September 13, 2024 Nirvay ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ ରଖିବାକୁ ପୁରୀ ପ୍ରଶାସନ କଟକଣା ଲଗାଇଛି। ପିପିଲି, ଡେଲାଙ୍ଗ, ନିମାପଡ଼ା ଓ ସତ୍ୟବାଦୀରେ଼ କୁକୁଡ଼ା ଚାଷ ବନ୍ଦ…
ତାଜା ଖବର ରାଜ୍ୟ ବିଭିନ୍ନ ସବଡିଭିଜନ୍ରେ ଶୀତଳଭଣ୍ଡାର ଖୋଲାଯିବା ନେଇ ବୈଠକ September 12, 2024 Nirvay କୃଷିଭବନ ସମ୍ମିଳନୀ କକ୍ଷରେ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିଭିନ୍ନ ସବଡିଭିଜନ୍ରେ ଶୀତଳଭଣ୍ଡାର ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଶୀତଳଭଣ୍ଡାର ସେବା…
ତାଜା ଖବର ରାଜ୍ୟ ଆକାଶମାର୍ଗରୁ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ; ବର୍ଷାଜନିତ କ୍ଷୟକ୍ଷତି ସମୀକ୍ଷା କଲେ September 12, 2024 Nirvay ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ଲଗାଣ ବର୍ଷାଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ୭ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ…
ତାଜା ଖବର ରାଜନୀତି ରାଜ୍ୟ ପାଣ୍ଡିଆନଙ୍କ ଉପରେ ୱେବ ସିରିଜ; ‘ସଚିବ- ଦ ମ୍ୟାନ୍ ଇନ୍ ଏ ହରି’ September 12, 2024 Nirvay ସାଧାରଣ ନିର୍ବାଚନ ସରିଯାଇଛି। ବିପୁଳ ସଂଖ୍ୟାରେ ଭୋଟ ହାତେଇ ବିଜୁ ଜନତା ଦଳ ପୁନଶ୍ଚ ସରକାର ଗଢିବା ସହ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଶ୍ରୀ ନବୀନ ପଟ୍ଟନାୟକଙ୍କ ଇତିହାସ ରଚିବାର ସ୍ବପ୍ନ ଭାଙ୍ଗିଗଲା। ଆଶା ଆଶାରେ ରହିଗଲା।…