Tag: Odisha

ଆଜି ପହିଲି ରଜ; ଉତ୍ସବମୁଖର ଗାଁରୁ ସହର

ଆସିଛି ଓଡ଼ିଆଙ୍କ ପାରମ୍ପାରିକ ଓ ଗଣପର୍ବ ରଜ । ଆଜି ପହିଲି ରଜ । ଯାହାକୁ ନେଇ ଉତ୍ସବମୁଖର ଗାଁଠୁ ସହର । ପହିଲି ରଜରେ ଚଳଚଞ୍ଚଳ ରହିଛି ଗାଁଠୁ ସହର । ପୋଡ଼ପିଠାର ମହକରେ ବାସୁଛି ଚତୁର୍ଦ୍ଦିଗ । ଜ୍ୟେଷ୍ଠ…

ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବାକୁ କମିଲା କନଭରସେସନ୍ ଫି

ଗତ କିଛି ବର୍ଷ ମଧ୍ୟରେ କେବଳ ଫ୍ଲାଟ ନୁହେଁ, ଜମିର ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହି ସମୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବାକୁ କମିଲା କନଭର୍ସନ୍…

ମହିଳା ଅତ୍ୟାଚାର ବିରୋଧରେ ଯାଜପୁର ଠାରେ ବିଜେଡିର ବିଶାଳ ମହିଳା ଜନ ସମାବେଶ

ରାଜ୍ୟରେ ଗତ ଏକ ବର୍ଷରେ ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ସରକାରଙ୍କ ବିଫଳତାକୁ ନେଇ ଯାଜପୁର ଠାରେ ଏକ ବିଶାଳ ମହିଳା ଜନ ଜାଗରଣ ଅଭିଯାନରେ ଆଜି ବିଜୁ ଜନତା ଦଳ ବିଜେପି ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟରେ ବିଜେପି…

ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲୁଏ) ବୈଠକରେ ୩୮୭୮.୮୬ କୋଟି ଟଙ୍କାର ୧୭ଟି ନିବେଶ ପ୍ରକଳ୍ପକୁ ଅନୁମୋଦନ କରି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଜାରି ରଖିଛନ୍ତି । ୧୧ଟି ଜିଲ୍ଲାରେ…

ଡାଇରିଆ ପାଇଁ ଯାଜପୁର ଜିଲ୍ଲାରେ ଛୁଟି ବାତିଲ୍

ଡାଇରିଆ ଆତଙ୍କ ପରେ ଯାଜପୁର ଜିଲ୍ଲାରେ ଛୁଟି ବାତିଲ୍‌ । ଯାଜପୁରରେ ଝାଡାବାନ୍ତି ସ୍ଥିତି ଅଣାୟତ । ଜିଲ୍ଲାରେ ଗତ କିଛି ଦିନ ଧରି ବ୍ୟାପୁଥିବା ଡାଇରିଆ ଏବେ ମହାମାରୀର ରୂପ ନେଲାଣି । ଏହାକୁ ନଜରରେ ରଖି କାଲିଠୁ ୧୬…

ସିବିଆଇ ଜାଲରେ ଇପିଏଫଓ ଅଧିକାରୀ

ସିବିଆଇ ଜାଲରେ ଇପିଏଫଓ କାର୍ଯ୍ୟାଳୟର ଅଧିକାରୀ । ଲାଞ୍ଚ ହେବା ବେଳେ ଧରାପଡିଲେ ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ଅଧିକାରୀ । ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ କାବୁ କଲା ସିବିଆଇ । ଲାଞ୍ଜିପଲ୍ଲୀ ସ୍ଥିତ ହୋଟେଲ୍‌କୁ ଡାକି…

ଭଦ୍ରକ ଗୋଷ୍ଠୀ ସଂଘର୍ଷ: ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

ଭଦ୍ରକ ଗୋଷ୍ଠୀ ସଂଘର୍ଷ ପାଇଁ ଉତ୍ତେଜନା ଲାଗି ରହିଛି । ଏବେ ପୁଣି ଥରେ ୧୨ ଘଣ୍ଟା ଇଣ୍ଟରନେଟ୍ ବନ୍ଦ । ଭଦ୍ରକ ଜିଲ୍ଲାର ପୌରାଞ୍ଚଳ,ତିହିଡ଼ି ବ୍ଲକ୍ ଅଞ୍ଚଳରେ ସେବା ବନ୍ଦ ରହିଛି । ଧାମନଗର ବ୍ଲକ୍ ଓ NAC ଅଞ୍ଚଳରେ…

ଆଜିଠୁ ତାତିରୁ ମିଳିବ ମୁକ୍ତି; ରାଜ୍ୟରେ ୨ରୁ ୩ ଡିଗ୍ରୀ ଖସିବ ତାପମାତ୍ରା

ଆଜିଠୁ ରାଜ୍ୟରେ କମିବ ତାତି । କିଛି ଦିନ ଧରି ଦିନରେ ଖରା, ଗରମ ଓ ମଧ୍ୟାହ୍ନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଥିବା ବେଳେ ଗରମ ଗୁଳୁଗୁଳି ବଢି ଚାଲିଥିଲା । ହେଲେ ଆଜିଠୁ ୨ରୁ ୩ ଡିଗ୍ରୀ ତାପମାତ୍ରା…

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ ଉଦ୍‌ଘାଟିତ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଭୁବନେଶ୍ବରର ଇଡ୍‌କୋ ପ୍ରଦର୍ଶନୀ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ…

ରାଇଘର ଚାଷୀଙ୍କ ଧାନ ବିକ୍ରି ବକେୟା ଟଙ୍କା ନମିଳିବା ଘଟଣା; ୧୨ ଘଣ୍ଟା ବନ୍ଦ ଓ କଳା ଦିବସ ଡାକରାକୁ ବିଜେଡିର ସମର୍ଥନ

ଅବିଭକ୍ତ କୋରାପୁଟ ଜିଲ୍ଲାରେ ୩୪୪ ଜଣ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ଚାରି ମାସ ପରେ ମଧ୍ୟ ମିଳି ନଥିବାରୁ, ଚାଷୀ ସମାଜ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ଚାଷୀମାନଙ୍କୁ ତୁରନ୍ତ ତାଙ୍କ ପ୍ରାପ୍ୟ ପ୍ରଦାନ ଦାବୀରେ…