Tag: Odisha

BJD’s High-Voltage Meeting: ୨୦୨୪ ସାଧାରଣ ନିର୍ବାଚନ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସହ ସାଙ୍ଗଠନିକ ବୈଠକ କଲେ ନବୀନ ପଟ୍ଟନାୟକ

ଆଜି ଶଙ୍ଖ ଭବନଠାରେ ୨୦୨୪ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ମାନଙ୍କ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ସାଙ୍ଗଠନିକ ବୈଠକରେ ଯୋଗ ଦେଇ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳର ସାଙ୍ଗଠନିକ ସ୍ଥିତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ମତ…

Swabalambi Yuva Samrudh: ଜୁନ୍ ୧୨ରୁ ବ୍ଲକସ୍ତରରେ ‘ସ୍ୱାବଲମ୍ବୀ ଯୁବ-ସମୃଦ୍ଧ ଓଡ଼ିଶା ସମାବେଶ’

ସ୍ୱାବଲମ୍ବୀ ଯୁବକଙ୍କ ଉପରେ ରାଜ୍ୟ ସରକାରଙ୍କ ଫୋକସ୍ । ଜୁନ୍ ୧୨ରୁ ବ୍ଲକସ୍ତରରେ ଅନୁଷ୍ଠିତ ହେବ ‘ସ୍ୱାବଲମ୍ବୀ ଯୁବ-ସମୃଦ୍ଧ ଓଡ଼ିଶା ସମାବେଶ’। ରାଜ୍ୟର ଯୁବପିଢ଼ୀଙ୍କୁ ସ୍ୱାବଲମ୍ବୀ କରିବା, ଉଦ୍ୟୋଗୀ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଏବଂ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବଢ଼ାଇବା…

Andhra Pradesh Minister’s Road Inauguration in Kotia: କୋଟିଆରେ ଆନ୍ଧ୍ର ମନ୍ତ୍ରୀଙ୍କ ନୂଆ ରାସ୍ତା ଉଦ୍‌ଘାଟନ

କୋରାପୁଟର କୋଟିଆରେ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ।କୋଟିଆ ପଞ୍ଚାୟତର ନେରେଡିବାଲସା ଗାଁରେ ଦାଣ୍ଡି ଗାଁରୁ ନେରେଡିବାଲସା ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ଉଦ୍‌ଘାଟନ କରିଛନ୍ତି ଆନ୍ଧ୍ରର ଆଦିବାସୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ । ଏହା ସହିତ ଗାଁର ସୀମାନ୍ତ ବାସୀଙ୍କୁ…

Odisha BJP Govt Election Promise Row: ନିର୍ବାଚନୀ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ପ୍ରତାରଣା କରିଛନ୍ତି ସରକାର: ବିଜେଡି

୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜୁ ଜନତା ଦଳ (ବିଜେଡି)। ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ରାଜ୍ୟରେ ବିଜେପି ସରକାରଙ୍କୁ ୨ ବର୍ଷ ପୁରିଥିଲେ ମଧ୍ୟ ଲୋକଙ୍କୁ ଦେଇଥିବା ପ୍ରତିଶୃତିରେ…

30 Villages in Boudh District in Darkness: ୪୮ ଘଣ୍ଟା ଧରି ଅନ୍ଧାରରେ ବୌଦ୍ଧ ଜିଲ୍ଲାର ୩୦ ଗାଁ; ଗରମରୁ ୯ ହଜାର କୁକୁଡ଼ା ମୃତ

୪୮ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାରରେ ରହିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ବିଦ୍ୟୁତ୍ ଉପଖଣ୍ଡ ଅନ୍ତର୍ଗତ ପ୍ରାୟ ୩୦ରୁ ଅଧିକ ଗ୍ରାମ । ବିଦ୍ୟୁତ୍ ନଥିବା ସହ ପ୍ରଚଣ୍ଡ ଗରମରେ ଗ୍ରାମବାସୀ ଝାଡ଼ା ବାନ୍ତିର ଶିକାର ହୋଇଥିବା ଅଭିଯୋଗ ସାମ୍ନାକୁ…