Tag: Odisha

ଓଡ଼ିଶା ରେ ହାତୀଙ୍କ ରହିବା ପାଇଁ ଜାଗା ଅଭାବ

ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟ ସରକାର ଗଜ ସାଥୀ ଏବଂ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଦଳ ସମେତ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏଥିରେ ବ୍ରେକ୍ ନ ଲାଗି ଦିନକୁ ଦିନ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗୁଛି ।…

ଓଡିଶା ରେ ଅନୁଷ୍ଠିତ ହେବାକୁ ଯାଉଛି ‘ଶ୍ରୀ ଅନ୍ନ ସମ୍ମିଳନୀ’ ; କେ ଭି ସିଂ ଦେଓ

ଖାଦ୍ଯ ସୁରକ୍ଷା ବୃଦ୍ଧି ଏବଂ ସ୍ଥାୟୀ କୃଷି ପଦ୍ଧତିର ସୁରକ୍ଷା ପାଇଁ ଓଡ଼ିଶା ସରକାର ‘ଶ୍ରୀ ଅନ୍ନ ସମ୍ମିଳନୀ ‘ ଆଯ଼ୋଜନ କରିବାକୁ ଯାଉଛନ୍ତି | ଉପମୁଖ୍ୟମନ୍ତ୍ରୀ କେ. ଭି. ସିଂ ଦେଓ ସୂଚନା ଦେଇଛନ୍ତି ଯେ ଦୁଇ ଦିନିଆ ଆନ୍ତର୍ଜାତୀୟ…

ଦାଦନ ସର୍ଦ୍ଦାରଙ୍କୁ ନେଇ ଚିନ୍ତାରେ ଶ୍ରମ ବିଭାଗ

ବଲାଙ୍ଗିର ଜିଲ୍ଲା ବେଲପଡା଼ରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦାଦନ ଶ୍ରମିକ ଚାଲାଣ ହଟେଇ ଦେବି ବୋଲି ତାଙ୍କ ବକ୍ତବ୍ୟରେ କହିଲା ପରଠାରୁ ଶ୍ରମ ବିଭାଗ ଓ ମଣିଷ ବେପାରୀ ଦାଦନ ଶ୍ରମିକ ସର୍ଦ୍ଦାରମାନଙ୍କ ମୁଣ୍ଡ ବିନ୍ଧା ବଢ଼ି ଯାଇଛି । ମଣିଷ…

ମୋହନ ସରକାର ଚାହାନ୍ତି ନାହିଁ କି ଝୋଟ ବ୍ୟାଗ୍ ଦୁର୍ନୀତିରୁ ପରଦା ହଟୁ ?

ଝୋଟ ବ୍ୟାଗ୍ ଦୁର୍ନୀତି ପ୍ରଘଟ ହେଲେ ମୋହନ ସରକାର ଭାଙ୍ଗିଯିବ କି ? ଯଦି ଏଭଳି ସାମାନ୍ୟତମ ଆଶଙ୍କା ନାହିଁ, ତେବେ ମୋହନ ସରକାରଙ୍କର ଅଫିସରମାନେ ଏ ସଂକ୍ରାନ୍ତ ତଥ୍ୟ ଲୁଚାଉଛନ୍ତି କାହିଁକି ? ଅନ୍ୟ ଅର୍ଥରେ ନବୀନ-ପାଣ୍ଡିଆନ ସରକାରଙ୍କ ଦୁର୍ନୀତିକୁ…

ନଭେମ୍ବର ୨୧ରୁ ଆରମ୍ଭ ହେବ ଧାନ କିଣା

ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୧ ତାରିଖରୁ ଧାନ କିଣା ଆରମ୍ଭ ହେବାକୁ ଯାଉଛି। ଧାନ କିଣା ନେଇ ଆଜି ହୋଇଥିବା ମନ୍ତ୍ରୀସ୍ତରୀୟ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ…

ଆଜିଠାରୁ ରାଜ୍ୟ କଂଗ୍ରେସର ମୁଖିଆ ଖୋଜା କସରତ ଆରମ୍ଭ

ରାଜ୍ୟ ପିସିସି ସଭାପତି କିଏ ହେବେ ? କିଏ ଧରିବା ରାଜ୍ୟ କଂଗ୍ରେସର ମଙ୍ଗ । କାହାକୁ ପିସିସି ସଭାପତି ବାଛିବେ ଶୀର୍ଷ ନେତୃତ୍ବ । ସେଥିଆପି ଆଜିଠାରୁ ଆରମ୍ଭ ହେବ ଚୟନ ପ୍ରକ୍ରିୟା। ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବାଛିବା ଲାଗି…

ପୁରୀ ଶ୍ରୀମନ୍ଦିରର ‘ମେଘନାଦ ପାଚେରୀ‘ ରେ ଏକାଧିକ ଫାଟ

ପୁରୀ ଶ୍ରୀମନ୍ଦିରକୁ ଘେରି ରହିଥିବା ବିଶାଳ ପ୍ମେଘନାଦ ପାଚେରୀରେ ଅନେକ ଫାଟ ସୃଷ୍ଟି ହୋଇଥିବାରୁ ବର୍ତ୍ତମାନ ଦ୍ୱାଦଶ ଶତାବ୍ଦୀର ଏହି ଐତିହାସିକ ମନ୍ଦିରର ସୁରକ୍ଷା ଏକ ଚିନ୍ତା ର ବିଷୟ ହୋଇପଡିଛି | ଶିଉଳି ର ଘେରା ମନ୍ଦିରକୁ ସୁରକ୍ଷା ଦେଉଥିବା…

ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ 

ରାଜ୍ୟରେ ୨୦୨୪- ୨୫ ଶିକ୍ଷାବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜିଠାରୁ ଅନ୍‌ଲାଇନ୍‌ରେ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇ ୧୮ ତାରିଖ ରାତି ପ୍ରାୟ ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ । ମାଟ୍ରିକ ରେଗୁଲାର ଓ…

ମହାନଦୀ ଜଳ ବିବାଦ ପ୍ରସଙ୍ଗ କୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି ଯେ ରାଜ୍ୟ ପ୍ରଶାସନ ନଦୀ ଉପରେ ଯୋଜନାବଦ୍ଧ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ବିଚାର କରୁଛି ଏବଂ ଛତିଶଗଡ଼ ସହିତ ମହାନଦୀ ଜଳ ବିବାଦକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରୁଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ…

୭୫ ବର୍ଷରେ ହୋଇଥିବା ଅବହେଳା ଓ ବିକାଶର ଅସମାନତାକୁ ଦୂର କରିବା ପାଇଁ ଆମ ସରକାର ବଦ୍ଧପରିକର- ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବେଲପଡା ଓ ପାଟଣାଗଡ ଠାରେ ବଲାଙ୍ଗିର ଜିଲ୍ଲା ପାଇଁ ୮୯୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ…