ତାଜା ଖବର ରାଜନୀତି ରାଜ୍ୟ ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ July 11, 2025 Papirani ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ। ଭୁବନେଶ୍ବରରେ କଂଗ୍ରେସର ମହାସମାବେଶରେ ଯୋଗ ଦେବେ। ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେଉଛି କଂଗ୍ରେସର ମହାସମାବେଶ । ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ କାର୍ଯ୍ୟକ୍ରମରେ ସାମିଲ୍ ହେବେ । ତେବେ ରାହୁଲଙ୍କ ସହ ଏଆଇସିସି…
ରାଜ୍ୟ କଂଗ୍ରେସ ଗାଡ଼ି ଅଟକାଇବନି ଡ୍ରାଇଭର ମହାସଂଘ July 10, 2025 Nirvay କାଲି କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ରାଲିରେ କଂଗ୍ରେସ ଗାଡ଼ି କୁ ଡ୍ରାଇଭର ମହାସଂଘ ଅଟକାଇବନି ବୋଲି ଆଜି ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି । କଂଗ୍ରେସ ପୂର୍ବରୁ ଡ୍ରାଇଭର ମହାସଂଘକୁ ଆସନ୍ତା କାଲି ହେଉଥିବା…
ରାଜ୍ୟ ଆସନ୍ତା ବର୍ଷ ପୁରୀରେ ଅନୁଷ୍ଠିତ ହେବ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ July 10, 2025 Nirvay ଆଜି ରାଞ୍ଚିରେ ଅନୁଷ୍ଠିତ ୨୭ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଫେରି ଆସିଛନ୍ତି । ଭୁବନେଶ୍ୱର ଫେରିବା ପରେ ବିମାନ ବନ୍ଦର ଠାରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…
ରାଜନୀତି ରାଜ୍ୟ ସମ୍ବିଧାନ ପାଇଁ ସଡ଼କରୁ ସଂସଦ ଲଢ଼େଇ ହେବ: ଭକ୍ତ ଚରଣ ଦାସ July 10, 2025 Nirvay କଂଗ୍ରେସ ସମ୍ବିଧାନ ବଞ୍ଚାଇବା ପାଇଁ ଯେଉଁ ଅଭିଯାନ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ତାହା ସଡ଼କରୁ ସଂସଦ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ପିସିସି ସଭାପତି ଭକ୍ତ ଚରଣ…
ରାଜ୍ୟ ଡ୍ରାଇଭରଙ୍କୁ ପିଟିଲେ ଆନ୍ଦୋଳନରତ ଡ୍ରାଇଭର July 10, 2025 Nirvay ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଟୋଲ ଗେଟ୍ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆନ୍ଦୋଳନରତ ଡ୍ରାଇଭର ଜଣେ ଡ୍ରାଇଭରଙ୍କୁ ମାଡ଼…
ରାଜ୍ୟ ଜେଲ୍ ଗଲେ ଏମ୍ସିଏଲ୍ ଚିଫ୍ ମ୍ୟାନେଜର ଅଖିଳେଶ ବର୍ମା July 10, 2025 Nirvay ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ର ଚିଫ୍ ଜେନେରାଲ ମ୍ୟାନେଜର ଅଖିଳେଶ ବର୍ମା ଲାଞ୍ଚ ନେଲା ବେଳେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ହାତରେ ବୁଧବାର ଦିନ ରାତିରେ ଧରା ପଡ଼ିଥିଲେ । କ୍ଷତିପୂରଣ ରାଶି ରିଲିଜ୍ କରାଇ ଦେବାକୁ ୨୦…
ରାଜ୍ୟ ୧୨ ତାରିଖରେ ଓଡ଼ିଶା ଫେରିବେ ନବୀନ ପଟ୍ଟନାୟକ July 10, 2025 Nirvay ଆସନ୍ତା ୧୨ ତାରିଖରେ ମୁମ୍ବାଇରୁ ଓଡ଼ିଶା ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଗଣମାଧ୍ୟମକୁ ଆଜି ଏହି ସୂଚନା ଦେଇଛନ୍ତି । ସର୍ଭାଇକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର…
ତାଜା ଖବର ରାଜ୍ୟ କାର୍ ଭିତରୁ ମିଳିଲା ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା July 10, 2025 Papirani ଅବକାରୀ ଟିମ୍ ହାତରେ ଗଞ୍ଜେଇ ବଦଳରେ ଲାଗିଛି ବିପୁଳ ପରିମାଣରେ ରୁପା ଇଟା । କାର୍ ଭିତରୁ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା ଜବତ । ସମ୍ବଲପୁର ଅବକାରୀ ଟିମ୍ ରେଙ୍ଗାଲି ତହସିଲ ଅଫିସ୍ ଛକ ନିକଟରେ ଏକ କାରରୁ…
ତାଜା ଖବର ରାଜନୀତି ରାଜ୍ୟ ସନ୍ତୋଷ ଖଟୁଆଙ୍କ ଗିରଫ ଦାବିରେ ତାତିଲା ବିଜୁ ମହିଳା ଜନତା ଦଳ July 10, 2025 Papirani ରାଜଧାନୀରେ ବିଜୁ ମହିଳା ଜନତା ଦଳର ଗର୍ଜନ। ବିଜେଡି ନେତ୍ରୀ ଲେଖାଶ୍ରୀଙ୍କୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗରେ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି କରିଛି ବିଜୁ ମହିଳା ଜନତା ଦଳ । ଗିରଫ ଦାବି ନେଇ ମହିଳା…
ତାଜା ଖବର ରାଜ୍ୟ ଚଳିତ ମାସରେ ଖାଉଟିଙ୍କୁ ମିଳିବ ଗହମ: ଯୋଗାଣ ମନ୍ତ୍ରୀ July 10, 2025 Papirani ଚଳିତ ମାସରେ ଖାଉଟିଙ୍କୁ ମିଳିବ ଗହମ । ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ମିଳିବ ଗହମ। ପୂର୍ବରୁ ଗହମ ଯୋଗାଣ ବନ୍ଦ ଥିବା ବେଳେ ଚଳିତ ମାସରୁ ହିତାଧିକାରୀଙ୍କୁ ଗହମ ଯୋଗାଇବାକୁ ନିଷ୍ପତି ନେଇଛନ୍ତି ସରକାର। ଏ ନେଇ ଆଜି…