ତାଜା ଖବର ରାଜ୍ୟ ରାଜଧାନୀ ରାଜରାସ୍ତାରେ ସିବିଆଇ ରେଡ; ଦାମୀ କାର ରୁ ବିପୁଳ ଟଙ୍କା ଜବତ December 8, 2024 Nirvay ଭୁବନେଶ୍ୱରର ମେ ଫେୟାର ହୋଟେଲ ନିକଟରୁ ସିବିଆଇ ରେଡ ସମୟରେ ଏକ ଦାମୀ ଗାଡ଼ିରୁ ବାହାରିଛି ନଗଦ ଏକ କୋଟିରୁ ଅଧିକ ଟଙ୍କା । ଗାଡି ନମ୍ବର OD-05-BV-9999 ରୁ ଜବତ ହୋଇଛି ଏହି ଟଙ୍କା। ବର୍ତମାନ ଏତେ ଟଙ୍କା କୋଉଠୁ…
ତାଜା ଖବର ରାଜ୍ୟ ରାଜ୍ୟରେ ଅଭାବ ଅଛନ୍ତି ଡାକ୍ତର ଓ ନର୍ସ ଷ୍ଟାଫ୍ December 7, 2024 Papirani ରାଜ୍ୟରେ ଅଭାବ ଡାକ୍ତର, ନର୍ସ, ପାରା ମେଡିକାଲ୍ ଷ୍ଟାଫ୍ । ତେଣୁ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥା ହୋଇପଡିଛି। ରାଜ୍ୟର ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି WHO ନିୟମ ଅନୁସାରେ ପ୍ରତି ହଜାରେ ଲୋକଙ୍କ…
ତାଜା ଖବର ରାଜ୍ୟ ଛତୁଆ ଅପ୍ରମିଶ୍ରଣ ମାମଲାରେ ୬୩ ଜଣଙ୍କୁ ଦିଆଯାଇଛି ଏସଡ଼ିପିଓ ଓ ସୁପରଭାଇଜରଙ୍କୁ ଦିଆଯାଇଛି ନୋଟିସ୍ December 7, 2024 Papirani ଆଜି ଗୃହରେ ଛତୁଆ ଅପ୍ରମିଶ୍ରଣ ପ୍ରସଙ୍ଗକୁ ନେଇ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଏସଏସଜି ଗ୍ରୁପ୍ ଅପମିଶ୍ରିତ ଛତୁଆ ଦେଉଛନ୍ତି । ସମ୍ପୃକ୍ତ ଗ୍ରୁପ୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୨୫ଟି ଏସଏସଜି ଗ୍ରୁପ ଅପମିଶ୍ରୀତ…
ତାଜା ଖବର ରାଜ୍ୟ ମୋ ବସ୍ : ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା December 7, 2024 Papirani ୨୦୧୯ ନିର୍ବାଚନ ପୂର୍ବରୁ ୨୦୧୮ ନଭେମ୍ବର ୬ ତାରିଖରେ ନବୀନ ସରକାର ଆରମ୍ଭ କରିଥିଲେ ମୋ ବସ୍ ଚଳାଚଳର ଶୁଭାରମ୍ଭ। ଭୁବନେଶ୍ବର, କଟକ, ପୁରୀ, ରାଉରକେଲା, ସମ୍ବଲପୁର ଏବଂ ବ୍ରହ୍ମପୁରରେ ପାଖାପାଖୁ ୪୦୦ ବସ୍ ଏହି ଜନ ପରିବହନ ବ୍ୟବସ୍ଥାରେ ସାମିଲ…
ତାଜା ଖବର ରାଜନୀତି ରାଜ୍ୟ ବାଙ୍ଗିରୀପୋଷୀରେ ରେଳ ପ୍ରକଳ୍ପ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ December 7, 2024 Papirani ବାଙ୍ଗରିପୋଷୀ ରେଳଷ୍ଟେସନ ଆୟୋଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ମୟୁରଭଞ୍ଜର କଳା ସଂସ୍କୃତି ଅତି ମହାନ ଏବଂ ଅନନ୍ୟ। ସର୍ବ ପ୍ରଥମେ ମୁଁ ସାନ୍ତାଳୀ ଭାଷାର ଜନକ ଗୁରୁ ଗମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତି ଏହି…
ତାଜା ଖବର ରାଜ୍ୟ ରାଜ୍ୟରେ ବଢୁଛି ମଦ ବିକ୍ରି: ପୃଥ୍ବୀରାଜ ହରିଚନ୍ଦନ December 7, 2024 Papirani ବର୍ଷକୁ ବର୍ଷ ରାଜ୍ୟରେ ବଢୁଛି ମଦ ବିକ୍ରି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଜି ବିଧାନସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସଙ୍କ ପ୍ରଶ୍ନ ଗତ ଆର୍ଥିକ ବର୍ଷରେ ଓଡିଶାର…
ତାଜା ଖବର ରାଜ୍ୟ ଖୁବଶୀଘ୍ର ଦୂରଦର୍ଶନରେ ପଢ଼ାଯିବ ସାନ୍ତାଳି ଭାଷାରେ ନ୍ୟୁଜ୍ December 7, 2024 Papirani ଖୁବଶୀଘ୍ର ଦୂରଦର୍ଶନରେ ‘ସାନ୍ତାଳି’ ଭାଷାରେ ନ୍ୟୁଜ୍ ପଢ଼ାଯିବ ବୋଲି ଆଜି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି । ୬ରୁ ୭ ଦିନରେ ଏହା କରାଯିବ କହିଲେ ରେଳ ମନ୍ତ୍ରୀ । ସାନ୍ତାଳ ଜନଜାତି ଭାରତୀୟ ଉପମହାଦେଶର ଏକ ଅଷ୍ଟ୍ରୋଏସୀୟ ଭାଷାଭାଷୀ…
ତାଜା ଖବର ଦେଶ ରାଜ୍ୟ ମୟୂରଭଞ୍ଜକୁ ୩ଟି ରେଳ ପ୍ରକଳ୍ପ ଭେଟି ଦେଲେ ରାଷ୍ଟ୍ରପତି December 7, 2024 Papirani ୫ ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜରେ ତିନୋଟି ନୂତନ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଢ଼ାମରା-ଚାକୁଲିଆ, ଓ ବାଦାମପାହାଡ଼-କେନ୍ଦୁଝରଗଡ଼କୁ ସଂଯୋଗ କରୁଥିବା ୩ଗୋଟି…
ତାଜା ଖବର ରାଜନୀତି ରାଜ୍ୟ ଏଏସଓ ଚାକିରି ବିକ୍ରି ପ୍ରସଙ୍ଗରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି December 7, 2024 Papirani ଶନିବାର ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ବିରୋଧୀ ବିଜେଡ଼ି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ପ୍ରବଳ ହଙ୍ଗାମା କରିଛନ୍ତି । ଚାକିରି ବିକ୍ରି ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପ୍ରସଙ୍ଗ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରତିକ୍ରିୟା ଦେଇ…
ତାଜା ଖବର ରାଜ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ଆଶିଷ ସିଂହ; ITBP IG ହେବେ December 7, 2024 Nirvay ବିବାଦୀୟ ପୋଲିସ ଅଧିକାରୀ ଆଶିଷ ସିଂହଙ୍କ ପାଇଁ ବଡ଼ ଆଶ୍ବସ୍ତି । କେନ୍ଦ୍ରୀୟ ଡେପୁଟେସନରେ ଯାଇ ଇଣ୍ଡୋ ତିବୋତାନ ବୋର୍ଡର ପୋଲିସ (ITBP)ର IG ହେବେ ଆଶିଷ ସିଂହ। ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେପୁଟେସନ୍ରେ ଯାଇ ଏହି…