Tag: Odisha

କୁଟ୍ଟେ, ଆଶିଷ ଘଟଣାରେ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ

ଓଡିଶାର ଦୁଇ ଜଣ ଆଇପିଏସ ଅଫିସର ଯାହାଙ୍କ ବିରୁଦ୍ଧରେ ଚାର୍ଜସିଟ କରିବାପାଇଁ ଇଲେକ୍ସନ କମିଶନଙ୍କ ନିକଟରେ ବିଜେପି ଅଭିଯୋଗ କରିଥିଲା , ସରକାରକୁ ଆସିବା ପରେ କେନ୍ଦ୍ରୀୟ ଡେପୁଟେସନରେ ସେହି ଦୁଇ ଅଧିକାରୀଙ୍କୁ ପଠାଇ ଦେଇଛି । ଅଲଇଣ୍ଡିଆ ସର୍ଭିସ ରୁଲ…

ବିକ୍ରି ହୋଇପାରିବନି ବସୁନ୍ଧରା ଜମି: ରାଜସ୍ୱ ମନ୍ତ୍ରୀ

ବସୁନ୍ଧରା ଯୋଜନାରେ ପାଇଥିବା ଜମି ବିକ୍ରି କରିପାରିବେନି ହିତାଧିକାରୀ ବୋଲି ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ବସୁନ୍ଧରା ଯୋଜନା ଅଧିନରେ ଭୂମିହୀନଙ୍କୁ ଦିଆଯିବାକୁ ଥିବା ଜମିକୁ ଆଉ ବିକ୍ରି କରାଯାଇ ପାରିବ ନାହିଁ…

ରାଜ୍ୟରେ ଖସୁଛି ପାରଦ ବଢୁଛି ଥଣ୍ଡା; ଘନ କୁହୁଡ଼ି ପାଇଁ ସତର୍କ ଜାରି

ବିଳମ୍ବରେ ହେଲେ ବି ରାଜ୍ୟରେ ଶୀତ ପ୍ରକୋପ ଧୀରେ ଧୀରେ ବଢୁଛି । ମେଘୁଆ ପାଗ ଅପସରି ଯିବା ପରେ ରାଜ୍ୟକୁ ଲେଉଟିଛି ଶୀତ। ଦୁଇଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକାଳୁ ସକାଳୁ ଘନ କୁହୁଡ଼ି ଲାଗି ରହିଥିବା ବେଳେ…

ମୋହନ ସରକାରଙ୍କୁ ପୁରିଲା ୬ ମାସ

ମୋହନ ସରକାରଙ୍କୁ ଗୁରୁବାର ପୁରିଛି ୬ ମାସ। ଗତ ଜୁନ୍ ୧୨ ତାରିଖରେ ଏକ ଭବ୍ୟ ଶପଥ ଗ୍ରହଣ ସମାରୋହରେ ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ । ୨୪ ବର୍ଷର ବିଜୁ ଜନତା ଦଳକୁ…

ଏତଲାରୁ କଟିଲା ବିଧାୟକ ଓ ତାଙ୍କ ବାପାଙ୍କ ନାମ; ପୁଲିସର ତଦନ୍ତ ଉପରେ ଅଙ୍ଗୁଳି ଉଠାଇଲେ ମହନ୍ତ

କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସାଧନ ବିଧାୟକ ସାରଦା ପ୍ରଧାନଙ୍କ ନିଜ ଗ୍ରାମରେ ଥିବା ମଠର ମହନ୍ତ ଗତ ସୋମବାର ଆଣିଥିଲେ ବିଧାୟକଙ୍କୁ ସଙ୍ଗୀନ ଅଭିଯୋଗ । ମଠର ମହନ୍ତ ସିଧାସଳଖ ବିଧାୟକଙ୍କୁ ଅଭିଯୋଗରେ ଛନ୍ଦିଥିବା ବେଳେ ପୁଲିସ ମାମଲା…

ଜାନୁଆରୀ ମାସରେ ଓଡିଶା ବିଜେପି ପାଇବ ନୂଆ ସଭାପତି

ରାଜ୍ୟ ଭାଜପା ପାଇବ ନୂଆ ସଭାପତି। ଜାନୁଆରୀ ମାସରେ ହେବାକୁ ଯାଉଛି ରାଜ୍ୟ ବିଜେପି ନୂଆ ସଭାପତି ନିର୍ବାଚନ । ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର । ସେ କହିଛନ୍ତି ଆମର ଗଣତାନ୍ତ୍ରିକ ଦଳ,…

ଭୁବନେଶ୍ୱରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଜି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁଥିବା ବ୍ୟାଡ଼ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ହିମନ୍ତ ବିଶ୍ୱଶର୍ମା । ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ବୃଦ୍ଧି ପାଇବ ଆଉ ୫ ହଜାର ଗୃହରକ୍ଷୀ ପଦବୀ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟରେ ଗୃହରକ୍ଷୀ ପଦବୀକୁ ବୃଦ୍ଧି କରି ୫ ହଜାର କରାଯିବ ।ରାଜ୍ୟରେ ଗୃହରକ୍ଷୀ ପଦବୀ ଆଉ ୫ ହଜାର ବୃଦ୍ଧି ପାଇଁ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କମିଶନରେଟ ପୋଲିସ ପକ୍ଷରୁ ଲୋକାର୍ପିତ ହେଲା ନୂତନ…

ରାଜ୍ୟରେ ୨୩ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବିଜୁଳି ବିଲ!

ରାଜ୍ୟରେ ୨୩ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବିଜୁଳି ବିଲ। ପୂର୍ବ ବିଜେଡି ସରକାରଙ୍କ ପ୍ରୀୟାପ୍ରତି ତୋଷଣ ଯୋଗୁଁ ୧୪ଟି ସଂସ୍ଥାଙ୍କର କୋଟି କୋଟି ଟଙ୍କା ବିଦ୍ୟୁତ ବିଲ ଛାଡ କରାଯାଇଛି। ଗୃହରେ ଏହାର ଗୁମର ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ମନ୍ତ୍ରୀଙ୍କ…

ଆସିକା ବିଧାୟକଙ୍କ ଆସ୍କା 40 ଚିନ୍ତା

ବିଧାନସଭା ଗୃହରେ ଆସ୍କା-40 ଦର ନେଇ ଚିନ୍ତା ପ୍ରକଟ। ଆଜି ଗୃହରେ ବିଧାୟକ ସରୋଜ ପାଢ଼ୀ କରିଥିବା ପ୍ରଶ୍ନ ଆସିକା ସମବାୟ ଚିନି ଶିଳ୍ପରେ ଥିବା ସୁରା ଶିଳ୍ପ ତଥା ବଟଲ୍ଂ ପ୍ଲାଣ୍ଟରେ ପ୍ରସ୍ତୁତ ଆସ୍କା-40ର ଦର ପାଞ୍ଚ ବର୍ଷ ହେଲା…