Tag: Odisha

କଂଗ୍ରେସର ସପ୍ତାହବ୍ୟାପୀ ନାରୀ ନ୍ୟାୟଯାତ୍ରା

ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସର ସପ୍ତାହବ୍ୟାପୀ ନାରୀ ନ୍ୟାୟଯାତ୍ରା ଚୂଡାନ୍ତ କାର୍ଯ୍ୟକ୍ରମ ଘୋଷିତ ହୋଇଛି । ଆସନ୍ତା ୮ ତାରିଖ ଶୁକ୍ରବାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ୩ ଦୁବୃର୍ତ୍ତଙ୍କ ଗିରଫ ଦାବିରେ କଟକ ସ୍ଥିତ ପୋଲିସ୍…

ଶାସକ ଦଳର ପ୍ରୋତ୍ସାହନରେ ଗଞ୍ଜାମ ଅପରାଧୀଙ୍କ ଚରାଭୂଇଁ ପାଲଟିଛି: ବିଜେଡି

ଗଞ୍ଜାମରେ ଲଗାତାର ଭାବେ ଅପରାଧ ଉପରମୁହାଁ ହୋଇଥିଲା ବେଳେ ଶାସକ ଦଳ ଏବଂ ମନ୍ତ୍ରୀଙ୍କ ପୁତୁରାଙ୍କ ଆତଙ୍କରାଜକୁ ଦୃଢ଼ ନିନ୍ଦା କରିଛି ବିଜେଡି । ଆଜି ଶଙ୍ଖଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ…

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀ: ଦୁର୍ନୀତିରୁ ଦୂରରେ ରହିବାକୁ ଅଧିକାରୀଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

ଲୋକସେବା ଭବନ କନ୍‌ଭେନ୍‍ସନ୍ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀକୁ ଉଦ୍‌ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉପସ୍ଥିତ ବନ ବନଖଣ୍ଡ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନବସତି ଅଞ୍ଚଳରେ ଏପରି ଗଛ ଲଗାଇବା ଉଚିତ ଯାହା…

୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି । ସରକାରରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପାଇଁ ଚର୍ଚ୍ଚା ଲାଗି ରହିଥିବ ବେଳେ ଉଭୟ…

ପୁଣି ଶ୍ରୀମନ୍ଦିରରେ ଧରାହେଲା ହିଡେନ୍‌ କ୍ୟାମେରା ଯୁକ୍ତ ଚଷମା

ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍‌ କ୍ୟାମେରା ଯୁକ୍ତ ଚଷମା ।ପଶ୍ଚିମ ଦ୍ୱାର ନିକଟରୁ ଧରାପଡ଼ିଲା ହିଡେନ୍‌ କ୍ୟାମେରା । ପଶ୍ଚିମବଙ୍ଗର ଜଣେ ଭକ୍ତକୁ ଧରିଲା ସିଂହଦ୍ବାର ଥାନା ପୋଲିସ । ଚଷମାରେ ହିଡେନ୍‌ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ ।ଯୁବକଙ୍କୁ ଅଟକ…

କୁହେଳିକା ଭିତରେ ବଳଙ୍ଗା ଝିଅ

ବଳଙ୍ଗା ପୀଡ଼ିତାଙ୍କ ନାଁ କ’ଣ ? ପୁଲିସ କହୁଚି ଯେ, ଝିଅଟା ଆତ୍ମହତ୍ୟା କରିଚି । ଅନ୍ୟ କେହି ଏଥରେ ସଂପୃକ୍ତ ନାହାଁନ୍ତି । ଏହା ବଳାତ୍କାର କି ଦୁଷ୍କର୍ମ ମାମଲା ନୁହେଁ । ଅପହରଣ ଅଭିଯୋଗ ମିଛ । ତେବେ…

ଏସ୍ଏମ୍ ଛାତ୍ରୀ ଆତ୍ମାହୁତି ଘଟଣା: ୨ ଛାତ୍ର ନେତା ଗିରଫ ପରେ ଅନେକଙ୍କ ବଢୁଛି ହୃଦ୍‌ସ୍ପନ୍ଦନ

ଫକୀର ମୋହନ କଲେଜରେ ଆତ୍ମାହୁତି ଉଦ୍ୟମ ଓ ପରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେବାରେ ଲାଗିଛି । ପୂର୍ବରୁ ବାଲେଶ୍ବର ପୁଲିସ କଲେଜ ଅଧ୍ୟକ୍ଷ ଏବଂ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ କରିଥିଲା । ରବିବାର ବିଳମ୍ବିତ ରାତିରେ…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ବିଦ୍ୟାଳୟ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରୁ ଜଣାଯାଇଛିଯେ, ପ୍ରଥମ ପର୍ଯ୍ୟାୟରେ ୮୩୫ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ । ଏହି ବିଦ୍ୟାଳୟ…

କୋଷାଗୁମୁଡ଼ା ଯୁବତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଞ୍ଚଳର ଯୁବତୀ ମୃତ୍ୟୁ ଘଟଣାର ହେଲା ପର୍ଦ୍ଦାଫାଶ । ପୁରୁଷ ବନ୍ଧୁ ଦିନେଶ୍ୱର ସରାବୁଙ୍କ ଅନ୍ୟତ୍ର ବିବାହ ଠିକ୍‌ ହେବାରୁ ପ୍ରେମିକାକୁ ହତ୍ୟା କରିଥିବା କଥା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଆଦିତ୍ୟ ସେନ୍ ସ୍ପଷ୍ଟ କରିଛନ୍ତି…

ରାଜ୍ୟରେ ଖୋଲିବ ୩ଟି ନୂଆ ଭିଜିଲାନ୍ସ କୋର୍ଟ, ୮ଟି ଏଡିଜେ କୋର୍ଟ

ଓଡ଼ିଶା ସରକାରଙ୍କ ଆଇନ ବିଭାଗ ରାଜ୍ୟରେ ୮ଟି ନୂଆ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ (ଏଡିଜେ) କୋର୍ଟ ଏବଂ ୩ଟି ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତି ଅନୁଯାୟୀ, ନୂଆ ଏଡିଜେ କୋର୍ଟଗୁଡ଼ିକ ବାଙ୍କୀ,…