ରାଜନୀତି ରାଜ୍ୟ ଶେଷ ପର୍ଯ୍ୟାୟରେ ମୋଟ ୭୦.୬୭% ମତଦାନ June 2, 2024 Nirvay ରାଜ୍ୟରେ ଜୁନ ୧ରେ ଅନୁଷ୍ଠିତ ହୋଇଥିବା ଶେଷ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୦.୬୭% ମତଦାନ ହୋଇଛି। ମୟୂରଭଞ୍ଜ ରେ ୭୩.୮୧%, ବାଲେଶ୍ବର ରେ ୭୦.୪୧%,ଭଦ୍ରକରେ ୭୦.୩୪%,କେନ୍ଦ୍ରାପଡ଼ାରେ ୬୮.୬୪% ,ଯାଜପୁର ୬୭.୯୧% ଓ ଜଗତସିଂହପୁରରେ ୭୩.୦୬% ମତଦାନ ହୋଇଛି । ସବୁଠୁ ଅଧିକ…
ତାଜା ଖବର ରାଜ୍ୟ ପୁରୀ ବାଣ ବିସ୍ପୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି June 1, 2024 Papirani ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ନିତି ଚାଲୁଥିବା ବେଳେ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଆଉଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି…
ରାଜନୀତି ରାଜ୍ୟ ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୨.୪୬% ମତଦାନ June 1, 2024 Nirvay ଆଜି ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୨.୪୬% ମତଦାନ ହୋଇଛି।ମୟୂରଭଞ୍ଜ ରେ ୬୪.୧୭%, ବାଲେଶ୍ବର ରେ ୬୧.୯୧%,ଭଦ୍ରକରେ ୫୮.୨୧%,କେନ୍ଦ୍ରାପଡ଼ାରେ ୬୨.୦୨% ,ଯାଜପୁର ୬୨.୯୨% ଓ ଜଗତସିଂହପୁରରେ ୬୫.୯୩% ମତଦାନ ହୋଇଛି । ଆଜି ୬ ଲୋକସଭା ଓ ୪୨ ବିଧାନସଭା ଆସନ…
ତାଜା ଖବର ରାଜ୍ୟ ବିଷମକଟକ ବସ୍ଷ୍ଟାଣ୍ଡରେ ଜଳିଗଲା ୪ଟି ବସ୍ June 1, 2024 Papirani ରାୟଗଡ଼ା ଜିଲା ବିଷମକଟକ ବ୍ଲକର ବିଜୁ ପଟ୍ଟନାୟକ ବସ୍ଷ୍ଟାଣ୍ଡରେ ଜଳି ପାଉଁଶ ହୋଇଯାଇଛି ୪ଟି ବସ୍। ଜଳିଯାଇଥିବ ବସ୍ ଜଣେ ମାଲିକଙ୍କର ବୋଲି ସୂଚନା ମିଳିଛି । କିନ୍ତୁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିଲେ…
ରାଜନୀତି ରାଜ୍ୟ ରକ୍ତମୁଖା ହେଲେ ବିଜେଡି କର୍ମୀ; ବିଜେପି ବୁଥ ସଭାପତିଙ୍କୁ କଲେ ଆକ୍ରମଣ June 1, 2024 Nirvay ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ପୁଣି ରାଜନୈତିକ ହିଂସା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ପଂଚାୟତରେ ୩୫ନଂ ବୁଥ୍ ବିଜେପି ସଭାପତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ବିଜେପି କର୍ମୀଙ୍କ ନାମ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାରେ ଦିନ ୩ଟା ସୁଦ୍ଧା ହୋଇଛି ୪୯.୭୭ ପ୍ରତିଶତ ମତଦାନ June 1, 2024 Papirani ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । ରାଜ୍ୟରେ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ଭୋଟ୍ ଦେଉଛନ୍ତି ରାଜ୍ୟବାସୀ । ମିଳିଥିବା ସୂଚନା…
ତାଜା ଖବର ରାଜନୀତି ରାଜ୍ୟ ବିଜେପି ଏଜେଣ୍ଟଙ୍କୁ ମାରାତ୍ମକ ଆକ୍ରମଣ କଲେ ବିଜେଡି କର୍ମୀ June 1, 2024 Papirani କେନ୍ଦ୍ରାପଡ଼ା ଲୋକସଭା ଅଧିନ ସାଲେପୁର ମାଳଶାସନର ୧୮୪ ଓ ୧୮୫ ବୁଥ୍ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବୁଥ୍ କ୍ୟାପଚରିଂ…
ତାଜା ଖବର ରାଜନୀତି ରାଜ୍ୟ ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ହୋଇଛି ୩୭.୬୪ ପ୍ରତିଶତ ମତଦାନ June 1, 2024 Papirani ରାଜ୍ୟରେ ଲୋକ ସଭା ଏବଂ ବିଧାନସଭା ଲାଗି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି…
ତାଜା ଖବର ରାଜ୍ୟ ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି June 1, 2024 Papirani ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଏସଆରସିଙ୍କ ପକ୍ଷରୁ ସୂଚନା ମିଳିଛି। ଏପର୍ଯ୍ୟନ୍ତ ବିଭିନ୍ନ ମେଡିକାଲରେ ୨୨…
ତାଜା ଖବର ରାଜନୀତି ରାଜ୍ୟ ଦିନ ୧୧ଟା ସୁଦ୍ଧା ରାଜ୍ୟରେ ହୋଇଛି ୨୨.୬୪ ପ୍ରତିଶତ ମତଦାନ June 1, 2024 Papirani ଆଜି ଓଡ଼ିଶା ଦେଉଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ସକାଳ ୧୧ ଟା ସୁଦ୍ଧା ୨୨.୬୪ ପ୍ରତିଶତ ଭୋଟିଂ ହୋଇଛି । ଏହାରି ଭିତରେ ବାଲେଶ୍ୱରରେ ସର୍ବାଧିକ ୨୭.୬୬ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ସେହିପରି ଭଦ୍ରକରେ…