Tag: Odisha

ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜର୍

ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜର୍ ଅନ୍ତର୍ଯ୍ୟାମୀ ସାହୁ ।ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟର୍ବହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ବାସଭବନ ଓ ଅଫିସ୍ ସମେତ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ।…

ବିରୋଧୀଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ: ବିଜେପି

ବିରୋଧୀ ବିଜେଡି ଓ କଂଗ୍ରେସକୁ ମୁକାବିଲା କରିବାକୁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ସବୁବେଳେ ପ୍ରସ୍ତୁତ । ବିଜୁ…

ଶୁଭମିତ୍ରାଙ୍କ ମୃତ୍ୟୁକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ବାପା

କନଷ୍ଟେବଳ ଶୁଭମିତ୍ରା ମୃତ୍ୟୁ ଘଟଣାରେ ଗୋଟେ ପରେ ଗୋଟେ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏବେ ଶୁଭମିତ୍ରାର ମୃତ୍ୟୁକୁ ନେଇ ବାପା ଗୁରୁତର ଅଭିଯୋଗ ଆଣିଛନ୍ତି । କେବଳ ଦୀପକ ନୁହେଁ, ଏହା ପଛରେ ତା ବିଲ୍ଡର ଭାଇ ମାଷ୍ଟରମାଇଣ୍ଡ୍‌…

ବିଧାନସଭାରେ ଚୋରି ସାମଗ୍ରୀ ଫେରାଇବାକୁ ବାଚସ୍ପତିଙ୍କୁ କଂଗ୍ରେସ ବିଧାୟକଙ୍କ ଚିଠି

ବିଧାନସଭା ପରିସରରୁ ଚୋରି ହୋଇଥିବା ସାମଗ୍ରୀ ଫେରାଇବାକୁ କଂଗ୍ରେସ ବିଧାୟକ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ସୁନା ଚେନ, ଦାମୀ ଘଣ୍ଟା, ପ୍ୟାଣ୍ଟ, ସାର୍ଟ ଚୋରି ହୋଇଥିବା ନେଇ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ ଅଭିଯୋଗ କରିଛନ୍ତି । ତାଙ୍କ ଜିନିଷ…

୬୦ ଛୁଇଁଥିବା ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବାଦ ଦେବା ନିନ୍ଦନୀୟ: ବିଜେଡି

ସୁଭଦ୍ରା ଯୋଜନାର ହିତାଧିକାରୀ ମାନଙ୍କ ମଧ୍ୟରୁ, ୬୦ ବର୍ଷ ଛୁଇଁଥିବା ପ୍ରାୟ ୯୩, ୭୯୨ ଜଣ ମହିଳା ବାଦ ପଡିବେ ବୋଲି ସ୍ପଷ୍ଟ ହୋଇଥିବା ବେଳେ ସେମାନେ ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରି ପାରିବେ ବୋଲି…

ରାଜରାସ୍ତାରେ ଯାତ୍ରୀଙ୍କୁ ମାଡ଼ ମାରିଲେ ଆମ ବସ୍‌ କଣ୍ଡକ୍ଟର

ଭୁବନେଶ୍ବରରେ ଆମ ବସ୍‌ କଣ୍ଡକ୍ଟରଙ୍କ ଦାଦାଗିରି । ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଚାପୁଡ଼ା ମାରିଲେ ‘ଆମ ବସ୍‌’ କଣ୍ଡକ୍ଟର । ବସ୍‌ ଭିତରୁ ବାହାରି ଆସି ବାହାରେ ଚାପୁଡ଼ା ମାରିଥିବା ଜଣାପଡିଛି । ଏହା ସହ ଯାତ୍ରୀଙ୍କୁ ମାରି ମୁଣ୍ଡ ଫଟାଇ ଦେଇଥିବା…

ରାଜ୍ୟରେ ଅଛନ୍ତି ୯୩୯୨ ସଂଖ୍ୟକ କାର୍ଯ୍ୟରତ ସାମ୍ବାଦିକ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଆଜି ବିଧାନସଭା ଗୁହରେ ଉଠିଲା ସାମ୍ବାଦିକ ପ୍ରସଙ୍ଗ।ମନ୍ତ୍ରୀ ଅଖିଳ ଚନ୍ଦ୍ର ନାଏକ ସାମ୍ବାଦିକଙ୍କୁ ଦିଆଯାଉଥିବା ସୁବିଧା ଆଉ ଯୋଜନା ବିଷୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶ୍ନ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ…

ସ୍କୁଲ ମଧ୍ୟରେ ମାର୍‌ପିଟ ଘଟଣା: ୩ ଶିକ୍ଷକ ନିଲମ୍ବିତ

ସ୍କୁଲ ମଧ୍ୟରେ ମାର୍‌ପିଟ ଘଟଣାରେ ଗୋଷାଣୀ ବ୍ଲକ ମାଛମରା ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ସମେତ ୩ ନିଲମ୍ବିତ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ରଥ, ସହକାରୀ ଶିକ୍ଷକ ହିନ୍ଦୀ ଶିକ୍ଷକ ଏସ୍.ଜୟା ରାଓ ଏବଂ କ୍ରୀଡ଼ା ଶିକ୍ଷକ ବି…

୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନ୍‌ସନ୍

ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନ୍‌ସନ୍ । ଯେଉଁ ସୁଭଦ୍ରା ହିତାଧିକାରୀ ୬୦ ବର୍ଷ ହୋଇଯାଇଥିବା ସେମାନଙ୍କୁ ଏଣିକି ବାର୍ଦ୍ଧକ୍ୟା ଭତ୍ତା ପ୍ରଦାନ କରିବେ ରାଜ୍ୟ ସରକାର। ଅଧିକ ବୟସ୍କ ଓ ଦୁର୍ବଳ ଲୋକଙ୍କୁ ପ୍ରାଥମିକତା ଦିଆଯିବ । ୬୦ ବର୍ଷ ବୟସ…

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଆଜିଠୁ ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଆଜିଠୁ ଆରମ୍ଭ ହୋଇ ଆସନ୍ତା ୨୫ ତାରିଖ ଚାଲିବ ଅଧିବେଶନ । ଏଥିରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି । ଆଜି ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ…