Tag: Odisha

ବ୍ରହ୍ମପୁର ନାବାଳିକା ଦୁଷ୍କର୍ମ ଘଟଣା: ବିଜେପି ନେତାଙ୍କ କୁତ୍ସିତ ଚେହେରା ପଦାକୁ ଆସିଲା କହିଲା ବିଜେଡି

ରାଜ୍ୟରେ ନାରୀ ନିର୍ୟ୍ୟାତନା ଓ ଦୁଷ୍କର୍ମ ଘଟଣା ଉଦବେଗଜନକ ଭାବେ ବୃଦ୍ଧି ହେଉଥିବା ବେଳେ ବ୍ରହ୍ମପୁରରେ ଜଣେ ପୂର୍ବତନ ବିଜେପି ନଗର ସଭାପତିଙ୍କ ଦ୍ୱାରା ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ କରିବା ଘଟଣାରେ, ବିଜୁ ଜନତା ଦଳ…

୧୧ ଫେକ୍‌ ୱେବସାଇଟ୍‌ରୁ ଦୂରେଇ ରହିବାକୁ ପରାମର୍ଶ ଦେଲା କ୍ରାଇମବ୍ରାଞ୍ଚ୍‌

ପବିତ୍ର ରଥଯାତ୍ରା ଉତ୍ସବକୁ ଦୃଷ୍ଟିରେ ରଖି, ରାଜ୍ୟ କ୍ରାଇମବ୍ରାଞ୍ଚ ଅନଲାଇନ୍ ହୋଟେଲ ବୁକିଂ ଠକେଇରେ ଚିନ୍ତାଜନକ ବୃଦ୍ଧି ପାଇଛି। ୧୧ ଫେକ୍‌ ୱେବସାଇଟ୍‌ URLs ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛି କ୍ରାଇମବ୍ରାଞ୍ଚ୍‌। ବିଶେଷ କରି ହୋଟେଲ୍‌ ବୁକିଂ ପାଇଁ ଠକେଇ…

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ନେତା

ମୁମ୍ବାଇଠାରେ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜେଡିର ରାଜ୍ୟ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସାଧୀନ ଥିଲା ବେଳେ, ଆଜି ତାଙ୍କୁ ବିଜେଡିର ବରିଷ୍ଠ ନେତାମାନେ ଭେଟିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ,…

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ଓ ଟମାଟୋ ମାଡ଼

ଏସ୍‌ସି ଏସ୍‌ଟିଙ୍କ ଉପରେ ଅତ୍ୟାଚାର ଓ ନାରୀ ନିର୍ଯାତନା ଅଭିଯୋଗ ଆଣି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଓଡ଼ିଆ ଅସ୍ମିତା କୁଆଡ଼େ ଗଲା କହି ନାରାବାଜି କଲେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଛି। ଯୁବ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ…

ଆଜିଠାରୁ ୨୮ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଆଜିଠୁ ୨୮ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କତା ଜରି କରିଛି । ଆଜି ୩ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ…

ଗତ ୧୦ ବର୍ଷର ଆଉଟସୋର୍ସିଂ ତଥ୍ୟ ମାଗିଲେ ମୁଖ୍ୟମନ୍ତ୍ରୀ

ଗତ ୧୦ ବର୍ଷର ଫାଇଲ୍ ଖୋଜି ଇଞ୍ଜିନିୟରିଂ କାମ କରୁଥିବା ଆଉଟ୍‌ସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେଉଁ ବିଭାଗ କେଉଁ ବେସରକାରୀ ସଂସ୍ଥାକୁ…

ନାରୀ ନିର୍ଯାତନା ପ୍ରସଙ୍ଗରେ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟିର କୋହଭରା ମନ୍ତବ୍ୟ

ନିକଟରେ ଓଡ଼ିଶାରେ ଘଟିଥିବା କିଛି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଦୁଃଖ ଜାଣିବାକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ର ତଥ୍ୟ ଅନୁଧ୍ୟାନକାରୀ କମିଟିର ସଭ୍ୟାମାନେ ତିନିଦିନ ସଂପୃକ୍ତ ଘଟଣାସ୍ଥଳଗୁଡ଼ିକୁ ଯାଇ ପୀଡ଼ିତାମାନଙ୍କ ପରିବାର, ଗ୍ରାମବାସୀ, ସ୍ଥାନୀୟ ନେତୃତ୍ୱ, ପୋଲିସ ଓ ଜିଲ୍ଲା…

ଦୁଇ ଦିନରେ ଶେଷ ହେବ ପାନୀୟ ଜଳ ବିଶୋଧନ କାମ : ରବି ନାରାୟଣ ନାୟକ

ଡାଇରିଆ ସ୍ଥିତିକୁ ନେଇ ତତ୍ପରତା ଦେଖାଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ଝାଡ଼ାବାନ୍ତିର ପ୍ରମୁଖ କାରଣ ହେଉଛି ଦୂଷିତ ପାନୀୟ ଜଳ । ତେଣୁ ପାନୀୟ ଜଳ ବିଶୋଧନକୁ ପଞ୍ଚାୟତିରାଜ ବିଭାଗ ଗୁରୁତର ସହିତ ନେଇଛି । ଏ…

ବନ୍ଧୁକ ମୁନରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍

ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍‌ । ବାରିପଦା କୁଳିଅଣା ଥାନା କୁଚେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି । ୨ଟି ବାଇକରେ ୫ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା । ତେବେ କେତେ ଟଙ୍କା ଲୁଟ୍…

ରାଜ୍ୟରେ ଆବଶ୍ୟକ ଅଛି ଆଉ ୫ଶହ ରାଇସ୍ ମିଲ୍: ଯୋଗାଣ ମନ୍ତ୍ରୀ

ରାଜ୍ୟରେ ଦରକାର ଅଛି ଆଉ ୫ଶହ ରାଇସ୍ ମିଲ୍ ଏନେଇ ଆଜି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ରାଜ୍ୟରେ ରାଇସ୍ ମିଲ୍ ଓ ଚାଉଳ ରପ୍ତାନୀ ନେଇ ଅସୁବିଧା ଦେଖାଯାଇଛି। ମିଲ୍‌ ଅଭାବରୁ ଧାନ…