Tag: Odisha

ଆଜି ମଧ୍ୟ ଚାଲିପାରିଲାନି ଗୃହ; ୪ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି

ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଜାରି ରହିଛି । ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ । ବିଧାନସଭା ଆରମ୍ଭରୁ ଆଜି ବି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହଲ୍ଲା । ନାରାବାଜି -ପ୍ଲାକାର୍ଡ, ପୋଷ୍ଟର…

ପ୍ରଦୀପ ଜେନା ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚିତ

ଅବସରପ୍ରାପ୍ତ ଆଇଏଏସ ଅଫିସର ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପ୍ରଦୀପ ଜେନା ଭୁବନେଶ୍ୱର କ୍ଲବ ସଭାପତି ଭାବରେ ନିର୍ବାଚିନ ହୋଇଛନ୍ତି । ପ୍ରଦୀପ ଜେନା ତାଙ୍କ ପ୍ରତିଦ୍ୱନ୍ଦୀ ଅସିତ ତ୍ରିପାଠୀଙ୍କୁ ୧୮…

ନୂଆପଡାରେ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଵତନ୍ତ୍ର ବିମାନ ଯୋଗେ ନୂଆପଡ଼ା ସ୍ଥିତ ଏୟାରଷ୍ଟ୍ରିପ୍‌ରେ ପହଞ୍ଚି ଖରିଆରରୋଡ ସ୍ଥିତ FCI ଗୋଦାମ ଗୃହରେ ଆୟୋଜିତ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି । ଏହି ସଭାରେ…

ଆଜି ପବିତ୍ର ମହାଳୟା; ଦିଆଯାଉଛି ପୂର୍ବପୁରୁଷଙ୍କୁ ପିଣ୍ଡଦାନ

ଆଜି ପବିତ୍ର ମହାଳୟା । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଆରମ୍ଭ ହୋଇ ୧୫ ଦିନ ଧରି ଚାଲିଥିବା ଏହି ପିତୃପକ୍ଷର ଆଜି ହେଉଛି ଶେଷ ଦିନ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ…

‘ବେକାରୀ ଯୁବ ସମ୍ମିଳନୀ’ କରିବ ବିଜୁ ଯୁବ ଜନତା ଦଳ

ବିଜୁ ଯୁବ ଜନତା ଦଳ ଆଗକୁ ‘ବେକାରୀ ଯୁବ ସମ୍ମିଳନୀ’ କରିବ ବୋଲି ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସାହୁ କହିଥିଲେ, ରାଜ୍ୟରେ ବେକାରୀ ବେରୋଜଗାରୀ ଆଜି…

“ନିଶାମୁକ୍ତ ଭାରତ ଅଭିଯାନ” ସଂକଳ୍ପ ନେଇ ଭୁବନେଶ୍ୱରରେ ଆୟୋଜିତ ‘ନମୋ ଯୁବ ରନ୍’ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ, ନିଶା ମୁକ୍ତ ଭାରତ ଗଠନର ମହାନ ସଂକଳ୍ପ ନେଇ ଭୁବନେଶ୍ୱର ସମେତ ଦେଶର ୭୫ଟି ସହରରେ ‘ନମୋ ଯୁବ ରନ୍’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ଦେଶବ୍ୟାପି ଜାରି…

ପାଗ ଖରାପ ଯୋଗୁଁ ମୋଦିଙ୍କ ବ୍ରହ୍ମପୁର କାର୍ଯ୍ୟକ୍ରମ ଝାରସୁଗୁଡାକୁ ସ୍ଥାନାନ୍ତରିତ

ପାଗ ଖରାପ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ ହୋଇଛି । ତେବେ ଏହି କାର୍ଯ୍ୟକ୍ରମ ଝାରସୁଗୁଡାକୁ ସ୍ଥାନାନ୍ତରିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ବ୍ରହ୍ମପୁର ପରିବର୍ତ୍ତେ ଝାରସୁଗୁଡା ଆସିବେ ବୋଲି ସୂଚନା ମିଳିଛି । ଆସନ୍ତା ୨୭…

ସେପ୍ଟେମ୍ବର ୨୩ରେ ବିଧାନସଭା ଘେରାଉ କରିବ ବିଜେଡି

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢିକରଣ କରି ଗ୍ରାମାଞ୍ଚଳର ବିକାଶ ଜନସାଧାରଣଙ୍କ ହାତରେ ଦେବା ପାଇଁ ସମ୍ବିଧାନରେ ଉଲ୍ଲେଖ ଥିଲାବେଳେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ କ୍ଷମତାଲୋଭରେ ପ୍ରତ୍ୟେକ…

ଆଜି ନିର୍ଭୟର ୧୨ତମ ବାର୍ଷିକ ଉତ୍ସବ; ମୁଖ୍ୟଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଭୁବନେଶ୍ବର ହୋଟେଲ ‘ମେ ଫେୟାର ଲାଗୁନ’ ଠାରେ ନିର୍ଭୟର ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ୨୦୧୩ ମସିହାରେ କିଛି ପ୍ରତିବଦ୍ଧ ସାମ୍ବାଦିକମାନଙ୍କର ମିଳିତ ପ୍ରୟାସରେ ଆରମ୍ଭ ହୋଇଥିଲା ନିର୍ଭୟ । ୧୩ବର୍ଷର ଏହି ଯାତ୍ରା ଭିତରେ ଶନି ବାର…

୪ଟା ଯାଏଁ ଗୃହ ମୁଲତବି

ବିଧାନସଭା ମୌସୁମୀ ଅଧିବେଶନ ତୃତୀୟ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି । ଶୋକ ପ୍ରସ୍ତାବ ଆଗତ ପରେ ବିଧାନସଭାରେ ହଟ୍ଟଗୋଳ । ସାର ପ୍ରସଙ୍ଗରେ ବିଜେଡି ସଦସ୍ୟଙ୍କ ହୋହଲ୍ଲା, ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡ଼ିୟମ ତଳେ ହୋହଲ୍ଲା ସହ…