ତାଜା ଖବର ରାଜ୍ୟ Odisha Assembly’s 7th Session: ବିଧାନସଭାର ସପ୍ତମ ଅଧିବେଶନ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି September 18, 2026 Papirani ବିଧାନସଭାର ସପ୍ତମ ଅଧିବେଶନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ଟ୍ରାଫିକ ଚଳାଚଳକୁ ସ୍ୱାଭାବିକ ରଖିବା ପାଇଁ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି। ଆସନ୍ତା ସେପ୍ଟେମ୍ବର ୨୨, ୨୦୨୬ ରୁ ଅକ୍ଟୋବର…