ତାଜା ଖବର ରାଜ୍ୟ Odia Language Enforcement: ଓଡ଼ିଆରେ ନାମ ଫଳକ ନ ଥିବାରୁ ୩୧୯ ଦୋକାନୀଙ୍କଠୁ ଆଦାୟ ହୋଇଛି ଜରିମାନା December 2, 2025 Papirani ଓଡ଼ିଆରେ ନାମ ଫଳକ ଲେଖିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି ରାଜ୍ୟ ସରକାର। ଓଡ଼ିଆରେ ନାମ ଫଳକ ନ ଥିବାରୁ ୩୧୯ ଦୋକାନୀଙ୍କଠୁ ଆଦାୟ ହୋଇଛି ଜରିମାନା । ୨୫୯୪ ଜଣଙ୍କ ମଧ୍ୟରୁ ୩୧୯ ଦୋକାନୀ ଜରିମାନା ଗଣିଥିବା ଆଜି…
ତାଜା ଖବର ରାଜ୍ୟ Sea ErosionImpact: ସମୁଦ୍ର ଆଁରେ ଉପକୂଳ ଜିଲ୍ଲାର ୪୬ ଗାଁ: ଗଣେଶ ରାମ ସିଂ ଖୁଣ୍ଟିଆ December 2, 2025 Papirani ରାଜ୍ୟର ଉପକୂଳ ଜିଲ୍ଲାର ଅନେକ ଗାଁ ସମୁଦ୍ର ଜୁଆର ଦ୍ୱାରା ପ୍ରଭାବିତ ହୋଇଛି। ସମୁଦ୍ର ମାଡ଼ି ଆସିବାରୁ ପ୍ରଭାବିତ ହୋଇଛନ୍ତି ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲା । ସମୁଦ୍ର ଆଁରେ ଉପକୂଳ ଜିଲ୍ଲାର ୪୬ ଗାଁ । ଆଜି ଜଙ୍ଗଲ, ପରିବେଶ…
ତାଜା ଖବର ରାଜ୍ୟ Demolish Dangerous Buildings: କଟକରେ ଭଙ୍ଗା ହେବ ବିପଦସଙ୍କୁଳ କୋଠା December 2, 2025 Papirani କଟକର ସମସ୍ତ ବିପଦସଙ୍କୁଳ କୋଠାଗୁଡ଼ିକୁ ଶୀଘ୍ର ଭଙ୍ଗା ଯିବ । ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ ବିଶେଷ…
ତାଜା ଖବର ରାଜ୍ୟ Odisha Assembly: ରାଜ୍ୟରେ ଏବେବି ରାଜସ୍ୱ ଓ ପଡ଼ା ଗାଁକୁ ନାହିଁ ରାସ୍ତା: ରବି ନାଏକ December 2, 2025 Papirani ଏବେବି ରାଜ୍ୟର ୫୦୦୮ ରାଜସ୍ୱ ଓ ପଡ଼ା ଗ୍ରାମକୁ ଏବେବି ନାହିଁ ସବୁଦିନିଆ ରାସ୍ତା । ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ। ଆଜି ବିଧାସଭାରେ ଗୃହରେ ବିଧାୟକ ଅରୁଣ…
ତାଜା ଖବର ରାଜ୍ୟ Duplicate Medicine: ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କଲେଣି ସରକାର: ସ୍ୱାସ୍ଥ୍ୟ ମନ୍ତ୍ରୀ December 2, 2025 Papirani ବଜାରରେ ମିଳୁଛି ନକଲି ମେଡିସିନ୍। ରାଜ୍ୟରେ ଗତ ୪ ବର୍ଷରେ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ ହେଲାଣି । ଏ ନେଇ ଆଜି ଗୃହରେ ତଥ୍ୟ ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ…
ତାଜା ଖବର ରାଜ୍ୟ Odisha Assembly: ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ December 1, 2025 Papirani ରାଜ୍ୟରେ ୨୭୦ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଗତବର୍ଷ ଜୁନ୍ ୧୨ରୁ ଚଳିତ ବର୍ଷ ଡିସେମ୍ବର ୨୧ ଯାଏଁ ୨୭୦ ଗିରଫ ହୋଇଛନ୍ତି । ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…
ତାଜା ଖବର ରାଜ୍ୟ Odisha Assembly: ଅକ୍ଟୋବର ଶେଷ ସୁଦ୍ଧା ବଜେଟର ୩୯ପ୍ରତିଶତ ଖର୍ଚ୍ଚ ହୋଇଛି: ପୃଥ୍ବୀରାଜ December 1, 2025 Papirani ଅକ୍ଟୋବର ଶେଷ ସୁଦ୍ଧା ବଜେଟ୍ ଖର୍ଚ୍ଚ ୧ ଲକ୍ଷ ୧୪ ହଜାର ୫୧୮ କୋଟି । ଯାହାକି ମୋଟ ବଜେଟ୍ର ୩୯ ପ୍ରତିଶତ। ଗତ ବର୍ଷ ତୁଳନାରେ ଖର୍ଚ୍ଚର ପରିମାଣ ଅଧିକ ରହିଛି । ଆଜି ଗୃହରେ ଆଳି ବିଜେଡ଼ି ବିଧାୟକ…
ରାଜନୀତି ରାଜ୍ୟ Winter Session of Odisha Assembly: ପୃଥ୍ୱୀରାଜଙ୍କୁ ପଦ୍ମଲୋଚନ ପଣ୍ଡାଙ୍କ କଟାକ୍ଷ November 29, 2025 Nirvay ବାଲେଶ୍ୱର ଜିଲ୍ଲା ଖଇରା ରାଣୀତାଲ ରାସ୍ତା ନିର୍ମାଣକୁ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ହସି ହସି କଟାକ୍ଷ କରିଛନ୍ତି । ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସରେ ପୂର୍ତ୍ତ ମନ୍ତ୍ରୀଙ୍କୁ ପଦ୍ମଲୋଚନ ପଣ୍ଡା…
ରାଜ୍ୟ Odisha Assembly: ରାଜ୍ୟରେ ଆଜି ବି ୨,୯୭୫ ଶିଶୁ ନିଖୋଜ ଅଛନ୍ତି: ପ୍ରଭାତୀ ପରିଡ଼ା November 29, 2025 Nirvay ରାଜ୍ୟରେ ଆଜି ବି ୨,୯୭୫ ଶିଶୁ ନିଖୋଜ ଅଛନ୍ତି । ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟରେ କେତେ ଶିଶୁ ନିଖୋଜ ଅଭିଯୋଗ ପଞ୍ଜିକୃତ…
ରାଜ୍ୟ Odisha Assembly: ରାଜ୍ୟରେ ୨୦,୧୫୦ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ November 29, 2025 Nirvay ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସରେ ମହିଳା ଓ ଶିଶୁ ବିକାଶ ବିଭାଗ ସଂପର୍କରେ ଆଲୋଚନା ଚାଲିଛି । ବିଧାନସଭାରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଓଡ଼ିଶାରେ ୨୦,୧୫୦…