Tag: odisha assembly

ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇଁ ଦାବି କଲା କଂଗ୍ରେସ

ବିଧାନସଭା ଶୂନ୍ୟ କାଳରେ SC, ST ଓ OBC ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ। ସଂରକ୍ଷଣକୁ ନେଇ ଦେଶରେ ସମସ୍ଯା ସୃ଼ଷ୍ଟି ହୋଇଥିବାବେଳେ ଓଡ଼ିଶାରେ ଉତ୍କଟ ସମସ୍ଯା ସୃଷ୍ଟି ହୋଇଛି । ସେଥିପାଇଁ ଏ…

ରାଜ୍ୟରେ ଧନୀ ଲୋକ ପାଉଛନ୍ତି ରାସନକାର୍ଡର ସୁବିଧା: ଖାଦ୍ୟ ଯୋଗାଣ ମନ୍ତ୍ରୀ

ସପ୍ତଦଶ ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିନରେ ସରଗରମ ହୋଇଛି ଗୃହ। ବିଧାନସଭାରେ ପୂର୍ବ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି…

ପୂର୍ବ ସରକାରଙ୍କ ପାଇଁ ଘର ପାଇଲେନି ୬ ଲକ୍ଷରୁ ଅଧିକ ହିତାଧିକାରୀ

ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ପଞ୍ଚୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି ତତ୍କାଳୀନ ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଘର ପାଇଲେନି ଲୋକେ । ୨୦୧୬ରୁ ୨୦୨୪ ମଧ୍ୟରେ ତତ୍କାଳୀନ ସରକାର…

ରାଜ୍ୟରେ ଚାକିରି ଅପେକ୍ଷାରେ ଅଛନ୍ତି ୧୦ ଲକ୍ଷ ଯୁବକଯୁବତୀ

ଆଜି ବିଧାନସଭାର ସପ୍ତମ ଦିନରେ ଗୃହରେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା ରାଜ୍ୟରେ ଯୁବକ ଯୁବତୀଙ୍କ ଚାକିରି ସମସ୍ୟା ଉପରେ କରିଥିବା ପ୍ରଶ୍ନର ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ…

ରାଜ୍ୟରେ ବେଆଇନ ଭାବେ ନିର୍ମାଣ ହୋଇଛି ୭୧୯ ଆପାର୍ଟମେଣ୍ଟ

ଆଜି ବିଧାନସଭାର ସପ୍ତମ ଦିନରେ ରାଜ୍ୟରେ ଥିବା ଆପାର୍ଟମେଣ୍ଟକୁନେଇ କିଛି ଆଶ୍ଚର୍ଯ୍ୟ ଜନକ ତଥ୍ୟ ସାମ୍ନାକୁ ଆସିଛି । ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ କୃଷ୍ଣ…

କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ବ୍ରାଣ୍ଡିଂ କରି ରାଜନୀତି କରୁଥିବା ନବୀନଙ୍କ ବୟାନବାଜି ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ହାସ୍ୟାସ୍ପଦ: ଦିଲୀପ

ବାସ୍ତବରେ ଓଡ଼ିଶାବାସୀ ହେଉଛନ୍ତି ପ୍ରକୃତ ଗେମ୍ ଚେଞ୍ଜର । ୨୫ ବର୍ଷର ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଶିକାର ହୋଇଥିବା ଓଡ଼ିଶାବାସୀ ଆଜି ନବୀନ ପଟ୍ଟନାୟକଙ୍କ ସରକାରକୁ ଉପାଡି ଫୋପାଡି ଦେଇଛନ୍ତି । ଏହା ସତ୍ୱେ ଓଡିଶାବାସୀଙ୍କର ନିଷ୍ପତିକୁ ସ୍ୱୀକାର କରିବା ପାଇଁ…

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ ଟାଣିବା ସହ ବହି ଫିଙ୍ଗିଲେ ତାରା 

ବିଧାନସଭାରେ ପୁଣି ହଙ୍ଗାମା । ବିଧାନସଭାରେ ବିରୋଧୀ ଦଳ ନେତା ନବୀନଙ୍କ ବୟାନ ପରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଦେଖିବାକୁ ମିଳିଛି। ଏହି ସମୟରେ କଂଗ୍ରେସ ନେତା ତାରା ବାହିନୀପତି ପ୍ରଥମେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ମାଇକ୍ ଟାଣିଥିବା…

ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ; କହିଲେ ରାଜ୍ୟରେ ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର

ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ବଜେଟରେ ପରିବର୍ତ୍ତନ ଦେଖୁଛି। ଯେପରି ନାଁ ପରିବର୍ତ୍ତନ। ଏହା ଗେମ୍ ଚେଞ୍ଜର ନୁହେଁ, ନେମ୍…

ତୃତୀୟ ଦିନ ବିଧାନସଭା ବଜେଟ୍‌ ଅଧିବେଶନରେ ହଟ୍ଟଗୋଳ; ୧୧ଟା ୩୦ ଯାଏଁ ଗୃହ ମୁଲତବି

ସରଗରମ ହେଉଛି ବିଧାନସଭା ଅଧିବେଶନ। ସରକାରୀ ଦଳ ଓ ବିରୋଧୀ ଦଳ ହୋଇଛନ୍ତି ମୁହାଁମୁହିଁ। ବିଧାନସଭା ଅଧୂବେଶନର ଆଜି ତୃତୀୟ ଦିନ। ବିଧାନସଭା ବଜେଟ୍‌ ଅଧିବେଶନର ତୃତୀୟ ଦିନରେ ବି ଦେଖାଯାଇଛି ହଟ୍ଟଗୋଳ । ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା…

ଏଏସ୍ଓଙ୍କୁ ମାଡ଼ ଅଭିଯୋଗକୁ ନେଇ ବିଧାନସଭାରେ ହଟ୍ଟଗୋଳ; ଦିନ ସାଢ଼େ ୧୧ ଯାଏଁ ଗୃହ ମୁଲତବି

ବିଧାନସଭାର ସପ୍ତଦଶ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଦ୍ଵିତୟ ଦିନରେ ବି ସରଗରମ ହୋଇଛି ଗୃହ। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଅଭିଯୋଗକୁ ନେଇ ବିଜେଡିର…