ରାଜ୍ୟ Matric Examinee Dies: ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ February 23, 2026 Nirvay ପିଏମଶ୍ରୀ ଭିଭିଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ଇଂରାଜୀ ପରୀକ୍ଷା ଦେଇ ଆସିବା ପରେ ମାଟ୍ରିକ ପରୀକ୍ଷାର୍ଥୀ ଜୀବନ ହାରିଛନ୍ତି । ମାଟ୍ରିକ ପରୀକ୍ଷା କେନ୍ଦ୍ରରେ କପି କରୁଥିବା ଅଭିଯୋଗରେ ପରୀକ୍ଷାର୍ଥୀକୁ ଭୟ ଦେଖାଇବା ପରେ ଆତ୍ମହତ୍ୟା ଘଟଣା ଘଟିଛି…
ରାଜନୀତି ରାଜ୍ୟ Misrana Parba At BJP State Office: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ February 23, 2026 Nirvay ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନାବେଢ଼ା ପୌରପାଳିକାର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ପାତ୍ର ବିଜେଡି ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୁନାବେଡା…
ଦେଶ ରାଜ୍ୟ Liver Transplant Unit At AIIMS Bhubaneswar: ଏମ୍ସ ଭୁବନେଶ୍ୱରରେ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମ ଉଦଘାଟିତ February 23, 2026 Nirvay ଓଡ଼ିଶା ଏବଂ ପୂର୍ବ ଭାରତର ସ୍ୱାସ୍ଥ୍ୟସେବା ପରିଦୃଶ୍ୟକୁ ଏକ ନୂତନ ଦିଶା ଦେବା ସହିତ, ଏମ୍ସ ଭୁବନେଶ୍ୱର ସଫଳତାର ସହିତ ଏକ ଅତ୍ୟାଧୁନିକ ଯକୃତ ପ୍ରତିରୋପଣ(ଲିଭର ଟ୍ରାନ୍ସପ୍ଲାଣ୍ଟ୍) କାର୍ଯ୍ୟକ୍ରମ ସହିତ ଏକ ଅତ୍ୟାଧୁନିକ ରୋବୋଟିକ୍ ସର୍ଜରୀ ବ୍ୟବସ୍ଥା ଆରମ୍ଭ କରିଛି ।…
ତାଜା ଖବର ରାଜ୍ୟ JEE Mains 2026: ଜେଇଇ ମେନ୍ସରେ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା February 23, 2026 Papirani ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ର ଛାତ୍ରଛାତ୍ରୀଙ୍କର ଜେଇଇ ମେନ୍ସରେ ଉଲ୍ଲେଖନୀୟ ସଫଳତା । EMRS ର ୧୧ ଜଣ ଛାତ୍ରଛାତ୍ରୀ ୨୦୨୬ ମସିହାର ଜେଇଇ ମେନ୍ସ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଛନ୍ତି । EMRS କରଞ୍ଜିଆର ଛାତ୍ର ଅଭିଶ…
ତାଜା ଖବର ରାଜ୍ୟ Property Statement: ମାର୍ଚ୍ଚ ୩୧ ସୁଦ୍ଧା ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦାଖଲ ନିର୍ଦ୍ଦେଶ February 23, 2026 Papirani ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦାଖଲ ନିର୍ଦ୍ଦେଶ । ଓଡ଼ିଶା ସରକାର ୨୦୨୫ ମସିହା ପାଇଁ ସମ୍ପତ୍ତି ବିବରଣୀ ଦାଖଲ କରିବାର ଶେଷ ତାରିଖ ବୃଦ୍ଧି କରିଛନ୍ତି, ଯାହା ରାଜ୍ୟ ସାରା ସରକାରୀ କର୍ମଚାରୀଙ୍କୁ…
ରାଜ୍ୟ Massive Road Works Scam: ୨ କି.ମି ରାସ୍ତାକୁ ୪.୬୬ କୋଟି, ୩ ମାସରେ ଫଡ଼ାଫଡ଼ା February 23, 2026 Papirani ଦୁଇ କିଲୋମିଟର ରାସ୍ତାକୁ ପିଚୁ କରିବା ପାଇଁ କେତେ ଟଙ୍କା ଦରକାର ? ଭାବନ୍ତୁ ଏବଂ କହନ୍ତୁ । କିନ୍ତୁ ବିଜୁ ଜନତା ଦଳ ସରକାରରେ ରାସ୍ତାରୁ ଟଙ୍କା ଫଳୁଥିଲା । ସରକାରୀ ଦଳ ସହ ସମ୍ପର୍କ ରଖିଥିବା ଠିକାଦାରଙ୍କୁ ନିର୍ବାଚନ…
ରାଜନୀତି ରାଜ୍ୟ Odisha BJP Core Committee Meeting: ଗୁରୁତ୍ୱପୂର୍ଣ୍ଣ ବୈଠକରେ ସବୁ ତୁଙ୍ଗ ନେତା; ନିଗମ ଅଡୁଆ ଖୋଲିବ କି ? February 23, 2026 Papirani ଭାରତୀୟ ଜନତା ପାର୍ଟିର ପ୍ରାୟ ସବୁ ଶୀର୍ଷ ନେତାଙ୍କର ବୈଠକକୁ ନେଇ ଦଳ ଭିତରେ ଏବଂ ବାହାରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ବୈଠକର ଅଧ୍ଯକ୍ଷତା କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ। ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ତାଜା ଖବର ରାଜ୍ୟ Sexual Assault In Bhubaneswar: ଆଇଆରଏସ୍ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ February 22, 2026 Papirani ଆଇଆରଏସ୍ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ସହିଦ୍ନଗର ଥାନା ଅଞ୍ଚଳ ସତ୍ସଙ୍ଗ ବିହାର ସରକାରୀ କ୍ବାର୍ଟର୍ସରେ ଦୁଷ୍କର୍ମ ସହ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ଭାଇରାଲ୍ କରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ସହୀଦନଗର ପୋଲିସ୍…
ତାଜା ଖବର ରାଜ୍ୟ Five PoliceMen Died In Jharsuguda: ଝାରସୁଗୁଡ଼ା ଥାନା ସମ୍ମୁଖରେ ଟିପର୍-ବୋଲେରୋ ଧକ୍କା; ୫ ପୋଲିସ କର୍ମଚାରୀ ମୃତ February 22, 2026 Papirani ଝାରସୁଗୁଡା ସଦର ଥାନା ସମ୍ମୁଖରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟିପର୍-ପୋଲିସ ବୋଲେରୋ ଭିତରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୫ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ…
ରାଜ୍ୟ VFS Global Visa Application Centre: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ February 21, 2026 Nirvay ଓଡ଼ିଶାର ଆନ୍ତର୍ଜାତିକ ସଂଯୋଗକରଣରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶା ଦିବସ’ ଅବସରରେ ଅର୍ଥାତ୍ ଆସନ୍ତା ୧ ଏପ୍ରିଲ ୨୦୨୬ ରୁ ଭିଏଫଏସ ଗ୍ଲୋବାଲ ଭୁବନେଶ୍ୱରରେ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ଖୋଲିବାକୁ ଯାଉଛି । ଏହି ଘୋଷଣା…