Tag: Odisha

ଏସସିବିରେ ଦୁଷ୍କର୍ମ ଘଟଣା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠିତ

ଚିକିତ୍ସା କରାଇବାକୁ ଯାଇ ଡାକ୍ତରଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହୋଇଛନ୍ତି ରୋଗୀ। କଟକ ବଡ଼ ମେଡିକାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। କାର୍ଡିଓଲୋଜି ବିଭାଗର ରେସିଡେଣ୍ଟ ଡାକ୍ତର ୨ ରୋଗୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କାର୍ଡିଓଲୋଜି ବିଭାଗରେ ଇକୋ ପରୀକ୍ଷା…

ଖଣିଜ ଦ୍ରବ୍ୟ ଉତ୍ତୋଳନ ଉପରେ ଏନଜିଟିର ରୋକ; ଅନେକ ପ୍ରକଳ୍ପ ବାଧାପ୍ରାପ୍ତ ଆଶଙ୍କା

ମୟୂରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ପରିଚାଳନା ପାଇଁ ଜିଲ୍ଲା ସର୍ଭେ ରିପୋର୍ଟ (DSR)କୁ ତୃଟିପୁର୍ଣ୍ଣ ଦର୍ଶାଇ ଖଣିଜ ଦ୍ରବ୍ୟ ଉତ୍ତୋଳନ ଉପରେ ରୋକ ଲଗାଇଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) । ମୟୂରଭଞ୍ଜ ଜିଲ୍ଲାର ବେତନଟୀ ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ବାଲିଶଯ୍ୟା-୧ର…

ମାଦକ ଦ୍ରବ୍ୟରେ ସାମିଲ୍ ହେଲା ଭାଙ୍ଗ

ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’ । ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଓଡିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ ଓ ଓଡିଶା ଆକ୍ଟ ୧୦, ୨୦୧୩ ର ଧାରା ୨ର କ୍ଲଜ (t) ଅନୁଯାୟୀ…

ଏସ୍‌ସିବି ମେଡିକାଲରେ ୨ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ

କଟକରେ ଥିବା ଏସ୍‌ସିବି ମେଡ଼ିକାଲରେ ୨ ରୋଗୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ମେଡ଼ିକାଲକୁ ଚିକିତ୍ସିତ ହେବାକୁ ଆସିଥିବା ଜଣେ ଡାକ୍ତରଙ୍କ ମା’ ଓ ମାଇଁକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି…

ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍‌ଓପି ସାର୍ବଜନୀନ ହେବ: ପ୍ରଭାତୀ ପରିଡ଼ା

ସେପ୍ଟେମ୍ୱର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ପ୍ରସ୍ତୁତ ସରିଛି ଖାଲି ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍‌ଓପି ସାର୍ବଜନୀନ ହେବ ବୋଲି…

ରଥ ଉପରେ ବଡ଼ ଠାକୁର ପଡ଼ିବା ଘଟଣାର ତଦନ୍ତ ଆରମ୍ଭ

ରଥଯାତ୍ରା ସମୟରେ ବଡ଼ ଠାକୁର ବଳଭଦ୍ର ରଥ ଚାରମାଳ ଉପରେ ମୁହଁ ମାଡି ପଡିଯାଇଥିଲେ। ରଥ ଉପରେ ଆବଶ୍ୟକଠାରୁ ଅଧିକ ଲୋକ ଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଏଭଳି ଅଘଟଣ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଥିବାବେଳେ ଭକ୍ତଙ୍କ ଭାବନାକୁ କୁଠାରଘାତ…

ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ଅମାପ ସମ୍ପତ୍ତିର ମାଲିକ ତଥା ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି । ସମ୍ପତ୍ତି ଦେଖିଲେ ତାଜୁବ ହେବେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଵିଭାଗ ଗିରଫ କରିଥିବା…

୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଆଜି ଜାତୀୟ ରାଜପଥ ନିର୍ମାଣ ନେଇ ସମୀକ୍ଷା ବୈଠକ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମୀକ୍ଷା ବୈଠକରେ ସାମିଲ ହେବେ। ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗରେ ବିଶେଷ…

ବାରରେ ନାଚି ପାରିବେନି ଯୁବତୀ

ଅସାମାଜିକଙ୍କ ଦୁର୍ବ୍ୟବହାର ଓ ଅଶ୍ଳୀଳ ଆଚରଣକୁ ନେଇ ବାର ଗର୍ଲଙ୍କ ଉପରେ କଟକଣା ଲାଗୁ ହୋଇଛି। ଅବକାରୀ ବିଭାଗ ଏହି କଟକଣା କରିଛି। ଆଉ ବାରରେ ନାଚି ପାରିବେନି ଯୁବତୀ । ବାର ଗର୍ଲଙ୍କୁ ନିର୍ଯ୍ୟାତନା ଓ ଗଣ୍ଡଗୋଳକୁ ନେଇ ଦୃଢ଼…

ବିଜେଡିର ଜନଜାଗରଣ ପ୍ରତିଶୃତି ହାସ୍ୟାସ୍ପଦ: ଡ. ଯତୀନ ମହାନ୍ତି

ନିର୍ଲଜତାର ସବୁ ସୀମା ପାର କରିଛି ବିଜେଡି । ହତାଶ ଏବଂ ପରାଜୟ ଗ୍ଲାନିରେ ନିରାଶ ଭାବକୁ ପ୍ରକାଶ କରିବା ପାଇଁ ଯେତେବେଳେ କୌଣସି ରାସ୍ତା ନଥାଏ, ସେତେବେଳେ ଏଭଳି ଔଷଧ ବିକଳରେ ତାଟିଆ କାମୁଡିବା ପ୍ରକୃତି ଦେଖାଯାଏ । ୨୫…