Tag: OCS Main Examination

OCS Main Exam: OCS ମେନ୍ ପରୀକ୍ଷାକୁ ନେଇ ରାଜ୍ୟ ସରକାର ଓ OPSC ପାଖରୁ ସତ୍ୟପାଠ ମାଗିଲେ ହାଇକୋର୍ଟ

ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ମେନ୍ ପରୀକ୍ଷା ପରିଚାଳନାକୁ ନେଇ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମାନ୍ୟବର ହାଇକୋର୍ଟ ଏହି ମାମଲାରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାର ଏବଂ ଓଡ଼ିଶା ଲୋକସେବା…