Tag: Nuapada

BJD Press Meet: ରାଜ୍ୟ ନିର୍ବାଚନ ଇତିହାସରେ, ନୂଆପଡା ଉପନିର୍ବାଚନ ଏକ କଳଙ୍କମୟ ଅଧ୍ୟାୟ: ବିଜେଡି 

ନୂଆପଡା ଉପନିର୍ବାଚନରେ ବିଜେପି ସରକାରୀ କଳର ଅପବ୍ୟବହାର କରି, ଓ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅପଚେଷ୍ଟା କରିଛି ବୋଲି ଆଜି ବିଜୁ ଜନତା ଦଳ ଅଭିଯୋଗ କରିଛି । ଏହାସତ୍ତ୍ୱେ,…

Nuapada By-Election: ନୂଆପଡ଼ାରେ ରେକର୍ଡ ହୋଇଛି ୮୩.୪୫ ପ୍ରତିଶତ ମତଦାନ

ଦେଶରେ ୬ଟି ରାଜ୍ୟରେ ହେଉଥିବା ଉପନିର୍ବାଚନ ଶେଷ ହୋଇଛି । ଇଭିଏମରେ ବନ୍ଦ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଏହାରି ମଧ୍ୟରେ ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ହୋଇଛି ୮୩.୪୫% ମତଦାନ । ଏ ନେଇ ECIଙ୍କ ପକ୍ଷରୁ ସୂଚନା ଜାରି ହୋଇଛି…

Nuapada Bye-Election: ନୂଆପଡ଼ାରେ ରେକର୍ଡ ଭୋଟିଂ;୮୧% ରୁ ଅଧିକ ମତଦାନ

ନୂଆପଡ଼ା ଉପ ନିର୍ବାଚନରେ ଏଥର ରେକର୍ଡ ସଂଖ୍ୟକ ଭୋଟ୍‍ଦାନ ହୋଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ଭୋଟର ବିବରଣୀ ଅନୁଯାୟୀ ରାତ୍ରି ୧୧ ଟା ବେଳକୁ ନୂଆପଡା ରେ ରେକର୍ଡ ୮୧.୭୨ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ।…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ୫ଟା ସୁଦ୍ଧା ୭୫.୩୭ ପ୍ରତିଶତ ହୋଇଛି ଭୋଟିଂ

ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଚାଲିଛି। ୩୫୮ ଟି ମତଦାନ କେନ୍ଦ୍ରରେ ୨.୫୩ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ଆଜି ୫ଟା ସୁଦ୍ଧା ୭୫.୩୭ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି ନିର୍ବାଚନରେ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ହୋଇଛି ୬୫.୫୬% ଭୋଟିଂ

ନୂଆପଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଭୋଟ ଦେଉଛି ନୂଆପଡ଼ାବାସୀ । ଦିନ ୩ଟା ସୁଦ୍ଧା ନୂଆପଡ଼ାରେ ୬୫.୫୬ ପ୍ରତିଶତ ଭୋଟିଂ ହୋଇଛି । ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି। ଏହି ନିର୍ବାଚନରେ ଶାସକ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ଦିନ ୧୧ଟା ସୁଦ୍ଧା ହୋଇଛି ୩୨.୫୧% ଭୋଟିଂ

ସୁରୁଖୁରୁରେ ଚାଲିଛି ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ।ଭୋଟ ଦେଉଛି ନୂଆପଡା । ଦିନ ୧୧ଟା ସୁଦ୍ଧା ନୂଆପଡ଼ାରେ ୩୨.୫୧% ଭୋଟିଂ ହୋଇଛି । ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି। ମୋଟ ୩୫୮ ବୁଥରେ ଚାଲିଛି…

Nuapada Bypoll: ନୂଆପଡା ଉପନିର୍ବାଚନରେ ସରକାରୀ ବଳର ଅପବ୍ୟବହାର କରୁଛି ବିଜେପି: ବିଜେଡି

ଗୋଟିଏ ଟ୍ରକରେ ଇଭିଏମ୍ ମେସିନ ନୂଆପଡାକୁ ନିଆଯାଇଛି ବୋଲି ବିଜେଡି ତରଫରୁ କରାଯାଇଥିବା ଅଭିଯୋଗକୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିବା ପରେ ଦଳ ତରଫରୁ ଅଧିକ ଯୁକ୍ତି ବଢ଼ା ଯାଇଛି । ନୂଆପଡା ନିର୍ବାଚନ ମଣ୍ଡଳୀରେ ଥିବା…

Nuapada Bypoll: ନୂଆପଡା ଉପନିର୍ବାଚନ ପୂର୍ବରୁ ବିଜେପି ଉପରେ ଅନୈତିକ କାର୍ଯ୍ୟର ଅଭିଯୋଗ ଆଣିଲେ ନବୀନ ପଟ୍ଟନାୟକ

ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଅପିଲ କରିଛନ୍ତି। ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଛନ୍ତି ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନାରେ ପ୍ରକୃତ ଗଣତନ୍ତ୍ରର ପ୍ରମୁଖ ପରିଚୟ ରହିଛି।…

Nuapada Bypoll: ନୂଆପଡା ଉପନିର୍ବାଚନ ପାଇଁ ସରିଲା ପ୍ରଚାର

ନୂଆପଡା ଉପନିର୍ବାଚନ ପାଇଁ ଆସନ୍ତା ୧୧ ତାରିଖରେ ପଡିବ ଭୋଟ୍ । ଏଥି ପାଇଁ ଆଜି ସରିଲା ପ୍ରଚାର । ଉପନିର୍ବାଚନ ପାଇଁ ଆଜି ଅପରାହ୍ନ ୪ଟାରୁ ନୀରବ ଅବଧି ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ…

Nuapada Bypoll: ଉପନିର୍ବାଚନ ପାଇଁ ନୂଆପଡାରେ ଡେରା ପକାଇଛନ୍ତି ଛତିଶଗଡ ଗୁଣ୍ଡା: ବିଜେଡି

ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ନା କେବଳ ସରକାରୀ କଳର ଦୁରୁପଯୋଗ କରି ନାହିଁ ବରଂ ଅପରାଧୀଙ୍କୁ ଆଣି ନିର୍ବାଚନ କାମରେ ଲଗାଇଛି । ନୂଆପଡ଼ାର ପ୍ରତ୍ୟେକ ପଞ୍ଚାୟତରେ ଛତିଶଗଡ ଗୁଣ୍ଡା, ଅପରାଧୀ ଭରିଗଲେଣି । ଏପରି ଅଭିଯୋଗ ଆଣି…