ତାଜା ଖବର ବିଶ୍ୱ ଚଳିତ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା October 8, 2025 Papirani ଚଳିତ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆର ୩ ଜଣ ବୈଜ୍ଞାନିକ ରହିଛନ୍ତି । ରୟାଲ ସ୍ୱୀଡିଶ୍ ଏକାଡେମୀ ଅଫ୍ ସାଇନ୍ସର ଘୋଷଣା ମୁତାବକ ଜାପାନର ସୁସୁମୁ କିତାଗାୱା,…