ତାଜା ଖବର ରାଜ୍ୟ NEET Re-Examination: ତ୍ରୁଟିଶୂନ୍ୟ ନିଟ୍ ପୁନଃପରୀକ୍ଷା ପାଇଁ ମୁଖ୍ୟ ସଚିବଙ୍କ ସମୀକ୍ଷା June 16, 2026 Papirani ନିଟ୍ ୟୁଜି ପୁନଃପରୀକ୍ଷାକୁ ସୁବ୍ୟବସ୍ଥିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସବୁ ଜିଲ୍ଲାପାଳଙ୍କ ସହ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିଟ୍ ୟୁଜି ପୁନଃପରୀକ୍ଷାକୁ…