ତାଜା ଖବର ଦେଶ ରାଜନୀତି Bihar CM: ଆସନ୍ତା ୨୦ରେ ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର November 18, 2025 Papirani ଆସନ୍ତା ୨୦ ତାରିଖ ଗୁରୁବାର ବିହାରରେ ନୂଆ ସରକାର । ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ଗୁରୁବାର ୧୧ଟାରୁ ୧୨ଟା ମଧ୍ୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରଖାଯାଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ…
ଦେଶ ରାଜନୀତି Bihar Election Results: ବିହାରରେ NDAର ବିପୁଳ ବିଜୟ ପରେ ଦଳୀୟ କର୍ମକର୍ତ୍ତା ଓ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି November 14, 2025 Nirvay ବିହାରରେ ବିଜେପିର ବିପୁଳ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଐତିହାସିକ ବିଜୟକୁ ବିକାଶ ଏବଂ ସୁଶାସନର ବିଜୟ ବୋଲି କହିଛନ୍ତି । ଅକ୍ଲାନ୍ତ ପରିଶ୍ରମ ପାଇଁ ପ୍ରତ୍ୟେକ ଏନଡିଏ କର୍ମକର୍ତ୍ତାଙ୍କୁ ଜଣାଇବା ସହିତ ସେ…
ତାଜା ଖବର ଦେଶ ରାଜନୀତି Bihar Counting Day: ବହୁମତଠାରୁ ବହୁ ଆଗରେ ଏନଡିଏ November 14, 2025 Papirani ବିହାର ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ଏକଜିଟ୍ ପୋଲରେ କରାଯାଇଥିବା ପୂର୍ବାନୁମାନଠୁ ଢେର ଅଧିକ ସିଟ୍ ଏନଡିଏ ଜିତୁଥିବା ବର୍ତ୍ତମାନର ଟ୍ରେଣ୍ଡରୁ ଦେଖିବାକୁ ମିଳିଛି । ଗତ ପ୍ରଦର୍ଶନଠୁ ଆହୁରି ନିରାଶଜନକ ପ୍ରଦର୍ଶନ କରିଛି ମହାମେଣ୍ଟ । ବିହାରରେ ମ୍ୟାଜିକ୍ ନମ୍ବରରୁ…
ତାଜା ଖବର ଦେଶ ରାଜନୀତି Bihar Counting Day: ବିହାରରେ NDAକୁ ବଡ଼ ସଫଳତା : ସକାଳ ୧୧ଟା ସୁଦ୍ଧା ବହୁ ଆଗରେ NDA November 14, 2025 Papirani ବିହାର ବିଧାନସଭାର ୨୪୩ ଆସନ ପାଇଁ ଭୋଟ ଗଣତି ଚାଲିଛି ଏବଂ ପ୍ରାରମ୍ଭିକ ଟ୍ରେଣ୍ଡରେ ଏନ୍ଡିଏ ସାମଗ୍ରିକ ଭାବରେ ଆଗୁଆ ଅଛି। ସଂଖ୍ୟାଗରିଷ୍ଠତା ଟପି ୧୬୦ରୁ ଊର୍ଦ୍ଧ୍ୱ ଆସନରେ ଆଗୁଆ । ପଛରେ ପଡ଼ିଛି ମହାଗଠବନ୍ଧନ । ୮୦ରୁ କମ୍ ଆସନ…
ଦେଶ ରାଜନୀତି Bihar Election Results: ବିହାରରେ ପ୍ରାରମ୍ଭିକ ଗଣତିରେ NDA ଆଗରେ November 14, 2025 Nirvay ବିହାରରେ ପ୍ରାରମ୍ଭିକ ଗଣତି ଅନୁଯାୟୀ, ଏବେ ମହାଗଠବନ୍ଧନକୁ ପଛରେ ପକାଇ କ୍ଷମତା ଦୌଡରେ ଆଗରେ ଅଛି ଜେଡିୟୁ ନେତୃତ୍ୱାଧୀନ ଏନଡିଏ । ଆଉ ଏହାସହ ପ୍ରତି ରାଉଣ୍ଡରେ ବଦଳୁଛି ବିହାର ରାଜନୀତିର ସମୀକରଣ । ଲଖିସରାଇ ଆସନରେ ବିଜେପି ପ୍ରାର୍ଥୀ ବିଜୟ…
ତାଜା ଖବର ଦେଶ ରାଜନୀତି Bihar Election: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଜାରି ହେଲା ସଙ୍କଳ୍ପ ପତ୍ର October 31, 2025 Papirani ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଆଜି ଏହାର ମିଳିତ ଇସ୍ତାହାର ପ୍ରକାଶ କରିଛି। ବିରୋଧୀ ମେଣ୍ଟର ‘ତେଜସ୍ୱୀ ପ୍ରଣ’ ପରେ ଏନଡିଏ ଏବେ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏନଡିଏ ନିଜ…
ତାଜା ଖବର ଦେଶ ରାଜନୀତି ବିହାର ପାଇଁ ଏନଡିଏର ଆସନ ବୁଝାମଣା ଚୂଡ଼ାନ୍ତ October 12, 2025 Papirani ବିହାର ବିଧାନସଭା ନିର୍ବାଚନରେ ଏନଡିଏର ଆସନ ବୁଝାମଣା ଚୂଡ଼ାନ୍ତ । ବିଜେପି ଓ ଜେଡିୟୁ ପ୍ରତ୍ୟେକ ୧୦୧ ଆସନରେ ଲଢ଼ିବେ । ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି- ରାମବିଳାସ ୨୯ ଆସନରେ ଲଢ଼ିବ। ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ଓ…
ତାଜା ଖବର ଦେଶ ଦେଶର ୧୫ତମ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ September 9, 2025 Nirvay ଉପରାଷ୍ଟ୍ରପତି ନିର୍ବାଚନ ଜିତିଲେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ମହାରାଷ୍ଟ୍ର ରାଜ୍ୟପାଳ ତଥା ତାମିଲନାଡୁ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସିପି ରାଧାକ୍ରିଷ୍ଣନ ଏବେ ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ସନ୍ଧ୍ୟାରେ ରାଜ୍ୟସଭା ମହାସଚିବ…
ତାଜା ଖବର ଦେଶ ରାଜନୀତି ସି.ପି ରାଧାକ୍ରିଷ୍ଣନ ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ August 17, 2025 Papirani ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ (NDA) । ସି.ପି ରାଧାକ୍ରିଷ୍ଣନ ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ । ଏ ନେଇ ଘୋଷଣା କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ସଂସଦୀୟ ବୋର୍ଡ ବୈଠକରେ…
ତାଜା ଖବର ଦେଶ ସରିଲା ଏନଡିଏ ମୁଖ୍ୟମନ୍ତ୍ରୀ କନକ୍ଲେଭ୍ May 25, 2025 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏନଡିଏ ମୁଖ୍ୟମନ୍ତ୍ରୀ କନକ୍ଲେଭ୍ ଶେଷ ହୋଇଛି । ଏହି କନକ୍ଲେଭରେ ଭାଗ ନେଇଥିଲେ ୨୦ ମୁଖ୍ୟମନ୍ତ୍ରୀ ଏବଂ ୧୮ ଉପମୁଖ୍ୟମନ୍ତ୍ରୀ । ଆଜିର ଏହି ମୁଖ୍ୟମନ୍ତ୍ରୀ କନକ୍ଲେଭ୍ରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି…