Tag: NCIB

Law and Order Collapses in Odisha: ଓଡ଼ିଶାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ଉପରେ ଏନ୍‌ସିଆଇବି ଚିନ୍ତା ପ୍ରକଟ; ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ଭକ୍ତ ଦାସ

ଓଡ଼ିଶାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏନ୍‌ସିଆଇବି ଦେଇଥିବା ରିପୋର୍ଟକୁ ନେଇ ରାଜ୍ୟରେ ଏକ ବଡ଼ଧରଣର ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ନ୍ୟାସନାଲ୍ କ୍ରାଇମ୍ ଇନଭେଷ୍ଟିଗେସନ୍ ବ୍ୟୁରୋ ରାଜ୍ୟରେ ଆଇନ ଓ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଊଠାଇବା ପରେ…