Tag: Naveen Pattnaik

ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ ପଟ୍ଟନାୟକ

ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳ ର ବରିଷ୍ଠ ନେତା ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡାରେ ଆୟୋଜିତ ଶୋକସଭାରେ ଅନଲାଇନରେ ଯୋଗ ଦେଇଥିଲେ ଦଳର ସଭାପତି ତଥା ବିରୋଧୀ ଦଳ ନେତା…

୪ଦିନିଆ ଦିଲ୍ଲୀ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଦିଲ୍ଲୀ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୪ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି ନବୀନ । ସୁସ୍ଥ ହେବା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତରେ ଯାଉଛନ୍ତି ନବୀନ ପଟ୍ଟନାୟକ। ସେଠାରେ ଉପରାଷ୍ଟ୍ରପତି…

ଉପରାଷ୍ଟ୍ରପତି ନିର୍ବାଚନ: ଭୋଟରୁ ବିରତ ରହିବା ବାଟ ବାଛିପାରନ୍ତି ନବୀନ

ଆସନ୍ତା ୯ ତାରିଖ ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନ । ପୁଣିଥରେ ବିଜୁ ଜନତା ଦଳ ଓ ନବୀନ ପଟନାୟକଙ୍କ ପାଇଁ ପରୀକ୍ଷାର ଘଡ଼ି । କି ନିଷ୍ପତ୍ତି ନେବେ ନବୀନ ? ସମସ୍ତଙ୍କ ନଜର ନବୀନଙ୍କ ନିଷ୍ପତ୍ତି ଉପରେ । ଜଗଦୀପ…

ଖୋଜିଲେ ନବୀନ ଗଲେ ଦିଲୀପ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଗୁରୁବାର ନବୀନ ନିବାସରେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିବା ପରେ ନବୀନ…

ବିଜଦ ଅବସ୍ଥାକୁ ନେଇ ଚିନ୍ତାରେ ଭାଜପା ହାଇକମାଣ୍ଡ !

ପୂର୍ବ ଶାସକ ଦଳ ବିଜଦ ପରିସ୍ଥିତିକୁ ନେଇ ଚିନ୍ତିତ ଭାଜପା ହାଇକମାଣ୍ଡ । ଚିନ୍ତିତ ହେବା କଥା ବି । ଏହି ଆଞ୍ଚଳିକ ଦଳଟିରେ ବିଭାଜନର ପଦଧ୍ୱନି ଶୁଭିଲାଣି। ସଭାପତି ଭାବେ କୌଣସି ଦାୟିତ୍ଵ ନିର୍ବାହ କରୁ ନଥିବା ନବୀନ ପଟନାୟକ…

ନବୀନ ନିବାସରେ ପ୍ରେମ ପଟ୍ଟନାୟକ

ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ନବୀନ ନିବାସରେ ପହଞ୍ଚିଲେ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ଡିହାଇଡ୍ରେସନ କାରଣରୁ ଡାକ୍ତରଖାନାରେ…

ନବୀନଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ପ୍ରଧାନମନ୍ତ୍ରୀ ମୋଦି

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦି । ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ…

ପ୍ରଥମଥର ନବୀନ ନିବାସରେ ପଡ଼ିଲା ନବୀନ ମୁର୍ଦ୍ଦାବାଦ

୨୯ ବର୍ଷ ଭିତରେ ଯାହା ଶୁଣାଯାଇନଥିଲା, ଯାହା ବି କେହି ସପ୍ନରେ ଭାବିନଥିଲେ ସୋମବାର ତାହା ଲୋକେ ଶୁଣିଲେ, ଦେଖିଲେ ଏବଂ ଚମକି ପଡ଼ିଲେ । ପ୍ରଥମଥର ପାଇଁ ନବୀନ ନିବାସରେ ନବୀନ ମୁର୍ଦ୍ଦାବାଦ ପକାଇବାକୁ ସାହସ କଲେ ମୁସଲମାନ ମାନେ…

ଚେନ୍ନାଇ ବୈଠକକୁ ଯିବେନି ନବୀନ; ଅମର-ସଞ୍ଜୟଙ୍କୁ କଲେ ମନୋନୀତ

ଚେନ୍ନାଇରେ ସୀମା ପୁନଃ ନିର୍ଦ୍ଧାରଣ ସଂପର୍କିତ ବୈଠକରେ ଯୋଗଦେବେ ନାହିଁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ। କିନ୍ତୁ ଲିମିଟେସନ ମିଟିଂରେ ନବୀନଙ୍କ ପ୍ରତିନିଧି ଭାବେ ଯୋଗ ଦେବା ପାଇଁ ବିଜେଡିର ୨ ବରିଷ୍ଠ ନେତାଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି ।…

କବି ରମାକାନ୍ତ ରଥଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ 

ଯଶସ୍ବୀ ସାହିତ୍ୟ ସାଧକ କବି ରମାକାନ୍ତ ରଥଙ୍କ ବିୟୋଗ ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ରମାକାନ୍ତ ରଥ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ପଟନାୟକ କହିଛନ୍ତି…