ତାଜା ଖବର ରାଜ୍ୟ ମୁଦାରେ ଫସିଲେ ସିଦ୍ଦରମେୟା, ବେଦାନ୍ତରେ କେବେ ଫସିବେ ନବୀନ ? September 26, 2024 Nirvay ମୁଦା ଜମି ଦୁର୍ନୀତିରେ କର୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବିରୁଦ୍ଧରେ ଚାଲିବ ମାମଲା। କର୍ଣାଟକ ହାଇକୋର୍ଟ ମଙ୍ଗଳବାର ସ୍ପଷ୍ଟ କରିଦେଇଛନ୍ତି। ଏହି ଜମି ଦୁର୍ନୀତି ମାମଲା ପାଇଁ ରାଜ୍ୟପାଳ ଥାବର ଚନ୍ଦ ଗେହଲଟ ଅନୁମତି ଦେବା ପରେ ଏହା ବିରୋଧରେ ସିଦ୍ଦରମେୟା ହାଇକୋର୍ଟ…
ତାଜା ଖବର ରାଜ୍ୟ ଇତିହାସକୁ ବିକୃତ କରିବାକୁ କିଛି ଲୋକ ଅପଚେଷ୍ଟା କରୁଛନ୍ତି; ନବୀନ ପଟ୍ଟନାୟକ September 10, 2024 Nirvay ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ କରାଯିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିବାଦୀୟ ବୟାନ ଦେଇଥିବା ବେଳେ ଏହାକୁ କିଛି ନେତା ସମର୍ଥନ ଜଣାଇବା ସହ ଆଉ କିଛି ବିରୋଧ କରିଥିଲେ। ଏ ନେଇ ଓଡ଼ିଶା ରାଜନୀତିରେ ତୁମ୍ବିତୋଫାନ ହୋଇଥିବା…
ତାଜା ଖବର ରାଜନୀତି ରାଜ୍ୟ ନବୀନ ନିବାସରେ ପାଳନ କରାଗଲା ରକ୍ଷା ବନ୍ଧନ; ନବୀନଙ୍କ ହାତରେ ବାନ୍ଧିଲେ କୁନି କୁନି ଝିଅମାନେ ରାକ୍ଷୀ August 19, 2024 Papirani ଛୋଟ ଛୋଟ ସ୍କୁଲ ପିଲା ନବୀନଙ୍କ ହାତରେ ବାନ୍ଧିଲେ ରାକ୍ଷୀ ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ…
ରାଜନୀତି ରାଜ୍ୟ ରାଜ୍ୟପାଳଙ୍କ ପୁଅ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ: ନବୀନ July 22, 2024 Nirvay ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ରାଜ୍ୟପାଳଙ୍କ ପୁଅ ବିରୁଦ୍ଧରେ ରାଜ୍ୟ ସରକାର କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ମୁଁ ଓ ମୋ ଦଳ…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭାରେ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଲଢେଇ କରିବୁ: ବିଜେଡି July 20, 2024 Papirani ଶଙ୍ଖ ଭବନଠାରେ ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ବିଧାନସଭା ଅଧିବେଶନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ଅଧ୍ଯକ୍ଷଙ୍କ ଲୋକ ଟେଣ୍ଡର ନପାଇବାରୁ ବାତିଲ ହେବ ବିଜୁ ସଭାଘର ? July 18, 2024 Papirani ନବୀନ ସରକାରରେ କିଭଳି ଟେଣ୍ଡର ଫିଲିଂ ହେଉଥୁଲା, ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଏଠାରେ ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ । ପିସି ବନ୍ଦ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆହ୍ବାନ ଦେବା ପରେ ପିସି…
ରାଜନୀତି ରାଜ୍ୟ ନବୀନ ନିବାସରେ ରାଜନୀତି ଦୋକାନ ଖୋଲିସାରିଲେଣି ପାଣ୍ଡିଆନ! July 17, 2024 Papirani ସତ ରେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ? ଜମାରୁ ନୁହେଁ । ସେ ଶଙ୍ଖ ଭବନ ଯାଉନାହାନ୍ତି ଏକଥା ସତ । ସେ ସାଧାରଣରେ ଲୋକଙ୍କ ସହ ମିଶୁ ନାହାନ୍ତି। ବିଜଦ ନେତାମାନଙ୍କୁ ଖୋଲାଖୋଲି ଗୁରୁ ମନ୍ତ୍ର…
ତାଜା ଖବର ରାଜନୀତି ରାଜ୍ୟ ଆଜି ବିଜେଡି ସଂସଦୀୟ ଦଳ ବୈଠକ June 24, 2024 Papirani ଆଜି ବସିବା ବିଜେଡିର ସଂସଦୀୟ ଦଳ ବୈଠକ । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ରାଜ୍ୟସଭାରେ ବିଜେଡିର ରଣନୀତି ସଂପର୍କରେ ଚର୍ଚ୍ଚା କରିବା ପାଇଁ ସାଂସଦମାନଙ୍କ ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବୈଠକ କରିବେ। ଏହି ବୈଠକରେ…
ତାଜା ଖବର ରାଜନୀତି ରାଜ୍ୟ ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା June 19, 2024 Papirani ବିଧାନସଭାରେ ବିରୋଧୀ ଦଳ ନେତା ହେଲେ ନବୀନ ପଟ୍ଟନାୟକ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ହେଲେ ପ୍ରତାପ ଦେବ ।…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶା ରୂପାନ୍ତରିତ ସ୍କୁଲରୁ ହଟିଲା ୫-ଟି June 13, 2024 Papirani ରାଜ୍ୟରେ କ୍ଷମତାକୁ ଆସିବା ପରେ ୫ଟି ବନ୍ଦ କରିଛନ୍ତି ବିଜେପି ସରକାର। ସମସ୍ତ ରୂପାନ୍ତରିତ ହାଇସ୍କୁଲରୁ ଚାର୍ଟର ବୋର୍ଡ଼ ହଟାଇବାବୁ ଦିଆଯାଇଛି ନିର୍ଦେଶ । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଅନୁସାରେ ଓସେପା ଦ୍ୱାରା ଏକ ଅଧିସୂଚନା…