Tag: Narla MLA’s house

Crackdown on Kesinga Cops: ବିଧାୟିକାଙ୍କ ସରକାରୀ ଘରେ ପୋଲିସ ପଶିବା ଘଟଣା: ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ବିଧାୟିକା ମନୋରମା ମହାନ୍ତିଙ୍କ ସରକାରୀ ବାସଭବନରେ ପୋଲିସର ଜବରଦସ୍ତି ପ୍ରବେଶ ଏବଂ ଦୁର୍ବ୍ୟବହାର ଅଭିଯୋଗକୁ ନେଇ ଓଡ଼ିଶା ବିଧାନସଭା ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। କେସିଙ୍ଗା ଏସ.ଡି.ପି.ଓ. (SDPO) ଏବଂ ତାଙ୍କ କର୍ମଚାରୀଙ୍କ ବିରୋଧରେ…