Tag: Nabarangapur

ନବରଙ୍ଗପୁରରର କୌଣସି ବିଦ୍ୟାଳୟରେ ଅନ୍ୟ ଜିଲ୍ଲା ଶିକ୍ଷକ ଜଏନ୍‌ କରିବାକୁ ମନା !

ଦିନକୁ ଦିନ ଜୋର ଧରୁଛି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି । ନବରଙ୍ଗପୁରରେ ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ତେଜିଲା ବିବାଦ । ନବରଙ୍ଗପୁରରେ ଅନ୍ୟଜିଲ୍ଲାର ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଜଏନ୍‌ ସୁଯୋଗ ମିଳୁନଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି। ଅବିଭକ୍ତ କୋରାପୁଟ…